କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarto Card Reading

ବନ୍ଧୁଗଣ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ କେବେ ନା କେବେ ନିଶ୍ଚୟ ଲଭ କରିଥିବେ । ପ୍ରେମ କେବେ କାହାକୁ ହୋଇଯିବ କେହି ଜାଣନ୍ତି ନାହିଁ । ବାସ ପ୍ରେମ ହୋଇଯାଏ । ତେବେ ନିଜ ଭଲ ପାଇବାକୁ ପାଇବା ପାଇଁ ସମସ୍ତେ କିଛି ବି କରିଥାନ୍ତି । କେହି ନିଜର ସାଥି କୁ ଗିଫ୍ଟ ଦେଇ ଖୁସି କରିଥାନ୍ତି ତ ଆଉ କେହି ନିଜର ସ୍ମାଇଲ ଓ ମଧୁର ବାଣୀ ରେ ଖୁସି କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ହାତୀ ର ଚିତ୍ର ।

ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆମେ ଆପଣଙ୍କୁ କହିବୁ ଆପଣକ ପର୍ଶନ ଆପଣଙ୍କୁ ନେଇ କଣ ଭାବୁଛନ୍ତି କିମ୍ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । 1- ଯଦି ଆପଣ ପ୍ରଥମ ହାତୀ ର ଚିତ୍ର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏମିତି ଭାବୁଛନ୍ତି କି ଆପଣ ଯାହାଙ୍କୁ ପସନ୍ଦ କରୁ ନାହାନ୍ତି ସେ ଆତଙ୍କର ବନ୍ଧୁ ହୋଇଥିବେ ।

ଆପଣ ଦୁହିଙ୍କର ବହୁତ ଭଲ ବନ୍ଧୁତା, ରିଲେସନସିପ ରହିଛି । ଆପଣଙ୍କ ସାଥି ଲୋକଙ୍କ କଥାରେ ପଡି ଆପଣଙ୍କୁ ଭୁଲ ବୁଝୁଛନ୍ତି । ସେ ଭାବୁଛନ୍ତି ଆପଣ ନିଜ ପାଇଁ ସବୁ କିଛି କରୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଯେମିତି ଦେଖାଇ ହେଉଛନ୍ତି ସେମିତି ବାସ୍ତବରେ ନୁହନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଚିଟ କରୁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ହାତୀ ର ଚିତ୍ର ବାଛିଛନ୍ତି ସେ ଆପଣଙ୍କୁ ସବୁ କିଛି ମାନୁଛନ୍ତି । ବହୁତ ଭଲ ପାଉଛନ୍ତି ସେ ଆପଣଙ୍କୁ । ସେ ଭାବୁଛନ୍ତି ଆପଣ ଭଲ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବନ୍ଧୁତା ହେଉ କି ରିଲେସନସିପ ହେଉ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣ ସମ୍ପର୍କ କୁ ଗୁରୁତ୍ଵ ଦେଇଥାନ୍ତି । ଆପଣଙ୍କ ଜୀବନରେ ଯେତେ ସମସ୍ଯା ଆସିଲେ ବି ଆପଣ ଚିନ୍ତା ନ କରି ତାହାର ସମାଧାନ କରିଥାନ୍ତି । ଆପଣଙ୍କ ଜୀବନରେ ଯାହା ଅଛି ସବୁ କିଛି କଣ୍ଟ୍ରୋଲ ରେ ରଖିଥାନ୍ତି । ଆପଣ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି । ଆପଣଙ୍କ ଠାରେ ଈର୍ଷା କି ଲୋଭ ଗୁଣ ନାହିଁ ।

3- ଯଦି ଆପଣ ତୃତୀୟ ହାତୀ ର ଚିତ୍ର ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ଖୁସି ରହିବା ଭଳି ବ୍ୟକ୍ତି ଅଟନ୍ତି । ଯେଉଁଠି ଚିନ୍ତାଜନକ ସ୍ଥିତି ଆପଣ ସେଠାକୁ ଗଲେ ସମସ୍ତଙ୍କୁ ଖୁସି କରି ଦେବେ । ଆପଣ ଜୀବନକୁ ପ୍ରତି ମୁହୁର୍ତ୍ତ ରେ ବଞ୍ଚୁଛନ୍ତି । ଆପଣ ନିଜେ ହସିବା ସହ ଅନ୍ୟ କୁ ହସାଇଥାନ୍ତି । ଆପଣ ବହୁତ ବନ୍ଧୁ କରିଛନ୍ତି ।

ଆପଣ ଯଦି ଫେସବୁକ କି ସୋସିଆଲ ମିଡିଆରେ ଅଛନ୍ତି ଆପଣଙ୍କର ବହୁତ ବନ୍ଧୁ ଅଛନ୍ତି । ଆପଣ କେବେ ବି ଚିନ୍ତାରେ ରୁହନ୍ତି ନାହିଁ । ଆପଣଙ୍କ ଉପରେ ଲୋକେ ସନ୍ଦେହ କରନ୍ତି ନାହିଁ । ଜୀବନର ପ୍ରତି ମୂହୁର୍ତ୍ତ କୁ ଆପଣ ଖୁସି ରେ ବଞ୍ଚିଥାନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବର ଟି ଚୁଜ କରିଲେ ଆମକୁ କମେଣ୍ଟ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *