ଭାଗ୍ୟଶାଳୀ ଲୋକ ମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି ? Jyostisha Shastra

ବନ୍ଧୁଗଣ ଅନେକ ସମୟରେ କିଛି ଏମିତି ହୋଇଥାଏ କି ଆପଣ କେଉଁ ଜିନିଷ ପାଇବାକୁ ଅଧିକ ଚେଷ୍ଟା କରିଥାନ୍ତି କିନ୍ତୁ ତାହା ଆପଣଙ୍କୁ ମିଳିପାରେ ନାହିଁ । ଆଉ କେତେ ଜଣ ଏମିତି ହୋଇଥାନ୍ତି କି ଯେଉଁ ମାନେ କିଛି ପରିଶ୍ରମ ନ କୃ ସେହି ଜିନିଷ ପାଇଥାନ୍ତି ଯାହା ସେମାନଙ୍କର ଇଚ୍ଛା ଥାଏ । ଏହି କଥାର ସିଧା ସଳଖ ସମ୍ପର୍କ ଭାଗ୍ୟ ସହ ହୋଇଥାଏ । ଆପଣ କେତେ ବି ଆଧୁନିକ ଚିନ୍ତାଧାରାର ହୁଅନ୍ତୁ କି ନା କାହିଁଙ୍କି ଯେଉଁ ମାନେ ନିଜର ଭାଗ୍ୟ ଜନ୍ମ ହେବା ପୂର୍ବରୁ ଲେଖିକି ଆଣିଥାନ୍ତି ।

ଆଜି ଆମେ ଜାଣିବା ଭାଗ୍ୟଶାଳୀ ଲୋକ ମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି । ଏମିତି ଭାଗ୍ୟଶାଳୀ ଲୋକ ମାନଙ୍କୁ ଜୀବନରେ ସବୁ କିଛି ବହୁତ ସହଜରେ  ମିଳି ଯାଇଥାଏ । ଭାଗ୍ୟ ଓ ଜନ୍ମ ହେବାର ସମୟ ପରସ୍ପର ସହ ଯୋଡା ହୋଇ ରହିଥାଏ । ମଣିଷ କେଉଁ ଦିନ, ମାସ ଓ କେତେବେଳେ ଜନ୍ମ ହୋଇଥାଏ ଏହା ଭାଗ୍ୟ ବିଷୟରେ ବହୁତ କିଛି କହିଥାଏ । ଏବେ ଆସନ୍ତୁ ଜାଣିବା କେଉଁ ବାର ରେ ଜାତ ମନୁଷ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

1- ଯେଉଁ ମାନଙ୍କର ଜନ୍ମ ଗୁରୁବାର ବା ସୋମବାର ଦିନ ହୋଇଥାଏ ସେମାନେ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାନ୍ତି । ଏମିତି ବ୍ୟକ୍ତି ଯେଉଁ କାମରେ ହାତ ଦେଇଥାନ୍ତି ତାହା ବହୁତ ସହଜରେ ହୋଇଯାଏ । ଏମିତି ବ୍ୟକ୍ତି ମାନଙ୍କ ଜୀବନରେ ବାଧା ବହୁତ କମ ହୋଇଥାଏ ।

2- ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ସକାଳୁ ସକାଳୁ ହୋଇଥାଏ ସେମାନେ ଭାଗ୍ୟ ମାମଲାରେ ସବୁଠାରୁ ଆଗରେ ରହିଥାଏ । ଖାସ କରି ଯେଉଁ ଲୋକ ମାନଙ୍କର ଜନ୍ମ ସକାଳ 4ଟା ସମୟରେ ହୋଇଥାଏ ଏମାନଙ୍କ ଭାଗ୍ୟ ବହୁତ ପ୍ରବଳ ହୋଇଥାଏ । ଏମିତି ବ୍ୟକ୍ତି ନିଜ ଭାଗ୍ୟ ବଳରେ ବଡ ରୁ ବଡ ସମସ୍ୟାକୁ ସହଜରେ ସମାଧାନ କରି ପାରନ୍ତି । ଏମିତି ବ୍ୟକ୍ତି ର ଭାଗ୍ୟ ଏତେ ଟାଣ ହୋଇଥାଏ କି ଏମାନେ ଯେଉଁ ଘରେ ରହିଥାନ୍ତି ଯେଉଁ ମାନଙ୍କ ପାଖରେ ରହିଥାନ୍ତି ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

3- ଜୁନ ଓ ଅଗଷ୍ଟ ମାସରେ ଜାତ ହୋଇଥିବା ଲୋକ ମାନେ ଜନ୍ମ ପୂର୍ବରୁ ନିଜର ଭାଗ୍ୟ ଲେଖିକି ଆଣିଥାନ୍ତି । ଏମିତି ବ୍ୟକ୍ତି କ୍ୟାରିୟର କ୍ଷେତ୍ରରେ ବହୁତ ଜଲ୍ଦି ସଫଳ ହୋଇଥାନ୍ତି । ଜୁନ ମାସରେ ଜାତ ବ୍ୟକ୍ତି ନିଜ କଥା ମନାଇବାରେ ମାହିର ହୋଇଥାନ୍ତି ।

4- ମାସର 25 ଓ 10 ତାରିଖ ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଟଙ୍କା ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ପାଖକୁ ଟଙ୍କା ର ବର୍ଷା ହୋଇଥାଏ । ଏମାନଙ୍କୁ ଟଙ୍କା କମାଇବାକୁ ପାଇଁ ପରିଶ୍ରମ ଠାରୁ ଅଧିକ ଭାଗ୍ୟ କାମରେ ଆସିଥାଏ । ତେବେ ଆପଣ ମାନେ ଜାଣିଲେ ତ କେଉଁ କେଉଁ ମାସରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ଅତ୍ୟନ୍ତ ଭାଗ୍ଯବାନ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *