ବୃଷ ରାଶି ଆଜି ହିଁ ଛାଡି ଦିଅନ୍ତୁ, ଏହି ଏକ କାମ ନଚେତ ଜୀବନ ହୋଇଯିବ ବରବାତ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଗୁପ୍ତ କଥା କହିବାକୁ ଯାଉଛୁ । ବୃଷ ରାଶିର ବ୍ୟକ୍ତି ପରୋପକାରୀ, ସାହସୀ, ବଳବାନ, ତେଜବନ୍ତ ହୋଇଥାନ୍ତି । ଆହାର ଓ ନିଦ୍ରାକୁ ପସନ୍ଦ କରନ୍ତି । ଏମାନେ ଶତ୍ରୁ ବିରୋଧୀ ଅଟନ୍ତି । ଶତ୍ରୁହାରୀ ଅଟନ୍ତି । ସମାଜରେ ଜଲ୍ଦି ଆଦରତା ହୋଇଥାନ୍ତି । ଏମାନେ ଦର୍ଶନୀୟ ସ୍ଥାନ ବା ଛୋଟ ପିଲାକ ସହ ଖେଳିଲେ ଅସାନ୍ତି ଦୂର ହୋଇଥାଏ ।

ମନ ଖରାପ ସମୟରେ ଆଗଭର ହୋଇ କିଛି କାର୍ଯ୍ୟ କରନ୍ତି ନାହିଁ । କାମାତୁର ଭାବ ଅଧିକ ଦେଖାଯାଏ । କୌଣସି କ୍ଷେତ୍ରରେ ସଫଳ ହେବାକୁ ଚାହୁଁ ଥିଲେ ଆପଣଙ୍କର ସବୁଠୁ ବଡ ଦୂର୍ଗୁଣ ହେଉଛି ଆଳସ୍ୟ । ଉଚ୍ଚ ଗୁଣ ସମ୍ପନ୍ନ ହେଲେ ବି ସଫଳତା ଡେରି ରେ ଆସିଥାଏ । ଆପଣ କୁବୁଦ୍ଧି ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ । ପରିବାର ଠାରୁ ଶାନ୍ତି ପାଆନ୍ତି ।

କିନ୍ତୁ ଆପଣ ବଦ୍ରାଗୀ ପରିହାର କରନ୍ତୁ । କାହାକୁ ଅଧିକ ବିଶ୍ଵାସ କରନ୍ତୁନି । ଆପଣ ଲଭ ଲାଇଫ କ୍ଷେତ୍ରରେ ଆଭିଜାତ୍ୟ ପ୍ରତି ଦ୍ରୁଷ୍ଟି ଦିଅନ୍ତି ନାହିଁ । ଅନେକ ସମୟରେ ଦେଖାଯାଏ ଆପଣ ନିଚ୍ଚ ଜାତିର ବ୍ୟକ୍ତିଙ୍କୁ ମନ ଦେଇ ବସନ୍ତି । ସେଥିପାଇଁ ସମାଜ ଓ ପରିବାରରେ ଲଜ୍ଜିତ ହୁଅନ୍ତି । ଜୀବନରେ ପ୍ରଥମ ପ୍ରେମକୁ ଚିର ଦିନ ପାଇଁ ମନେ ରଖନ୍ତି ।

ଲଭ ଲାଇଫ କ୍ଷେତ୍ରରେ ବିଶ୍ଵସନୀୟ ହୋଇଥାନ୍ତି । ଆପଣଙ୍କର ଭାଦ୍ର ବ୍ୟବହାର,ଶାଳୀନତା କାରଣରୁ ଜୀବନ ସାଥିଙ୍କ ସହ ଭଲ ସମ୍ପର୍କ ରହିଥାଏ । ଜୀବନ ସାଥୀଙ୍କୁ ଭଲ ପାଇବା ଦେଇଥାନ୍ତି । ସିଂହ, କୁମ୍ଭ ରାଶିର ଜାତକଙ୍କ ସହ ବିବାହ କରିଲେ ପାରିବାରିକ ଜୀବନ ସଫଳ ହୋଇଥାଏ । ଆପଣଙ୍କର କନ୍ୟା ସଂଖ୍ୟା ଅଧିକ ଥାଏ । ପୁତ୍ର ସନ୍ତାନର ଯୋଗ ଥାଏ ।

ବନ୍ଧୁ ମାନଙ୍କର ଆଦର୍ଶ ଉପରେ ଦ୍ରୁଷ୍ଟି ଦିଅନ୍ତି । ବନ୍ଧୁଙ୍କ ଉପରେ ବିଶ୍ଵାସ ନ ଆସିବା ଯାଏଁ ବିଶ୍ଵାସ କରନ୍ତିନି । ଥରେ ଯାହାକୁ ବନ୍ଧୁ ଭାବେ ଗ୍ରହଣ କରନ୍ତି ତାହା ସହ ସମ୍ପର୍କ କାଟନ୍ତି ନାହିଁ । ଯାହା ସହ ଆପଣଙ୍କର ଶତ୍ରୁତା ଅଛି ତାହାକୁ ହେୟଜ୍ଞାନ କରନ୍ତିନି । ଆପଣ ଧନ, ମାନ, ସୁନାମ ପାଇଁ କଠିନ ପରିଶ୍ରମ କରିବାକୁ ଚେଷ୍ଟା କରନ୍ତି । ନିଜର ଚିନ୍ତାଧାରା ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇଥାଏ ।

ଗୃହ ନିର୍ମାଣରେ ନିପୁଣ, ଯାନ୍ତ୍ରିକ ବିଦ୍ୟା, ଶିକ୍ଷକ, ପ୍ରଚାରକ, ସାହିତ୍ୟ, ହିସାବ ରକ୍ଷକ, ଭ୍ୟାନ ପରିଚାଳକ ପାଇଁ ଆପଣ ପ୍ରଶସ୍ତ ଅଟେ । ଯେଉଁ ବି କ୍ଷେତ୍ରରେ କାମ କରନ୍ତି ସେଥିରେ ଅଲଗା ପରିଚୟ ସୃଷ୍ଟି କରନ୍ତି । ଆପଣଙ୍କର ଯୁବକ ଓ ବୃଦ୍ଧ ଅବସ୍ଥାରେ ଧନ ରୋଜଗାର କରନ୍ତି । ମଧ୍ୟ ଅବସ୍ଥାରେ ଅର୍ଥ ବିନିମୟ ହୁଏ ।

କର୍ମ କରିଲେ ଅଧିକ ଟଙ୍କା ରୋଜଗାର କରନ୍ତି । କର୍ମକୁ ଆପଣ ପ୍ରାଧାନ୍ଯ ଅଟନ୍ତି । ଦେବ ଦର୍ଶନ କୁ ଆଦର ସହକାରେ ଗ୍ରହଣ କରନ୍ତି । ପଶୁଙ୍କୁ ଖାଇବାକୁ ଦେଲେ ଗ୍ରହ ଋଷ୍ଟ ଖଣ୍ଡନ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *