ବନ୍ଧୁଗଣ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ପ୍ରତି ମୂହୁର୍ତ୍ତ ରେ ଭଲ ପାଆନ୍ତୁ, କେବଳ ଆପଣଙ୍କର ହିଁ ହୋଇକି ରହିବେ ତେବେ ଏହି 3ଟି ଲାଇନ ନିଶ୍ଚୟ ମନେ ରଖନ୍ତୁ । ଏହି 3ଟି ଲାଇନ ମନେ ରଖିଲେ ଆପଣଙ୍କ ସାଥି ଆପଣଙ୍କ ବିନା ରହିପାରିବ ନାହିଁ । 1- ଯେବେ ଆପଣଙ୍କ ସାଥି ଆପଣଙ୍କ ସହ କଥା ନ ନେବେ, ଆପଣଙ୍କୁ ନେଇ ବୋର ଅନୁଭବ କରିବେ, ଆପଣଙ୍କୁ ସମୟ ଦେବେ ନାହିଁ ତେବେ ସେହି ସମୟ ଆପଣ ଖାଲି ଏହା କହିବେ କି ଠିକ ଅଛି ତୁମେ ମୋ ସହ କଥା ହେବାକୁ ଚାହୁଁ ନାହଁ ।
ମୁଁ ଆଗକୁ ତୁମକୁ ହଇରାଣ କରିବି ନାହିଁ । ମୁଁ ଏମିତି ପ୍ରମିଜ କରୁଛି । କିନ୍ତୁ ମନେ ରଖିବ ତୁମକୁ ମୋ ଭଲ ପାଇବା ନିଶ୍ଚୟ ମନେ ପଡିବ କିନ୍ତୁ ମୁଁ ତୁମକୁ ଆଉ କେବେ ମିଳିବି ନାହିଁ । ଏମିତି କହି ତୁରନ୍ତ ଫୋନ କାଟିଦେବ । ଯଦି ସେ ଆପଣଙ୍କୁ ସତରେ ଭଲ ପାଉଥିବେ ତେବେ ଆପଣଙ୍କ ପ୍ରତି ତାଙ୍କ ମନରେ ଭଲ ପାଇବା ଦୁଇ ଗୁଣା ବଢିଯିବ ।
2- ଦ୍ଵିତୀୟ ଲାଇନ ଆପଣଙ୍କୁ କହିବାକୁ ପଡିବ ନାହିଁ ବରଂ କାମରେ କରି ଦେଖାଇବାର ଅଛି ଯଦି ଆପଣଙ୍କ ସାଥି ଆପଣଙ୍କୁ ଇଗନୋର କରୁଛନ୍ତି । ଯଦି ଆପଣ ଲାଇଫରେ ପରିଶ୍ରମ କରି ସଫଳତା ପାଇବେ ତେବେ ଆପଣଙ୍କୁ କେହି ବି ଛାଡିବାକୁ ଚାହିବେ ନାହିଁ । ସମସ୍ତେ ଆପଣଙ୍କୁ ଭଲ ପାଇବେ । ତେଣୁ କେବଳ ଅନୁଭବ କରନ୍ତୁ ଆପଣଙ୍କ ସାଥି ଆପଣଙ୍କ ସହ ରହି କିଛି ଅଭାବ ଅନୁଭବ ନ କରନ୍ତୁ ।
ତାହା ପ୍ରେମ, ସମ୍ମାନ କି ଧନ ହେଉ । ଆପଣ କିଛି ଏମିତି କରନ୍ତୁ ଯେମିତି ଆପଣଙ୍କ ସାଥି ଙ୍କୁ ଲାଗିବ ଆପଣ ତାଙ୍କୁ ବେହତର ଭବିଷ୍ୟତ ଦେଇ ପାରିବେ । ଦେଖିବେ ଆପଣ ଦୁହିଙ୍କର ଭଲ ପାଇବା କେତେ ମଜବୁତ ହୋଇଯିବ । ସେ କେବେ ବି ଆପଣଙ୍କୁ ହରାଇବାକୁ ଚାହିଁବେ ନାହିଁ ।
3- ତୃତୀୟ ଲାଇନ ସବୁ ସମୟରେ କହିବାର ଜରୁରତ ନାହିଁ କିନ୍ତୁ କହିବା ଜରୁରୀ ଅଟେ ଯେବେ ସମୟ ଆସିଯିବ । ଆପଣଙ୍କୁ କହିବାର ଅଛି କି ତୁମକୁ ମୋ ଠାରୁ ବହୁତ ଭଲ ପାର୍ଟନର ମିଳିଯିବ । ଏହା ଶୁଣିବା ପରେ ଆପଣଙ୍କ ସାଥି ନିରାଶ ହୋଇଯିବେ । ସେ ଆପଣଙ୍କୁ ପ୍ରଶ୍ନ କରିବେ କି ଆପଣ କାହିଁକି ଏମିତି ପ୍ରଶ୍ନ କରିଲେ । କାରଣ ସେ ଆପଣଙ୍କୁ ହରାଇବାର ଭୟ କରିବେ । ସେ ବୁଝି ଯିବେ ଆପଣ ତାଙ୍କୁ ହରାଇଲେ କିଛି ବି ହେବ ନାହିଁ । ସେ ଆପଣଙ୍କୁ ନେଇ ଚିନ୍ତାରେ ରହିବେ ।
ତାପରେ ସେ ଆପଣଙ୍କୁ ଭରସା ଦେବେ ବି ଆପଣଙ୍କୁ କେବେ ବି ଛାଡିବେ ନାହିଁ । ତେବେ ଏହି 3ଟି ଲାଇନ ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ ଯାହା ଆପଣଙ୍କୁ ନିଜ ସାଥୀଙ୍କୁ କହିବାର ଅଛି । ଦେଖିବେ ଏହା ଶୁଣିବା ପରେ ଆପଣଙ୍କ ସାଥି ଆପଣଙ୍କ ବିନା ରହିପାରିବେ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।