କେଉଁ ପତ୍ରରେ ସ୍ଵସ୍ତିକ ଆଙ୍କି ଘରେ ରଖିଲେ ଦୁର୍ଭାଗ୍ୟ ଦୂରହୁଏ ? ଏହା ସହ ଜାଣନ୍ତୁ 10+ ଅନୁଚିନ୍ତା

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କିଛି ତଥ୍ୟ ଓ ରହସ୍ୟ ରହିଛି ଯାହା ଜାଣିବା ବା ପାଳନ କରିବା ଦ୍ଵାରା ଜୀବନରେ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । 1- ହାତରେ କଡା ପିନ୍ଧିବା ପରେ ନିଶାଦ୍ରବ୍ଯ ଖାଇବା କରିବା ଉଚିତ ନୁହେଁ । ଏହାଦ୍ବାରା ବହୁତ ସମସ୍ଯା ଦେଖାଦିଏ ।

2- ହାତରେ କଡା ପିନ୍ଧିବା ଶୁଭ ହୋଇଥାଏ ଓ ହନୁମାନ ଜିଙ୍କ ପ୍ରତୀକ ହୋଇଥାଏ । ଯାହା ସଙ୍କଟରୁ ଦୂରେଇ ରଖିଥାଏ ।

3- ଶନିବାର ଦିନ ନଖ ବା କେଶ କାଟିବା ଅଶୁଭ ହୋଇଥାଏ । ଶନିବାର ଦିନ ତେଲ, କାଠ, ଲୁଣ, କୋଇଲା ଜିନିଷ କିଣିବା ଦ୍ଵାରା ଅଚାନକ କଷ୍ଟ ଭୋଗିବାକୁ ପଡିଥାଏ ।

4- ଶନିବାରରେ ଝିଅକୁ ଶାଶୁଘରକୁ ପଠାଇବା ଉଚିତ ନୁହେଁ । ଯେଉଁ ଲୋକ ଶନିବାର ଦିନ ମଦ୍ୟପାନ କରିଥାନ୍ତି ଏହା ଘାତକ ହୋଇଥାଏ ଓ ଜୀବନରେ ସମସ୍ଯା ଦେଖାଦିଏ ।

5- ଯେଉଁ ଲୋକର ଜାତକରେ ଦ୍ବିତୀୟରେ ଚନ୍ଦ୍ର ରହିଥାନ୍ତି ସେମାନେ ଜୀବନରେ ଧନବାନ ହୋଇଥାନ୍ତି । ଯେଉଁ ଲୋକ ମଥାରେ ଚନ୍ଦ୍ର ବା ଧନୁ ଚିହ୍ନ ରହିଥାଏ ସେମାନେ ସୌଭାଗ୍ୟଶାଳି ହୋଇଥାନ୍ତି ।

6- ଯେଉଁ ଲୋକଙ୍କ ପେଟରେ କଳାଜାଇ ରହିଥାଏ ସେମାନେ ଅଧିକ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଯେଉଁ ଲୋକ କଥା ହେଉଥିବା ସମୟରେ ନିଜ ମୁହଁ ଲୁଚାଇଥାନ୍ତି ସେମାନେ ମିଛ କୁହନ୍ତି ।

7- ଯେଉଁ ଲୋକଙ୍କର ଅଧିକ ଥର ଆଖି ପତା ପଡୁଥାଏ ସେମାନେ କମ ବିଶ୍ଵସନୀୟ ହୋଇଥାନ୍ତି । ଯେଉଁ ଲୋକଙ୍କ ନାକ ଶୁଆ ଭଳି ହୋଇଥାନ୍ତି ସେମାନେ ଧନବାନ ହୋଇଥାନ୍ତି ।

8- ହସିବା ସମୟରେ ଯାହାର ଗାଲରେ ଖାଲ ଦେଖାଯାଏ ସେମାନେ ଧନୀ ହୋଇଥାନ୍ତି ଓ ବହୁତ ଚତୁର ହୋଇଥାନ୍ତି । ଯେଉଁ ଲୋକଙ୍କ ହାତ ଲମ୍ବା ହୋଇଥାଏ ସେମାନେ ସଫଳ ଜୀବନଯାପନ କରିଥାନ୍ତି ।

9- ତୁଳସୀ ପତ୍ରକୁ ଦାନ୍ତରେ ଅଧିକ ସମୟ ଚୋବାଇବା ଦ୍ଵାରା ଦାନ୍ତ କମ୍ଜୋର ହେବାର ସମ୍ଭାବନା ଥାଏ । ଲିଭର ବା କିଡନି ସମସ୍ଯା ଥିଲେ ଗୁରୁବାରରେ ହଳଦିଆ ବସ୍ତ୍ର ପିନ୍ଧିବା ସହ ହଳଦିଆ ଟୀକା ଲଗାନ୍ତୁ ।

10- ଅଧିକ ମାତ୍ରାରେ ଫାଇଭର ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ଅଟେ । ଏହା ଶରୀରରେ ସୁଗାର ଲେବଲ ନିୟନ୍ତ୍ରଣ କରିଥାଏ ଓ ଲାଭପ୍ରଦ ହୋଇଥାଏ ।

11- ରାତିରେ ଶୋଇବାର 2 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇଲେ ସୈର ସୁସ୍ଥ ରହିଥାଏ । ସକାଳ ଜଳଖିଆ ନିଶ୍ଚୟ ଖାଇବା ଉଚିତ । ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ମାତ୍ରାରେ ଆବଶ୍ୟକ ହୋଇଥାଏ ।

12- ସେଓ ଖାଇଲେ ଶରୀର ପାଇଁ ଲାଭପ୍ରଦ ହୋଇଥାଏ । ପ୍ରତେକ ଦିନ ଖାଦ୍ଯରେ କଖାରୁ ଖାଇଲେ ମସ୍ତିସ୍କ ସୁସ୍ଥ ରହିବା ସହ ସଠିକ କାମ କରିଥାଏ ।

13- ଅଧିକ ରାଗିବା ଦ୍ଵାରା ଶରୀରର ଓଜନ ଅହେତୁକ ବୃଦ୍ଧି ହୋଇଥାଏ । ଗୁରୁ ବା ରବି ପୌଷ୍ୟ ତିଥିରେ ବର ଗଛ ପତ୍ରରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କି ଘରେ ରଖିବା ଦ୍ଵାରା ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *