ଯଦି ବିବାହିତା ବ୍ୟକ୍ତି ସହ ପ୍ରେମ ହୋଇଯାଏ ତେବେ ଏହା ତୁରନ୍ତ କରନ୍ତୁ- Krishna Vani

ଦର୍ଶକ ବନ୍ଧୁ ପ୍ରେମ ତ ସମସ୍ତଙ୍କୁ ଜୀବନରେ ହୋଇଥାଏ । ପ୍ରେମ ରଙ୍ଗ, ରୂପ ଦେଖିକି ହୁଏ ନାହିଁ । ବସ ପ୍ରେମ ହୋଇଯାଏ । ପ୍ରେମ ଦେଖେ ନାହି ସମାନ ବାଲା ବିବାହିତା କି ନୁହେଁ । କେବେ କେବେ ଯାହା ନିଜ ହିସାବରେ ଠିକ ଲାଗିଥାଏ ତାହା ଦୁନିଆ ଆଗରେ ଭୁଲ ହୋଇଥାଏ । କିନ୍ତୁ ଅନେକ ସମୟରେ ବିବାହିତା ବ୍ୟକ୍ତିଙ୍କ ସହ ଯେବେ ପ୍ରେମ ହୋଇଯାଏ କିମ୍ବା ବିବାହିତା ବ୍ୟକ୍ତିଙ୍କୁ ଆଉ କାହା ସହ ପ୍ରେମ ହୋଇଯାଏ।

କିମ୍ବା ଆପଣ ଯଦି ବିବାହିତ ଆଉ ଆପଣଙ୍କୁ ଆଉ କାହା ସହ ପ୍ରେମ ହୋଇଯାଉଛି ତେବେ କଣ କରିବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଯଦି ଆପଣଙ୍କର ବିବାହ ହୋଇସାରିଛି ଆଉ ଆପଣ ନିଜ ସ୍ବାମୀଙ୍କ ସହ ଖୁସିରେ ନାହାନ୍ତି ହୋଇପାରେ ସେ ଆପଣଙ୍କୁ ପ୍ରେମ ଦେଉ ନାହାନ୍ତି କିମ୍ବା ସେହି ଘରେ ଶାନ୍ତି ମିଳୁ ନାହିଁ, ଆପଣଙ୍କ ସ୍ଵାମୀ ସାଥ ଦେଉ ନାହାନ୍ତି । ଆଉ ସେହି କ୍ଷେତ୍ରରେ ଆପଣଙ୍କୁ ସାହାରା ଦେଉଥିବା ବ୍ୟକ୍ତିଙ୍କ ସହ ପ୍ରେମ ହୋଇଯାଉଛି । ତେବେ ଏହି କ୍ଷେତ୍ରରେ ଆପଣ ବୈବାହିକ ଜୀବନରୁ ବାହାରି ଯାଆନ୍ତୁ । ଆଉ ତାପରେ ନିଜର ଦ୍ଵିତୀୟ ସମ୍ପର୍କ ବିଷୟରେ ଭାବିବା ଉଚିତ ।

୨- ଯଦି ଆପଣ ଦାମ୍ପତ୍ୟ ଜୀବନରେ ଖୁସିରେ ଅଛନ୍ତି, କିଛି ସମସ୍ଯା ନାହି ତଥାପି ଆପଣ ଆଉ କାହା ପ୍ରେମରେ ପଡି ଯାଉଛନ୍ତି । ଆପଣ ଚାହିଁକି ବି ନିଜକୁ ରୋକିପାରୁ ନାହାନ୍ତି ଆଉ ତାଙ୍କ ସହ ସମ୍ପର୍କରେ ଆସି ଯାଇଛନ୍ତି । ତେବ ଜାଣତରେ ବା ଅଜାଣତରେ ଆପଣ ବଡ ଭୁଲ କରୁଛନ୍ତି । ଆପଣ ନିଜକୁ ଧୋକା ଦେବା ସହ ନିଜ ସାଥୀଙ୍କୁ ବି ଧୋକା ଦେଉଛନ୍ତି ।

ଆପଣଙ୍କୁ ବୁଝିବାକୁ ପଡିବ କାହାକୁ ଧୋକା ଦେବାର ହକ ଆପଣଙ୍କର ନାହିଁ । ଏମିତି ଭୁଲ କରିଲେ ଆପଣଙ୍କ ଦାଂପତ୍ଯ ଜୀବନ ବରବାତ ହୋଇଯିବ । ଯଦି ଏଭଳି ଭୁଲ ଅବିବାହିତ ବ୍ୟକ୍ତି କରନ୍ତି ତାହା ଠିକ କିନ୍ତୁ ବିବାହିତ ବ୍ୟକ୍ତି କରିଲେ ଏହା ଭୁଲ ହୋଇଥାଏ । ଯଦି ଆପଣ ନିଜର ବୈବାହିକ ଜୀବନରେ ଖୁସି ଅଛନ୍ତି ତେବେ ଅନ୍ୟ ପ୍ରତି ଆକର୍ଷିତ ନ ହୋଇ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ।

୩- ଯଦି ଆପଣ ବିବାହିତା ବ୍ୟକ୍ତିଙ୍କୁ ପ୍ରେମ କରୁଛନ୍ତି ବା ନିଜେ ବିବାହିତା ହୋଇ ଆଉ କାହାକୁ ଭଲ ପାଉଛନ୍ତି ତେବେ ଆପଣଙ୍କୁ ଏଥିରୁ କଣ ମିଳିବ ? ଖାଲି ଟାଇମ ପାସ ମିଳିବ ଆଉ ସହଯୋଗ । ଏହି ସମ୍ପର୍କ କୁ ନେଇ ଆପଣ କେତେ ଆଗକୁ ଯିବେ ? ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ବିବାହିତା ହୋଇଥିଲେ ଯଦି ଆପଣଙ୍କୁ ଭଲ ପାଉଛନ୍ତି ତେବେ ନିଜ ଲାଇଫରେ ବା ପରିବାରରେ କେବେ ଜାଗା ଦେବେ ନାହିଁ ।

ସେ ଆପଣଙ୍କୁ ପିଲାଙ୍କୁ ବି ଗ୍ରହଣ କରିବେ ନାହିଁ । ଦିନେ ନା ଦିନେ ଆପଣଙ୍କର ନୂଆ ସମ୍ପର୍କ ସମାପ୍ତ ହେବ । ଯଦି ସମାନ ବାଲା ଆପଣଙ୍କୁ ନିଜର ପୂର୍ବ ସମ୍ପର୍କକୁ ନେଇ ଗ୍ରହଣ କରିବେ ତେବେ ଠିକ ଅଛି ନ ହେଲେ ଏମିତି କ୍ଷେତ୍ରରେ ଏହି ସମ୍ପର୍କ ଠାରୁ ଦୂରେଇ ଯିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *