ବିବାହିତ ମହିଳା ମାନେ ଭୁଲ୍ ରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡି ସ୍ବାମୀ ଉପରେ ଆସିପାରେ ମହାବିପଦ

ବନ୍ଧୁଗଣ ପ୍ରତେକ ନାରୀ ଙ୍କର ଆଭୁଷଣ ହୋଇଥାଏ ତାଙ୍କ ହାତର ଚୁଡି । ବିବାହିତା ମହିଳା ମାନଙ୍କର ଚୁଡି ପିନ୍ଧିବା ପଛରେ କିଛି ନା କିଛି ରହସ୍ୟ ରହିଥାଏ ଯାହା ଖୁବ କମ ଲୋକ ଜାଣିଥାନ୍ତି । ବିବାହିତା ମହିଳାଙ୍କର ହାତରେ ଚୁଡି ପିନ୍ଧିବା ସୌଭାଗ୍ୟର ପ୍ରତୀକ ହୋଇଥାଏ । ଏହା ବିବାହ ର ପ୍ରତୀକ ହୋଇଥାଏ । ବିଭିନ୍ନ ପର୍ବ ପର୍ବାଣି ରେ ମହିଳା ମାନଙ୍କର ଚୁଡି ବଦଳାଇବାର ପରମ୍ପରା ମଧ୍ୟ ରହିଛି । ଚୁଡି କୁ ନେଇ ଅନେକ ପ୍ରକାରର ପ୍ରଶ୍ନ କରା ଯାଇଥାଏ । ଆଜି ଆମେ ଜାଣିବା ବିବାହିତା ମହିଳା ମାନେ କେଉଁ ରଙ୍ଗର ଚିଡି ପିନ୍ଧିବା ଉଚିତ ଓ ଅନୁଚିତ ହୋଇଥାଏ ।

ବିବାହିତା ମହିଳା ମାନେ ନାଲି ରଙ୍ଗର ଚୁଡି ପିନ୍ଧିବା ଉଚିତ ହୋଇଥାଏ । କାରଣ ନାଲି ରଙ୍ଗ ହେଉଛି ଲଭ ର ପ୍ରତୀକ । ନାଳୟ ରଙ୍ଗର ଚୁଡି ନାରୀ ମାନେ ପିନ୍ଧିଲେ ସ୍ଵାମୀ ମାନେ ଜଲ୍ଦି ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ନାଲି ରଙ୍ଗ ଶୁଭର ପ୍ରତୀକ ହୋଇଥାଏ । ନାଲି ରଙ୍ଗର ଚୁଡି ରେ ଡିଜାଇନ ଥିଲେ ମହିଳା ମାନଙ୍କ ସୌନ୍ଦର୍ଜ୍ୟ ରେ ବୃଦ୍ଧି ହୋଇଥାଏ । ପୁରୁଷ ମାନଙ୍କୁ ନାଲି ରଙ୍ଗର ଚୁଡି ବହୁତ ପସନ୍ଦ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଚୁଡି କୁ ମଙ୍ଗଳବାର ଓ ଶନିବାର ଦିନ କିଣିବା ଉଚିତ ନୁହେଁ । ଓ ପିନ୍ଧିବା ମଧ୍ୟ ଉଚିତ ନୁହେଁ । ପ୍ରତେକ ବିବାହିତ ନାରୀ ଙ୍କୁ ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀ ଙ୍କ ପାଖରେ ପୂଜା କରି ପିନ୍ଧିବା ଉଚିତ । ଏମିତି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ । ନୂଆ ଚୁଡି ପିନ୍ଧିବା ପୂର୍ବରୁ ଘରର ଗୁରୁଜନ ମାନଙ୍କର ଆଶୀର୍ବାଦ ନେବା ଉଚିତ । ଏମିତି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ଖୁସି ରେ କଟିଥାଏ ।

ମହିଳା ମାନେ ଧଳା ରଙ୍ଗର ଚୁଡି ପିନ୍ଧିବା ଭଲ ନୁହେଁ । ଏମିତି କରିବା ଦ୍ଵାରା ସ୍ଵାମୀ ଙ୍କର ଆୟୁଷ କମ ହୁଏ । ବିବାହିତା ମହିଳା ଙ୍କୁ ଭାଙ୍ଗି ଥିବା ବ ଫାଟି ଥିବା ଚୁଡି ପିନ୍ଧିବା ଉଚିତ ନୁହେଁ । ଏମିତି କି ବିବାହିତା ମହିଳା ମାନେ କଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ । ବିବାହିତା ନାରୀ ଙ୍କର ହାତ କେବେ ବି ଖାଲି ରହିବା ଉଚିତ ନୁହେଁ । ହାତ ରେ ଗୋଟେ କି ଦୁଇ ଟି ଚୁଡି ରହିବା ଆବଶ୍ୟକ ।

ଚୁଡି ପିନ୍ଧିବା ସମୟରେ ସବୁ ଚୁଡି ବାହାର କରିବାକୁ ପଡିଲେ ପଣତ କାନି ହାତ ରେ ବାନ୍ଧି ବାହାର କରିବା ଉଚିତ । କେବେ ବି ଖାଲି ହାତ କରି ଚୁଡି ବଦଳାଇବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ଙ୍କ ଉପରେ ବିପଦ ଆସିଥାଏ । ତେବେ ଏହା ଥିଲା ଚୁଡି ସହ ଜଡିତ କିଛି ଖାସ କଥା ଯାହାକୁ ବିବାହିତା ନାରୀ ମାନେ ଜାଣିବା ନିହାତି ଜରୁରୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗ୍ତିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *