ନମସ୍କାର ବନ୍ଧୁଗଣ । ଯେଉଁ ଲୋକ କମ୍ପୁଟରର ମାଧ୍ୟମରେ ନିଜର ଜୀବନ ଅତିବାହିତ କରନ୍ତି । ନିଜର କର୍ମ କରନ୍ତି ସେହି ବ୍ୟକ୍ତି ତାଙ୍କ କମ୍ପୁଟର ପରଦାରେ ଦୌଡୁଥିବା ଘୋଡାର ଚିତ୍ର ରଖନ୍ତୁ ଦେଖିବେ ଆପଣ ସୁନିଶ୍ଚିତ ଲାଭ ବାନ ହେବେ ।ଧନ ବୃଦ୍ଧି ହବ । ଆପଣଙ୍କର ମନ ବହୁତ ଖୁସି ରହିବ । ବାସ୍ତୁ ଶାସ୍ତ୍ର ଅନୁସାରେ ଘର , ଅଫିସ , ଓ ବେପାର ଆଦି ଜାଗାରେ ଯଦି ଦଉଡୁଥିବା ଘୋଡାର ଚିତ୍ର ଲଗାଇବେ ତାହାଲେ ଆପଣଙ୍କର ବାସ୍ତୁ ସମସ୍ଯା ଦୂର ହୋଇଯିବ ।
ଆପଣଙ୍କର ଅର୍ଥଗତ ସମସ୍ଯା କେବେବି ଦେଖା ଦବ ନାହିଁ।ପରିବାରରେ ସକାରାତ୍ମକ ଶକ୍ତି ପ୍ରବେଶ କରିବ। ଆପଣଙ୍କର ଧନ ବୃଦ୍ଧି ହବ । ପରିବାରରେ ସୁଖ ଶାନ୍ତି ଦେଖା ଦବ। କିପରି ଆପଣଙ୍କର ବାସ୍ତୁ ଦୋଷ ଦୂର ହେବ ସେହି ବିଷୟରେ ଆସନ୍ତୁ ଜାଣିବା । ପ୍ରଥମ ଉପାୟ – ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ କିମ୍ବା ଗୃହରେ ଦୌଡୁଥିବା ଘୋଡାର ଫଟୋ କୁ ଦକ୍ଷିଣ ଦିଗରେ ଲଗାଇବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ଅଟକି ଥିବା ସମସ୍ତ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇଯିବ ।
ଆପଣଙ୍କର ବାସ୍ତୁ ସମସ୍ଯା ଦୂର ହୋଇଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।ବନ୍ଧୁଗଣ ଘୋଡାକୁ ଅପରାଜିତର ଶକ୍ତି ମନା ଜାୟ ।ଘୋଡା କେବେ କୋଊଠି ହାର ମାନିନଥାୟ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘୋଡାକୁ ସକାରାତ୍ମକ ଶକ୍ତି ମନା ଯାଏ । ଯଦି କୌଣସି ବ୍ୟକ୍ତି ଘୋଡାର ଚିତ୍ରକୁ ବାରମ୍ବାର ଦେଖନ୍ତି ତାହାଲେ ଆପଣଙ୍କର କାର୍ଯ୍ୟ ସଫଳ ହୋଇଥାଏ ।
ଯଦି ଆପଣ କରଜକୁ ନେଇ ଚିନ୍ତା କରୁଛନ୍ତି ତାହାଲେ ଆପଣ ନିଜର ଘରେ କିମ୍ବା ଅଫିସ ରେ ଉତ୍ତର ପଶ୍ଚିମ କୋଣରେ ଧଳା ରଙ୍ଗର ଏକ ଘୋଡା ଚିତ୍ର ଲଗାନ୍ତୁ ଦେଖିବେ ଆପଣଙ୍କର ସବୁ ଚିନ୍ତାରୁ ମୁକ୍ତି ପାଇବେ ।କାରଣ ଘୋଡାକୁ ଶକ୍ତି ଶାଳି ମନାଯାଏ । ସେଥିପାଇଁ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ହୁଏ । କାର୍ଯ୍ୟ କ୍ଷେତ୍ରରେ ଦକ୍ଷିଣ ଓ ପୂର୍ବ ଦିଗଆଡକୁ ମୁହଁ କରି ଫଟୋ ରଖିଲେ ଆପଣ ନିଜ କାର୍ଯ୍ୟରେ ଲାଭବାନ ହେବେ ।
ଘୋଡା କେବେ ସହଜରେ ହାରନ୍ତି ନାହି । ଘୋଡା ଅଧିକ ଶକ୍ତି ଶାଳି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଜାଗାରେ ଘୋଡା ରୁହନ୍ତି ସେହି ଜାଗାରେ ସକରାତ୍ମକ ଶକ୍ତି ବଢି ଥାୟ । ନକରାତ୍ମକ ଶକ୍ତି ହ୍ରାସ ହୋଇଥାୟ । ତେଣୁ ବନ୍ଧୁଗଣ ଆପଣ ନିଜ ଘରେ ଦୌଡୁଥିବା ଘୋଡାର ଫଟୋ ଲଗାନ୍ତୁ ଦେଖିବେ ଆପଣଙ୍କର କିପରି ଭାବେ ସବୁ କିଛି କାର୍ଯ୍ୟ ହେଇଯାଉଛି ।