ସ୍ୱପ୍ନରେ ବିଭିନ୍ନ ଦେବା ଦେବୀ ଙ୍କୁ ଦେଖିବାର ଭୟଙ୍କର ଅର୍ଥ, ଏହି ସବୁ ସ୍ଵପ୍ନ କେଉଁ କେଉଁ ସଂକେତ ଦେଇଥାଏ ?

ବନ୍ଧୁଗଣ ପ୍ରାୟ ସବୁ ଲୋକଙ୍କୁଇ ସ୍ଵପ୍ନ ଆସିଥାଏ । କାହାକୁ କମ ତ ଆଉ କାହାକୁ ଅଧିକ ଆସିଥାଏ । କିଛି ଲୋକଙ୍କୁ ଲଗାତାର ସ୍ଵପ୍ନ ଦେଖାଯାଏ । 3 ପ୍ରକାରର ଲୋକଙ୍କୁ ସ୍ଵପ୍ନ ଅଧିକ ଆସିଥାଏ । ଯଥା ଯିଏ ଆହୁତ ରୋଗରେ ପଡିଥାଏ, ହାତରେ ରେଖା ଅଙ୍କା ବଙ୍କା ହୋଇଥାଏ, ଯିଏ ଅଧିକ ଭବିଥାଏ । ଯଦି ଆପଣ ଭଗବାନ ବା ଦେବିଦେବତା ଙ୍କୁ ସ୍ଵପ୍ନ ରେ ଦେଖୁଛନ୍ତି ତେବେ ଏହାର କିଛି ନା କିଛି ଅର୍ଥ ରହିଥାଏ ।

ଏହି ସ୍ଵପ୍ନ ସେତେବେଳେ ଆସିଥାଏ ଯେବେ ଧାର୍ମିକ ପ୍ରବୃତ୍ତିର ବା ଭକ୍ତି ରେ ରହିଥାନ୍ତି । ଆସନ୍ତୁ ଜାଣିବା ଭଗବାନଙ୍କୁ ସ୍ଵପ୍ନରେ ଦେଖିବାର ନ ଅର୍ଥ ହୋଇଥାଏ ।  ୧- ଯଦି ଭଗବାନ ବିଶୁଣୁ ଙ୍କୁ ସ୍ଵପ୍ନରେ ଦେଖୁଛନ୍ତି ତେବେ ଭାଗ୍ୟ ଉଦୟ ହେବାର ଅଛି । ଜୀବନରୁ ସବୁ କଷ୍ଟ ଦୂର ହେବାକୁ ଆଉଛି । ଏହାର ଅନ୍ୟ ଏକ ଅର୍ଥ ସୁଖ ଓ ସମୃଦ୍ଧିର ସଂକେତ ହୋଇଥାଏ ।

୨- ଧନର ଦେବୀ ମା ଲକ୍ଷ୍ମୀଙ୍କୁ ସ୍ଵପ୍ନରେ ଦେଖିଲେ ବହୁତ ଶୁଭ ମାନାଯାଏ । ଏହା ପ୍ରତିଷ୍ଠା, ଧନଧାନ୍ୟ ଓ ସମୃଦ୍ଧିର ପ୍ରତୀକ ଅଟେ । ଏହାର ଅନ୍ୟ ଏକ ଅର୍ଥ ବ୍ୟବସାୟରେ ଲାଭ ହେବାକୁ ଯାଉଛି ।

୩- ଭଗବାନ ଶ୍ରୀରାମଙ୍କୁ ସ୍ଵପ୍ନ ରେ ଦେଖିବା ଭବିଷ୍ୟତରେ ଜଲ୍ଦି ହିଁ ମିଳିବାକୁ ଥିବା ବଡ ସଫଳତା ର ସଂକେତ ଅଟେ ।

୪- ଯଦି କୌଣସି ବ୍ୟକ୍ତି ସ୍ଵପ୍ନ ରେ ମା ସୀତା ଙ୍କୁ ଦେଖନ୍ତି ଏହାର ଅର୍ଥ ଯେଉଁ କାମ ପାଇଁ ଲମ୍ବା ସମୟ ଧରି ସଂଘର୍ଷ କରୁଥିଲେ ସେଥିରେ ସଫଳତା ପ୍ରାପ୍ତ ହେବାର ଅଛି ।

୫- ଭଗବାନ କୃଷ୍ଣ ଙ୍କୁ ସ୍ଵପ୍ନ ରେ ଦେଖିବାର ଅର୍ଥ ହେଲା କି ଆପଣଙ୍କର ପ୍ରେମ ସମ୍ପର୍କ ସଫଳତା ଆଡକୁ ଅଗ୍ରସର ହେବାକୁ ଯାଉଛି ।

୬- ଯଦି କୌଣସି ବ୍ୟକ୍ତି ଦେବୀ ରାଧା ଙ୍କୁ ସ୍ଵପ୍ନ ରେ ଦେଖିଥାନ୍ତି ଏବେ ଏହା ସଙ୍କେ୩ତ ଦେଇଥାଏ କି ଆପଣଙ୍କ ଜୀବନରେ ଆନନ୍ଦର ଆଗମନ ହେବାକୁ ଯାଉଛି ।

୭- ଯଦି ଆପଣଙ୍କ ସ୍ଵପ୍ନ ରେ ଭଗବାନ ଶିବ ଆସୁଛନ୍ତି ତେବେ ଭକ୍ତି ମାର୍ଗ ରେ ଆପଣ ଉନ୍ନତି କରୁଛନ୍ତି । ଏହା ସହ ଭଗବାନ ଶିବ ଙ୍କୁ ସ୍ଵପ୍ନ ରେ ଦେଖିବା ଜୀବନରେ ପାପ, ବିପଦର ନାସ ହେବାର ସଂକେତ ହୋଇଥାଏ ।

୮- ଭଗବାନ ହନୁମାନ ଙ୍କୁ ସ୍ଵପ୍ନ ରେ ଦେଖୁଥିଲେ ବୁଝି ନିଅନ୍ତୁ ଭୟ ଉପରେ ବିଜୟ ପ୍ରାପ୍ତ କରିବା । ଏହା ସହ ଶତ୍ରୁ ନାଶର ସୂଚକ ଅଟେ ।

୯- ଦେବୀ ଦୂର୍ଗାଙ୍କୁ ସ୍ଵପ୍ନରେ ଦେଖୁଥିଲେ ଶକ୍ତିର ପ୍ରତୀକ ଅଟେ । ଏହି ସ୍ଵପ୍ନ ରୋଗର ବିନାଶର ସଂକେତ ହୋଇଥାଏ ।

୧୦- ଭଗବାନ ବ୍ରହ୍ମାଙ୍କୁ ସ୍ଵପ୍ନରେ ଦେଖୁଥିଲେ ଜୀବନରେ ପ୍ରସନ୍ନତାର ଆଗମନ ହେବାକୁ ଆଉଛି ।

୧୧- ଭଗବାନ ଗଣେଶ ସ୍ଵପ୍ନରେ ଆସିବାର ଅର୍ଥ ଜୀବନରେ ଅଟକିଥିବା କାମ ଜଲ୍ଦି ପୂରଣ ହେବ ।

୧୨- ମା ସରସ୍ବତୀଙ୍କୁ ସ୍ଵପ୍ନରେ ଦେଖିବାର ଅର୍ଥ ଶିକ୍ଷା କ୍ଷେତ୍ରରେ ଜଲ୍ଦି ସଫଳତା ପାଇବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *