ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି 2 ଟି ଗଛ ଘରେ ଲଗାଇବା ଦ୍ଵାରା ଧନ ଖର୍ଚ୍ଚ ହୋଇଥାଏ, ମା ଲକ୍ଷ୍ମୀ ଗୃହରୁ ଚାଲି ଯାଇଥାନ୍ତି ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ରରେ ବିଶେଷ ଜ୍ଞାନ ରଖୁଥିଲେ । ଏହି ଜ୍ଞାନ ସମସ୍ତ ମାନବ ଜାତି ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଓ କଲ୍ୟାଣକାରୀ ଅଟେ । ଭଗବାନ କୃଷ୍ଣ ଏମିତି 2ଟି ଗଛ ବିଷୟରେ କହିଛନ୍ତି ଯାହାର ଗୃହର ସୀମା ଭିତରେ ରହିବା ଗରିବୀ ଆଣିଥାଏ । ଏହି ଗଛ ଘରେ ରହିଲେ ସେହି ଘରର ଉନ୍ନତି କେବେ ହୁଏ ନାହିଁ । ସେମାନଙ୍କୁ ସର୍ବଦା ପରାଜୟ ଓ ନିରାଶାର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାୟୀ ଗଛ ପରିବେଶର ବାତାବରଣ ଶୁଦ୍ଧ ରଖିଥାଏ । ଏଥିରୁ ପଜେଟିଭ ଊର୍ଜାର ସଂଚାର ହୋଇଥାଏ ଯାହା ଆମ ଜୀବନ ପାଇଁ ଆବଶ୍ୟକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।

୧- ଓସ୍ତ ଗଛ : ଏହି ଗଛକୁ ସ୍ପର୍ଶ କରିଲେ ମା ଲକ୍ଷ୍ମୀ ପ୍ରାପ୍ତ ହେବ ସହ ଏହାର ପ୍ରଦୀକ୍ଷଣ କରିଲେ ଆୟୁଷ ବଢିଥାଏ । ସୋମବତୀ ଅମାବାସ୍ୟା ଦିନ ଓସ୍ତ ଗଛକୁ ପ୍ରଣାମ କରିଲେ ଏହା ହଜାର ଦାନ ସହ ସମାନ ହୋଇଥାଏ । ଏହି ଦୁନିଆରେ ଓସ୍ତ ଗଛ ସମାନ କେହି ନାହାନ୍ତି । ସାକ୍ଷାତ ଶ୍ରୀ ହଋ ଏହି ଗଛରେ ବିରାଜମାନ କରିଛନ୍ତି ।

୨- ଆମଲା ଗଛ : ଶ୍ରୀ କୃଷ୍ଣ କହିଛନ୍ତି ଆମଲା ଫଳ ସବୁଆଡେ ପବିତ୍ର ଅଟେ । ଯେଉଁ ଘରେ ଆମଲା ଥାଏ ସେଠାରେ ଦୈତ୍ୟ ଓ ରାକ୍ଷସ ଆସି ନ ଥାନ୍ତି । ଏହି ଫଳ ଭଗବାନ ବିଶୁଣୁଙ୍କୁ ପ୍ରସନ୍ନ କରାଇବା ଓ ଅତ୍ୟନ୍ତ ଶୁଭ ମାନାଯାଇଛି । ଆମଲା କୁ କେଶରେ ଲଗାଇଥିବା ବ୍ୟକ୍ତି ପୁଣି ଥରେ ମୃତ୍ୟୁଲୋକରେ ଜନ୍ମ ନିଏ ନାହିଁ ।  ଯେଉଁ ଘର ଆଗରେ ଏହି ଗଛ ଥାଏ ସେଠାରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ନିବାସ ଥାଏ ।

୩- ଅଶୋକ ଗଛ : ଅଶୋକ ଗଛରେ ଅପସରା ମାନଙ୍କର ନିବାସ ରହିଥାଏ । ଏହି ଗଛ ନିରାଶା କୁ ଶେଷ କରିଥାଏ । ଏହି ଗଛକୁ ଘର ପାଖରେ ଲଗାଇଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଦେବୀ ସୀତା ରାବଣ ଦ୍ଵାରା ଅପହରଣ ହେବା ପରେ ଅଶୋକ ବାଟିକା ରେ ରହିଥିଲେ । ଅଶୋକ ଗଛ ମା ସିତାଙ୍କର ବହୁତ ସେବା କରିଥିଲେ ।

୪- ଡିମିରି ଗଛ : ପ୍ରତେକ ମଣିଷକୁ ଡିମିରି ଗଛ ଲଗାଇବା ଉଚିତ । ଏହି ଗଛ ଲଗାଇଲେ ଯେଉଁ ଫଳ ମିଳିଥାଏ ତାହା ମହାଯଜ୍ଞ ସହ ସମାନ ହୋଇଥାଏ । କଳିଯୁଗରେ ମଣିଷ ଯଜ୍ଞ କରିପାରିବେ ନାହିଁ କିନ୍ତୁ ଏକ ଡିମିରି ଗଛ ନିଶ୍ଚୟ ଲଗାଇବା ଉଚିତ ।

୫- ଜାମୁକୋଳି ଗଛ : ଯଦି କୌଣସି ମନୁଷ୍ୟ କନ୍ୟା ପ୍ରାପ୍ତିର କାମନା ରଖିଛନ୍ତି ତେବେ ଜାମୁକୋଳି ଗଛ ନିଶ୍ଚୟ ଲଗାଇବା ଉଚିତ । ଶାସ୍ତ୍ର ଅନୁଯାୟୀ ଏହି ଗଛ ଯେଉଁ ଘରେ ରହିଥାଏ ସେଠାରେ କନ୍ୟା ସନ୍ତାନ ଜାତ ହୋଇଥାଏ । ଏବେ ଆସନ୍ତୁ ଜାଣିବା କେଉଁ ଗଛ ଘର ଆଗରେ ଲଗାଇବା ଅନୁଚିତ । ଘରର ଆଖପାଖରେ ଖଜୁରୀ ଗଛ, ବାହାଡା ଗଛ ଲଗାଇବା ଅନୁଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *