ଦୀପ ଜଳିଯିବା ବା ସଂପୂର୍ଣ୍ଣ ରୂପେ ଜଳିଯିବା ଏହାର କଣ ସଂକେତ ହୋଇଥାଏ ?

ବନ୍ଧୁଗଣ ପ୍ରାଚୀନ କାଳରୁ ଦୀପ ସହ ଜଡିତ ଅନେକ କଥାମାନ ରହିଛି । ପୁରାଣରେ ମଧ୍ୟ ଦୀପ ସହ ଜଡିତ ଜରୁରୀ କଥା କୁହାଯାଇଛି । ଦୀପ ମାଧ୍ୟମରେ ଅନେକ ସଂକେତ ମିଳିଥାଏ । ଦୀପ ର ଶିଖା ତେଜ ହେବା ଦୀପ ଅଚାନକ ଲିଭିଯିବା ଦୀପ ର ତେଲ ସରିବା ପରେ ମଧ୍ୟ ଦୀପ ଜଳିବା ଆଦି ଘଟଣା ମାଧ୍ୟମରେ ଅନେକ ସଂକେତ ମିଳିଥାଏ । ଏହା ସହ ଦୀପର ବତୀ ଯଦି କୌଣସି ବିଶିଷ୍ଟ ଦିଶାରେ ରଖାଯାଏ ଆଉ ଦୀପ ଅଚାନକ ଲିଭିଯାଏ ବା ଅଧିକ ସମୟ ଯାଏଁ ଜଳିଥାଏ ତେବେ ମହତ୍ଵ ପୂର୍ଣ୍ଣ ସଂକେତ ମିଳିଥାଏ ।

ଆଜି ଆମେ ଜାଣିବା ଦୀପ ର ବତୀ ପୁରା ଜଳିବା ବା ଜଲ୍ଦି ଲିଭିଯିବା ଦ୍ଵାରା କେଉଁ କେଉଁ ସଂକେତ ମିଳିଥାଏ । ଘରେ ନିୟମିତ ରୂପରେ ଦୀପ ଜଳାଇବା ଦ୍ଵାରା ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ବାସ୍ତୁ ଦୋଷକୁ ବଢାଉଥିବା ନେଗେଟିଭ ଊର୍ଜା ସମାପ୍ତ ହୋଇଥାଏ । ଦୀପ ର ଧୂଆଁ ରେ ହାନିକାରକ ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଏ । ଦୀପ ଲଗାଇବାର ସର୍ବୋତ୍ତମ ସମୟ ହେଉଛି ସକାଳ 5ଟା ରୁ 10ଟା ଏବଂ ସନ୍ଧ୍ୟା 5ଟା ରୁ 7ଟା ।

ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜଳାଇବା ଦ୍ଵାରା ଘରେ ନେଗେଟିଭ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ । ଘିଅର ଦୀପ ଜଳାଇବା ଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ଠାକୁରଙ୍କ ହାତ ଡାହାଣ ପରେ ଥିଲେ ଘିଅର ଦୀପ ଓ ବାମ ପଟେ ଥିଲେ ତେଲର ଦୀପ ଜଳାଇବା ଉଚିତ । ଭଗବାନଙ୍କ ନିକଟରେ ଖଣ୍ଡିତ ଦୀପ ଜଳାଇବା ଉଚିତ ନୁହେଁ । ପୂଜା ସମୟରେ ଦୀପ ଲିଭିଯିବା ଦ୍ଵାରା ପୂଜାର ପୂର୍ଣ୍ଣ ଫଳ ମିଳିପାରେ ନାହିଁ ।

ଘିଅର ଦୀପ ପାଇଁ ଧଳା ବତୀ ଓ ତେଲ ଦୀପ ପାଇଁ ନାଲି ନାତି ଶ୍ରେଷ୍ଠ ଅଟେ । ଦୀପ କୁ ଅଲଗା ଅଲଗା କରି ଜଳାଇବା ଉଚିତ । ଧନର ଖର୍ଚ୍ଚ ଅଧିକ ହେଉଥିଲେ ଘରର ଉତ୍ତର ଦିଶାରେ ଜଳପାତ୍ରରେ ଦୀପ ଲଗାଇବା ଦ୍ଵାରା ଲକ୍ଷ୍ମୀ ସ୍ଥିର ରୁହନ୍ତି । ଦକ୍ଷିଣ ଦିଶାରେ ଦୀପ ଜଳାଇବା ଉଚିତ ନୁହେଁ କାରଣ ଏହା ମୃତ୍ୟୁର ଦିଶା ହୋଇଥାଏ । ପୂର୍ବ ଦିଶାରେ ଦୀପ ଜଳାଇବା ସମୟରେ ଅଚାନକ ତେଜ ବଢିଥାଏ ତେବେ ଶୁଭ ସଂକେତ ହେବା ସହ ରୋଗରୁ ମୁକ୍ତି ମିଳିଥାଏ ।

ଉତ୍ତର ଦିଶାରେ ଦୀପ ଜଳାଇବା ସମୟରେ ଅଚାନକ ତେଜ ବଢିଥାଏ ତେବେ ଶୁଭ ସଂକେତ ହେବା ସହ ଧନ ପ୍ରାପ୍ତିର ସଂକେତ ହୋଇଥାଏ । ଏହି ଦିଶାରେ ଲଗାଇଥିବା ଦୀପ ତେଲ ସରିବା ପରେ ବି ଜାଲିଲେ ବ୍ୟାପାରରେ ଫାଇଦା ହେବାର ସଂକେତ ହୋଇଥାଏ । ଦକ୍ଷିଣ ଦିଶାରେ ଦୀପ ଲଗାଇବା ସମୟରେ ଅଚାନକ ଲିଭିଗଲେ ଅଶୁଭ ସଂକେତ ହେବା ସହ ଏହି ଦିଶାରେ ଦୀପ ରଖିବା ପରେ ଦୀପର ତେଜ ବଢିଥାଏ ତେବେ ପିତୃପୁରୁଷ ପ୍ରସନ୍ନ ଥିବାର ସଂକେତ ମିଳିଥାଏ ।

ପଶ୍ଚିମରେ ଦୀପ ରଖିବା ସମୟରେ ତେଜ ବଢିଯାଏ ତେବେ ମାନସିକ ଚିନ୍ତା ବଢେ ଓ ତେଲ ସରିବା ପରେ ବି ଦୀପ ଜଳିଲେ ଜୀବନରେ ସୁଖ ସମୃଦ୍ଧି ଆସିବାର ସଂକେତ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *