ଯେତେ ପୁରୁଣା ଗ୍ୟାସ୍ ବ ଏସିଡିଟି ହୋଇଥାଉ ନା କାହିଁକି କେବଳ ୨ ମିନିଟ୍ ରେ ପବନ ଭଳି ବାହାରିଜିବ |

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବୁ ଯାହା ଦ୍ଵାରା ଭୟଙ୍କର ରୁ ଭୟଙ୍କର ଗ୍ଯାସ ସଂପୂର୍ଣ୍ଣ ରୂପେ ଭଲ ହୋଇଯିବ । ଏହା ଏକ ନ୍ଯାଚୁରାଲ ରେମେଡି ଅଟେ । ଯାହାର ସେବନ କରି ଆପଣ ଗ୍ଯାସ ସମସ୍ଯା ସଙ୍ଗେ ସଙ୍ଗେ ଦୂର କରି ପାରିବେ । ଘରେ ମିଳୁଥିବା କିଛି ଜିନିଷ ସହାୟତା ରେ ଆପଣ ଏହି ରେମେଡି ତିଆରି କରି ପାରିବେ । ତେବେ ଆସନ୍ତୁ ଜାଣିବା ଏସିଡିଟି ଦୂର କରିବା ପାଇଁ ଏହି ଡ୍ରିଂକ୍ସ କେମିତି ବନାଇବେ ଓ ଏହାର ସେବନ କିପରି କରିବେ ।

ଗ୍ଯାସ ସମସ୍ଯା କୁ ଦୂର କରିବା ପାଇଁ ସହଜ ଉପାୟ ଟି ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନେଇ ଗରମ କରନ୍ତୁ । ଏହା ପରେ ଏକ ଚାମଚ ଜୀରା ପାଣିରେ ପକାନ୍ତୁ ଯାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ଶରୀରରୁ ଅନେକ ପ୍ରକାରର ସମସ୍ଯା ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ ।

ଗ୍ଯାସ ସମସ୍ଯା ଦୂର କରିବା ପାଇଁ ଜୀରା ର ପ୍ରୟୋଗ ନିହାତି କରନ୍ତି । ଏବେ ଏହି ପାଣି କୁ 2ରୁ 3 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି ଜୀରା ର ସବୁ ପୋଷାକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । ପାଣି ଭଲ ଭାବେ ଫୁଟିବା ପରେ ଏହାକୁ ଛାଣି ନିଅନ୍ତୁ । ପାଣି ଅଳ୍ପ ଉଷୁମ ଥିବା ସମୟରେ ଏହି ଡ୍ରିଂକ୍ସ ର ସେବନ କରନ୍ତୁ ।

ବଞ୍ଚି ଯାଇଥିବା ଜୀରା କୁ ଆଉ ଥରେ ଡ୍ରିଂକ୍ସ ବନାଇବାରେ ବ୍ୟବହାର କରି ପାରିବେ ନ ହେଲେ ଖାଦ୍ୟ ବ୍ୟବହାର ରେ କରି ପାରିବେ । ଏହିପରି ଭାବେ ଜୀରା ପାଣି ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଦ୍ଵିତୀୟ ସାମଗ୍ରୀ ହେଉଛି ଫାଳେ ଲେମ୍ବୁ । ଶେଷ ସାମଗ୍ରୀ ହେଉଛି କଳା ଲୁଣ । ଯଦି କଳା ଲୁଣ ନାହିଣ ତେବେ ସେନ୍ଧା ଲୁଣ ମିଶାଇ ପାରିବେ ।

ବିଟ ଲୁଣ ହେଉ ନା ସେନ୍ଧା ନାମକ ହେଉଛୁ ଏସିଡିଟି ସମସ୍ଯା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏବେ ଆପଣଙ୍କର ଡ୍ରିଂକ୍ସ ତିଆରି ହୋଇଗଲା । ଏହା ବହୁତ ଚମତ୍କାରୀ ଓ ସଂପୂର୍ଣ୍ଣ ପ୍ରାକୃତିକ ଉପାୟ ଅଟେ । ଯେବେ ବି ଗ୍ଯାସ ସମସ୍ଯା ହେଉଛି ତେବେ ଏହି ଡ୍ରିଂକ୍ସ ର ସେବନ କରନ୍ତୁ ।

ଯଦି ଗ୍ଯାସ ସମସ୍ଯା ଅଧିକ ଦିନରୁ ହେଉଛି ତେବେ ଦିନକୁ 3 ଥର ଏହାର ସେବନ କରନ୍ତୁ । ସକାଳୁ ଖାଲି ପେଟରେ, ଦ୍ଵିପହର ରେ ଖାଇବା ପରେ ଓ ରାତି ରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ । ଦେଖିବେ ଖାଦ୍ୟ ଠିକ ଭାବେ ହଜମ ହେବ । ବହୁତ ଦିନରୁ ଲାଗିଥିବା ଗ୍ଯାସ ସମସ୍ଯା ରୁ ତୁରନ୍ତ ରିହାତି ମିଳିବ । ତୁରନ୍ତ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ । ଏସିଡିଟି ବା ଗ୍ଯାସ ହୋଇଥିଲେ ନିହାତି ଏହାକୁ ବନାଇ ସେବନ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *