କୁମ୍ଭ ରାଶିର ବ୍ୟକ୍ତି ଏହି 1 କାମ ଜୀବନ ବର୍ବାଦ ହୋଇଯିବ, ଆଜି ଛାଡି ଦିଅନ୍ତୁ ଏହି ସବୁ କାମ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କର ଦୁର୍ବଳତା, କେଉଁ କ୍ଷେତ୍ରରେ ସଫଳତା ପାଆନ୍ତି ଇତ୍ୟାଦି କହିବାକୁ ଯାଉଛି । ଏହି ରାଶିର ଜାତକ ସବୁଠୁ ଅଲଗା ଓ ବିଶେଷ ହୋଇଥାନ୍ତି । କୁମ୍ଭ ରାଶିର ସବୁ କିଛି ହିଁ ବିଶେଷ ହୋଇଥାଏ । ସବୁ କ୍ଷେତ୍ରରେ ସଫଳତା ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କର ସବୁ କିଛି ବିଶେଷ ହୋଇଥାଏ । କର୍ମ ସହ ଯୋଡି ହୋଇ ରହିଥିଲେ ଦୁଇଟି କଥା ଜାଣି ରଖନ୍ତୁ ।

ଶନିଦେବ ଏମାନଙ୍କର ନେତୃତ୍ଵ ନେଇଥାନ୍ତି । ଏମାନଙ୍କର ସଂପୂର୍ଣ୍ଣ ଜୀବନର କଣ୍ଟ୍ରୋଲ ଯାହା ରହିଥାଏ ତାହା ଶନିଦେବ ନିୟନ୍ତ୍ରଣ କରିଥାନ୍ତି । ଶନିଦେବଙ୍କ କୃପା ଉପରେ କୁମ୍ଭ ରାଶିର ଜୀବନ ନିର୍ଭର କରିଥାଏ । ଏପରି ତ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି କାରଣ ଶନିଦେବଙ୍କର ରାଶି ଅଟନ୍ତି । ଅଧିକ କର୍ମ ପ୍ରଧାନ ହୋଇଥାନ୍ତି । କେବେ କେବେ ଅବହେଳା କରିଥାନ୍ତି ।

ଏହି କାରଣରୁ ଭଲ ଭଲ ସୁଯୋଗ ହାତରୁ ଛାଡି ଦିଅନ୍ତି । ଯଦି ଏବେ ବୁଝିବେ ନାହିଁ ତେବେ ଜାଣିପାରିବେ କଣ କରିବେ । ଆପଣ ଜାଣି ରଖନ୍ତୁ ଧନ ପ୍ରତି କେବେ ବି କେୟାର କରନ୍ତିନି । ଯଦି କାମ ଚାଲିଯାଏ ତେବେ ସେଭିଙ୍ଗର ଚିନ୍ତା କରନ୍ତିନି । ଏହା ଆପଣଙ୍କର ରାଶିଗତ ସ୍ଵଭାବ ଅଟେ କିନ୍ତୁ ଏହାକୁ ଚେଞ୍ଜ କରି ହେବ । ଧନ ସଞ୍ଚୟ କରିବାକୁ ହେବ ।

କେବେ କେବେ କୌଣସି ନିଶା ଦ୍ରବ୍ଯର ଶିକାର ହୁଅନ୍ତି । ସବୁ କୁମ୍ଭ ରାଶିର ବ୍ୟକ୍ତି ଏପରି ହୋଇ ନ ଥାନ୍ତି । ଏମାନଙ୍କ ପାଖରେ ଭଲ ବନ୍ଧୁ କି ସାଥି ନ ଥାନ୍ତି । ଏମାନେ ନିଜ ଲୋକଙ୍କ ଦ୍ଵାରା ଠକାମିର ଶିକାର ହୁଅନ୍ତି । ଏହି କ୍ଷେତ୍ରରେ ନିଜ ଉପରେ ଭରସା ରଖନ୍ତୁ ଓ ଆଗକୁ ବଢନ୍ତୁ । ଏହାର କାରଣ କୁଣ୍ଡଳୀରେ ଥିବା ଶୁକ୍ର । ଦୁର୍ବଳତା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଶୁକ୍ର ଙ୍କୁ ପ୍ରସନ୍ନ କରନ୍ତୁ ।

ଏଥିପାଇଁ ସକାଳୁ ଉଠି ସ୍ନାନ କରି କେସର ର ତିଳକ ଲଗାନ୍ତୁ । ଆପଣ ନିଜେ ଏହା ପରୀକ୍ଷା କରି ଦେଖନ୍ତୁ । କିନ୍ତୁ ଏହାକୁ ବନ୍ଦ କରିବେନି । ଯଦି ସମ୍ଭବ ହୁଏ ଗୁରୁବାର ଦିନ ହଳଦିଆ ଜିନିଷ ଯଥା ହଳଦିଆ ବସ୍ତ୍ର, ବୁଟ ଡାଲି ଇତ୍ୟାଦି ଦାନ କରନ୍ତୁ । କିଛି ସପ୍ତାହ ଏପରି କରିଲେ ଶୁଭ ଫଳ ମିଳିବ । ଯଦି ରୁଣ ର ବୋଝ ତଳେ ଅଛନ୍ତି ତେବେ ଏହି ଉପାୟ ଟି ଆପଣଙ୍କ ପାଇଁ ଲାଭଦାୟକ ହେବ ।

କର୍ମ ପ୍ରଧାନ ରୁହନ୍ତୁ । ସୋମବାର ଦିନ ଶିବଲିଙ୍ଗ ଉପରେ ଗଙ୍ଗା ଜଳ ଅର୍ପଣ କରନ୍ତୁ । ଏହା ସହ ଧଳା ରୁମାଲ, ଅକ୍ଷତ ନିଅନ୍ତୁ । ଚାଉଳ କୁ ରୁମାଲ ରେ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ । ଏହା ଦ୍ଵାରା ପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ଏମାନେ ନିଜ ଦ୍ଵାରା ଠକାମିର ପଡିଥାନ୍ତି । ଏହି ରାଶିର ଜାତକ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ତୀବ୍ର ରହିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *