ରାମାୟଣ ର କିଛି ପ୍ରଶ୍ନ ଓ ଉତ୍ତର: ଦଶରଥଙ୍କ କନ୍ୟାଙ୍କ ନାମ କଣ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ଆପଣ ମାନେ ରାମାୟଣ କଥା ବିଷୟରେ ନିଶ୍ଚୟ ଶୁଣି ଥିବେ । ରାମାୟଣ ରେ ପ୍ରତେକ ଚରିତ୍ର ସମସ୍ତଙ୍କୁ ବେଶ ମନ ମୁଗ୍ଧ କରିଥାଏ । ରାମାୟଣ ରେ ଭଗବାନ ରାମଚନ୍ଦ୍ର ଙ୍କର ରାଜା ହେବା ଠାରୁ ଆରମ୍ଭ କରି ବନବାସ ଯିବା ଯାଏଁ ସବୁ କଥା ବର୍ଣ୍ଣିତ ଅଛି । ରାଜା ଦଶରଥ କିପରି ନିଜର ରାଜ୍ୟ ସମ୍ଭାଳି ଥିଲେ ଆଉ ତା ପରେ ତାଙ୍କ ୩ ପୁତ୍ର ଙ୍କ ସହ କଣ କଣ ହୋଇଥିଲା ସେ ସବୁ କାହାଣୀ ରାମାୟଣ କୁ ନେଇ ରଚିତ ହୋଇଛି ।

ତେବେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ଙ୍କ ଯୋଡି ରାମାୟଣ ର ପ୍ରମୁଖ ଅଟେ । ଆଜି ଆମେ ଆପଣ ମାନଙ୍କୁ ରାମାୟଣ ସହ ଜଡିତ କିଛି ପ୍ରଶ୍ନ ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ହୁଏ ତ ଖୁବ ଲୋକ ଜାଣି ଥିବେ । ଏହି ସବୁ ସାଧାରଣ ଜ୍ଞାନ ଗୁଡିକ ପ୍ରତେକ ପାଠ ପଢୁ ଥିବା ପିଲା ମାନେ ଜାଣି ନେବା ଉଚିତ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସବୁ ପ୍ରଶ୍ନ ଓ ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- କିଏ ଗୋଟିଏ ଗୋଡ ରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?

ଉତ୍ତର- ବିଭୀଷଣ ।

୨- ସେହି ଭାଲୁ ଟିର ନାମ କଣ ଯାହାକୁ ବ୍ରମ୍ହା ନିଜ ପାଟି ମାଧ୍ୟମ ରେ ଜନ୍ମ କରିଥିଲେ ?

ଉତ୍ତର- ଯାମ୍ବବାନ ।

୩- କେଉଁ ଋଷି ରାମଚନ୍ଦ୍ର ଙ୍କୁ ବନବାସ ନ ପଠେଇବା ପାଇଁ ଚେଷ୍ଟା କରିଥିଲେ ?

ଉତ୍ତର- ଜାବାଳୀ ।

୪- ରାମାୟଣ କିଏ ରଚନା କରିଥିଲେ ?

ଉତ୍ତର- ମହର୍ଷି ବାଲ୍ମୀକି ।

୫- ଅଯୋଧ୍ୟା ନଗରି କିଏ ସ୍ଥାପନା କରିଥିଲେ ?

ଉତ୍ତର- ମନୁ ।

୬- ଦଶରଥ ପୂର୍ବ ଜନ୍ମରେ କେଉଁ ଋଷି ଥିଲେ ?

ଉତ୍ତର- କଶ୍ୟପ ଋଷି ।

୭- ମନ୍ଥରା କାହିଁକି ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର- ରାମଚନ୍ଦ୍ର ଙ୍କୁ ବନ କୁ ପଠେଇବା ପାଇଁ ।

୮- ଅଯୋଧ୍ୟା ନଗରି କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ସରଜୁ ନଦୀ କୁଳ ରେ ।

୯- ଦଶରଥ ଙ୍କର ଏକ ମାତ୍ର କନ୍ୟା ଙ୍କ ନାମ କଣ ଥିଲା ?

ଉତ୍ତର- ଶାନ୍ତା ।

୧୦- ଶ୍ରବଣ କୁମାର ଙ୍କୁ କିଏ ଶବ୍ଦ ଭେଦି ବାଣ ପ୍ରୟୋଗ କରିଥିଲେ ?

ଉତ୍ତର- ଦଶରଥ ।

୧୧- ଅନ୍ଧ ମୁନି ଦଶରଥ ଙ୍କୁ କେଉଁ ଅଭିଶାପ ଦେଇଥିଲେ ?

ଉତ୍ତର- ପୁତ୍ର ମୁଖ ନ ଦେଖି ମୃତ୍ୟୁବରଣ କରିବେ ।

୧୨- ଲକ୍ଷ୍ମଣ କାହାକୁ ବିବାହ କରିଥିଲେ ?

ଉତ୍ତର- ଊର୍ମିଳା ଙ୍କୁ ।

୧୩- ରାମଚନ୍ଦ୍ର କେଉଁ ବାର ରେ ଜନ୍ମ ଲାଭ କରିଥିଲେ ?

ଉତ୍ତର- ମଙ୍ଗଳବାର ରେ ।

୧୪- ଶ୍ରୀ କୃଷ୍ଣଙ୍କର ବାହନ ଗରୁଡ ଙ୍କର ପୁତ୍ର କିଏ ଥିଲେ ?

ଉତ୍ତର- ଜଟାୟୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି କିପରି ଲାଗିଲ ଆମକୁ ନିଶ୍ଚୟ କମେଣ୍ଟ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *