ଯାଦୁ, କାଛୁ, କୁଣ୍ଡିଆଣ କେତେବି ପୁରୁଣା ହେଉ, କେବଳ 2 ଦିନରେ ହେବ ଭଲ

ବନ୍ଧୁଗଣ ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆମ ସ୍କିନରେ ଇନଫେକସନ ହୋଇଯାଏ । ଖାସ କରି ଶୀତ ଦିନରେ ଲୋକଙ୍କୁ ସ୍କିନ ଇନଫେକସନ ଭଳି ସମସ୍ଯା ଭୋଗ କରିବାକୁ ପଡିଥାଏ । ଅନେକ ଲୋକଙ୍କୁ ଆଲର୍ଜି କାରଣରୁ ସ୍କିନ ସମସ୍ଯା ହୋଇଥାଏ । ଯଦି ଏମିତି କିଛି ସମସ୍ଯା ଅଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବନାଇବା ବହୁତ ସହଜରେ ।

ଘରେ ମିଳୁଥିବା ସାମଗ୍ରୀରେ ଏହି ରେମେଡି ବନାଇ ପାରିବେ । ଏଥିରେ କୌଣସି ସାଇଡ ଇଫେକ୍ଟ ହୁଏ ନାହିଁ । ଏବେ ଆସନ୍ତୁ ଜାଣିବା ପୁରା ବିବରଣୀ । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ କଞ୍ଚା କଦଳୀ ଯାହା ଆପଣଙ୍କୁ ସହଜରେ ମିଳିଯିବ । କଞ୍ଚା କଦଳୀ ଆପଣ ରାନ୍ଧି କି ନିଶ୍ଚୟ ଖାଇବେ । ଏହା ଚମତ୍କାରୀ ଭାବେ ଆମ ସ୍ଵାସ୍ଥ୍ୟକୁ ଫାଇଦା ପହଞ୍ଚାଇ ଥାଏ ।

ଏଥିରେ ଏମିତି ପ୍ରକାରର ଭିଟାମିନ ଓ ମିନେରାଲ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ସ୍କିନ ଇନଫେକସନ ସମସ୍ଯା ଦୂର କରିବା ପାଇଁ ଏହାକୁ ପୁରାତନ କାଳରୁ ପ୍ରୟୋଗ କାର ଯାଉଛି । ଆୟୁରେବେଦ ରେ ଏହା ଏକ ଚମତ୍କାରୀ ଔଷଧ ରୂପେ ମାନାଯାଏ । ପ୍ରଥମେ କଞ୍ଚା କଦଳୀର ଚୋପା ଛଡାଇ ଦିଅନ୍ତୁ । ଏହା ପରେ କଞ୍ଚା କଦଳୀରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଏଥିରେ ପାଣିର ପ୍ରୟୋଗ କରିବେ ନାହିଁ । ଦ୍ଵିତୀୟ ସାମଗ୍ରୀ ସାମଗ୍ରୀ ହେଉଛି ଏଥିରେ ୨ରୁ ୩ ଚାମଚ ଦହି । ତୃତୀୟ ସାମଗ୍ରୀ ହେଉଛି ହଳଦୀ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ।

ଯାହା ଆପଣଙ୍କର ସ୍କିନ ଇନଫେକସନ ସମସ୍ୟାକୁ ଦୂର କରିବା ପାଇଁ ଲାଭଦାୟକ ଅଟେ । ଏହି ୩ଟି ସାମଗ୍ରୀ ସାହାର୍ଯ୍ୟ ରେ ଆପଣ ଏହି ରେମେଡି ପ୍ରସ୍ତୁତ କରନ୍ତୁ । ଆପଣଙ୍କର ସ୍କିନ ସମସ୍ଯା ଯେତେ ପୁରୁଣା ହୋଇଥାଉ ଏହି ରେମେଡି ର ପ୍ରୟୋଗ କରି ଦେଖନ୍ତୁ ପ୍ରଥମ ଦିନରୁ ଏହାର ଫରକ ଦେଖିବାକୁ ମିଳିବ । ଏବେ ଏହି ୩ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଆପଣଙ୍କର ଯେଉଁ ଜାଗାରେ ସ୍କିନ ଇନଫେକସନ ହୋଇଛି ସେଠାରେ ଉଷୁମ ପାଣି ରେ ଭଲ ସଫା କରନ୍ତୁ ।

ତା ପରେ ପୋଛିବା ପରେ ସେହି ଜାଗାରେ ଲେମ୍ବୁ କୁ ଭଲ ଭାବେ ମାଲିସ କରନ୍ତୁ । ତାପରେ ଏହି ମିଶ୍ର କୁ ଆପଣଙ୍କର ସ୍କିନ ଇନଫେକସନ ଜାଗାରେ ଲଗାଇ ଦିଅନ୍ତୁ । ଯେତେବେଳେ ଆପଣଙ୍କୁ ସମୟ ମିଳିବ ଏହାର ଆପ୍ଳାଏ କରି ପାରିବେ । କିନ୍ତୁ ରାତିରେ ଏହାର ବ୍ୟବହାର କରିଲେ ଭଲ ହେବ । କେବଳ ଗୋଟେ ଦିନ ଏହାର ପ୍ରୟୋଗ କରିବା ଦ୍ଵାରା ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଦେଖିବେ ଆପଣଙ୍କର ସ୍କିନ ଜନିତ ସମସ୍ଯା ସଂପୂର୍ଣ୍ଣ ଠିକ ହୋଇଯିବ । ଏହା ଏକ ଆୟୁର୍ବେଦିକ ରେମେଡି ଅଟେ । ଏଥିରେ ଶରୀରରେ କିଛି ବି କ୍ଷତି ହେବ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *