ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଜୁନ ମାସ ଟି ଆପଣଙ୍କ ପାଇଁ କେମିତି ରହିବ-Tarto Card Reading

ବନ୍ଧୁଗଣ ନମସ୍କାର । ଆରମ୍ଭ ହୋଇ ସାରିଛି ଜୁନ ମାସ । ଆଉ ଏହି ଜୁନ ଆପଣ ସମସ୍ତଙ୍କ ପାଇଁ ଖୁସି ର ସମୟ ନେଇକି ଆସୁ ଏତିକି ଆମର କାମନା । ତେବେ ଜୁନ ମାସ ଟି ଆପଣଙ୍କ ପାଇଁ କେମିତି ରହିବାର ଅଛି, କେଉଁ ସବୁ ଖୁସି ଖବର ନେଇକି ଆସୁଛି, ଜୁନ ମାସରେ କଣ ସବୁ ହେବାକୁ ଯାଉଛି କିମ୍ବା ଆପଣଙ୍କୁ କଣ ମିଳିବାକୁ ଯାଉଛନ୍ତି ଜାଣିବାକୁ ଚାହୁଁ ଛନ୍ତି କି । ତେବେ ବାଛି ନିଅନ୍ତୁ 2ଟି ଶଙ୍ଖ ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ତା ପରେ ଜାଣି ନିଅନ୍ତୁ ଜୁନ ମାସ ଟି ଆପଣଙ୍କ ପାଇଁ କେମିତି ରହିବାର ଅଛି ।

1- ଯଦି ଆପଣ ପ୍ରଥମ ଶଙ୍ଖ ର ଚିତ୍ର କୁ ଚୁଜ କରିଛନ୍ତି ତେବେ ଆପଣ ନିଜର ଲଭ ପାର୍ଟନର ଙ୍କ ଦେଖା କରି ପାରନ୍ତି । ଆପଣଙ୍କର ନୂଆ ଲଭ ଷ୍ଟୋରି ଆରମ୍ଭ ହେବାକୁ ଯାଉଛି । ଜୁନ ମାସରେ ଆପଣଙ୍କର କାହା ସହ ସମ୍ପର୍କ ଥିଲେ ବହୁତ ସାରା ଭଲ ପାଇବା ମିଳିବ । ଏହି ମାସ ଟି ଲାଭ ପାଇଁ ବହୁତ ଭଲ ଅଛି । କ୍ଯାରିୟର ପାଇଁ ଖୁବ ଭଲ ସମୟ ରହିବ । ଯେଉଁ ବି କାମ କରିବେ ସେଥିରେ ଜଲ୍ଦି ଫାଇଦା ଦେଖିବାକୁ ମିଳିବ ଏହି ଜୁନ ମାସରେ ।

ଆପଣଙ୍କର ଯାହା ବି ଆଶା ଅଛି ତାହା ନିଶ୍ଚୟ ଏହି ମାସରେ ପୂରଣ ହେବ । ଆପଣଙ୍କର ଖୁବ ଉନ୍ନତି ହେବ । ପରିବାର ସହ ଯାହା ବି ମନାନ୍ତର ଥିଲା ତାହା ମଧ୍ୟ ଦୂର ହେବ । ପରସ୍ପର ପ୍ରତି ପ୍ରେମ ବଢିବ । କୌଣସି କଥାକୁ ନେଇ ଯାହା ବି ସମସ୍ଯା ଥିଲା ଏବଂ ପରିବାର ଲୋକେ ଆପଣଙ୍କର କଥା ବୁଝିବେ । ଯାହା ହେବାର ଅଛି ତାହା ନିଶ୍ଚୟ ହେବ । କିଏ ଆପଣଙ୍କ ଉପରେ ଖୁସି ହେବ କିଏ ନ ହେବ ସେଥିରେ ଆପଣଙ୍କୁ କିଛି ଫରକ ପଡିବାର ନାହିଁ । ବହୁତ ପଜେଟିଭ ସମୟ ରହିଛି । କିଛି ନୂଆ ଦେଖିବାକୁ ମିଳିବ ।

2- ଆପଣ ଯଦି ଦ୍ଵିତୀୟ ଶଙ୍ଖର ଚିତ୍ର ବାଛିଛନ୍ତି ତେବେ ଆପଣଙ୍କୁ କାମରେ ଏତେ ଉନ୍ନତି ମିଳିବ ଯାହା ଆପଣ କେବେ ଭାବି ନ ଥିବେ । ଜୁନ ମାସରେ ଆପଣଙ୍କ ରିଲେସନ କୁ ନେଇ ବହୁତ ଭଲ ରହିଛି । ପରିବାରରେ ସ୍ଥିତି ମଧ୍ୟ ଭଉତ ଭଲ ରହିବ । ଆପଣ ପାର୍ଟି କୁ ଯାଇପାରନ୍ତି । କିଛି ଲୋକଙ୍କର ମ୍ୟାରେଜ ବି ହୋଇପାରେ ।

ଅନେକଙ୍କ ଘର ପରିବାରରେ କାହାର ବିବାହ ହୋଇପାରେ । ଯାହା ପାଇଁ ଆପଣ ଏଞ୍ଜୋଏ କରିବେ । ଧନର ବର୍ଷା ହେବାର ଅଛି । ଅନେକ ସମୟ ରୁ ଆପଣ ରିଲେସନସିପ କୁ ନେଇ ଯାହା ବି ଭାବିଥିଲେ ତାହା ଏବେ ହେବାରେ ଲାଗିବ । ଆପଣଙ୍କ ପରିବାର ଲୋକେ ମ୍ୟାରେଜ ପାଇଁ ରାଜି ହୋଇଯିବେ । ଆପଣଙ୍କ ସମ୍ପର୍କ ମଜବୁତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *