ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 5ଟି ସଂକେତ, ଆପଣଙ୍କୁ ମିଳିଛି କି

ବନ୍ଧୁଗଣ ଆମ ଜୀବନରେ ଧନର କେତେ ମହତ୍ଵ ଅଛି ଏହା କାହାକୁ ଅଛପା ନାହିଁ । ଧନର ଅଭାବରୁ କୌଣସି ବ୍ୟକ୍ତି ଖୁସିରେ ରୁହେ ନାହିଁ । ଏମିତି ବି କୁହାଯାଏ ଧନ ଜୀବନରେ ସବୁ କିଛି ହୋଇନ ଥାଏ । କିମ୍ବା ଧନ ଦ୍ଵାରା ଆମେ ଖୁସି କି ସମ୍ପର୍କକୁ କିଣିପାରିବା ନାହିଁ । ଧନ ପାଖରେ ଥିଲେ ଖୁସି ଆପେ ଆପେ ପାଖକୁ ଆସି ଯାଇଥାଏ । ଯଦି ଜୀବନରେ ଧନର ମହତ୍ଵ କିଛି ନ ଥାନ୍ତି ତ ଲୋକେ କାହିଁକି ଦିନ ରାତି ପରିଶ୍ରମ କରିଥାନ୍ତି । ପ୍ରତେକ ବ୍ୟକ୍ତି ଧନବାନ ହେବାର ସ୍ଵପ୍ନ ଦେଖିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଲ ସମୟ ଆସିବା ପୂର୍ବରୁ କେଉଁ ସଂକେତ ମିଳିଥାଏ ।

୧- ଘରେ ନାଲି ପିମ୍ପୁଡି ରହିବା ଅଶୁଭ ମାନାଯାଏ । ଯେବେ ବି କଳା ପିମ୍ପୁଡି ଘରେ ରହିବା ଶୁଭ ମାନାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କଳା ରଙ୍ଗର ପିମ୍ପୁଡିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନଯାଏ । ଘରେ ଗୋଲ ଆକାରରେ କଳା ପିମ୍ପୁଡି ଦେଖାଗଲେ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ହୋଇଥାଏ । ସେମାନଙ୍କୁ ଖାଇବାକୁ ଅଟା, ଚିନୀ ଦିଅନ୍ତୁ ।

୨- ଝିଟିପିଟି କୁ ମଧ୍ୟ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ଘରେ ଯଦି ଆଚାନକ ୩ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖାଯାଏ ଏହା ମା ଲକ୍ଷ୍ମୀ ଙ୍କ ଆଗମନର ସୂଚକ ହୋଇଥାଏ । ଗୋଟେ ଝିଟିପିଟି ଆଉ ଗୋଟେ ଝିଟିପିଟିର ପିଛା କରୁଥିଲେ ଏହା ଘରର ଉନ୍ନତିର ସଂକେତ ହୋଇଥାଏ । ଦୀପାବଳିରେ ତୁଳସୀ ଗଛରେ ଝିଟିପିଟି ଦେଖାଗଲେ ଭରପୁର ଧନ ଲାଭର ସୂଚକ ହୋଇଥାଏ ।

୩- ଶାସ୍ତ୍ର ଅନୁଯାୟୀ ଘରେ କୌଣସି ପକ୍ଷୀ ବସା ବାନ୍ଧିଥାନ୍ତି ଏହା ଶୁଭ ହେବା ସହ ମା ଲକ୍ଷ୍ମୀ ଙ୍କ ଆଗମନର ସଂକେତ ଦେଇଥାଏ । ଭୁଲରେ ବି ପକ୍ଷୀ ବସା ଭାଙ୍ଗନ୍ତୁ ନାହିଁ । ଏହାର ବିପରୀତ କାଉ, ଶାଗୁଣା ଭଳି ପକ୍ଷୀ ଅଚାନକ ଘରକୁ ଆସିବାକୁ ଲାଗିଥାନ୍ତି ଏହା ଶୁଭ ହୋଇଥାଏ । ପେଚା ଦେଖାଯିବା ଶୁଭ ହୋଇଥାଏ ।

୪- ଯଦି ଆପଣଙ୍କୁ ଦିନର କୌଣସି ସମସ୍ୟାରେ ବା ସକାଳ ଓ ସନ୍ଧ୍ୟାରେ ଶଙ୍ଖର ଧ୍ୱନି ଶୁଣାଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନାଯାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଜଲ୍ଦି ଆପଣଙ୍କ ଗୃହକୁ ପ୍ରବେଶ କରିବାକୁ ଯାଉଛନ୍ତି । ଯାହା ଦ୍ଵାରା ଆର୍ଥିକ ସଙ୍କଟ ଦୂର ହୋଇ ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି ।

୫- ଯଦି ଆପଣଙ୍କ ଡାହାଣ ହାତର ପାପୁଲି ଲଗାତର କୁଣ୍ଡାଇ ହେଉଥାଏ ଏହା ଧନ ପ୍ରାପ୍ତିର ଶୁଭ ସଂକେତ ହୋଇଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହ ସବୁ ମନସ୍କାମନା ପୂର୍ଣ୍ଣ ହେବାର ସୂଚକ ହୋଇଥାଏ । ଯଦି ଧନ ଲାଭ ହେବାର ଥିବ ତେବେ ମା ଲକ୍ଷ୍ମୀ ଏହାର ସଂକେତ ସ୍ଵପ୍ନରେ ଦେଇଥାନ୍ତି । ସ୍ଵପ୍ନ ରେ ବାରମ୍ବାର ପେଚା, ସାପ, ନେଉଳ ଦେଖାଯାଏ ନିକଟ ଭବିଷ୍ୟତରେ ଧନ ଲାଭର ସୂଚକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *