GK- ଗୋଟେ ରୁମରେ ୨ ଜଣ ମା, ୨ ଜଣ ଝିଅ ଓ ଜଣେ ଆଈ ଅଛନ୍ତି ତେବେ କୁହ ରୁମରେ ସମୁଦାୟ କେତେ ଜଣ ଲୋକ ଅଛନ୍ତି ?

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- ଏମିତି କିଏ ଅଛି ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଯାଇଥାଏ ?

ଉତ୍ତର- ବସ କଣ୍ଡକ୍ଟର ।

୨- ଅଣ ଆପଣ କହିପାରିବେ କି ଏମିତି କିଏ ଯାହାର ୪ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରେ ନାହିଁ ?

ଉତ୍ତର- ଟେବଲ ।

୩- ଏମିତି କଣ ଅଛି ଯାହା ଉପରୁ ତଳକୁ ଥାଏ କିନ୍ତୁ ହli ନ ଥାଏ ?

ଉତ୍ତର- ତାପମାତ୍ରା ।

୪- ଏମିତି କିଏ ସେ ଯିଏ ନାକ ଧରିକି ଚଢିଥାଏ ଓ ନାକ ଧରିକି ଓଲହାଇଥାଏ ?

ଉତାର- ଚଷମା ।

୫- ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର- ୫ଟି ।

୬- ଏମିତି କିଏ ଅଛି ଯିଏ ହୃଦୟରେ ଅଛି ମନରେ ଅଛି କିନ୍ତୁ ଧଡକେ ନାହିଁ ?

ଉତ୍ତର- ଆମିର ଖାନ ।

୭- ଅନ୍ତରିକ୍ଷ ରେ ପହଞ୍ଚିଥିବା ବିଶ୍ଵ ର ପ୍ରଥମ ବ୍ୟକ୍ତି କିଏ ?

ଉତ୍ତର- ମେଜର ୟୁରୀ ଗାଗାରିନ ।

୮- ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ସିଗନାଲ ନାହିଁ ?

ଉତ୍ତର- ଭୁଟାନ ।

୯- କଣ ଆପଣ ଜାଣିଛନ୍ତି କି କେଉଁ ଜୀବ ର ଜିଭ କଳା ?

ଉତ୍ତର- ଜିରାଫ ।

୧୦- ଭାରତ ବ୍ଯତୀତ କେଉଁ ଦେଶରେ ୧୫ ଅଗଷ୍ଟ ରେ ସ୍ଵତନ୍ତ୍ରତା ଦିବସ ପାଳନ କରାଯାଏ ?

ଉତ୍ତର- ଦକ୍ଷିଣ କୋରିୟା ।

୧୧- କଣ କହିପାରିବେ କି କେଉଁ ଦେଶରେ ଗୋଟେ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବୀ ।

୧୨- କେଉଁ ଜାଗାରେ ସୂର୍ଯ୍ୟ ହଳଦିଆ ଦେଖାଯାଏ ?

ଉତ୍ତର- ଆଣ୍ଟାର୍ଟିକା ।

୧୩- ଦୁନିଆରେ ସବୁଠୁ ଶସ୍ତା ସୁନା କେଉଁ ଠାରେ ମିଳିଥାଏ ?

ଉତ୍ତର- ଦୁବାଇ ଓ ଲଣ୍ଡନ ।

୧୪- କେଉଁ ଭିଟାମିନ ଅଭାବରୁ କେଶ ଧଳା ହୋଇଯାଏ ?

ଉତ୍ତର- ଭିଟାମିନ-ବି୩ ।

୧୫- କଣ ଆପଣ ଜଣାଇଛନ୍ତି କି କ୍ଷୀର କେଉଁ କାରଣରୁ ଫାଟିଯାଏ ?

ଉତ୍ତର- ଜୀବାଣୁ ।

୧୬- ସ୍ତ୍ରୀ କେତେ ଥର ପିଲା ଜନ୍ମ କରିଥାଏ ?

ଉତ୍ତର- ୪୦ଟି ।

୧୭- ଗୋଟେ ରୁମରେ ୨ ଜଣ ମା, ୨ ଜଣ ଝିଅ ଓ ଜଣେ ଆଈ ଅଛନ୍ତି ତେବେ କୁହ ରୁମରେ ସମୁଦାୟ କେତେ ଜଣ ଲୋକ ଅଛନ୍ତି ?

ଉତ୍ତର- ୩ ଜଣ ମା, ଝିଅ ଓ ଆଈ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *