ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।
୧- ଏମିତି କିଏ ଅଛି ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଯାଇଥାଏ ?
ଉତ୍ତର- ବସ କଣ୍ଡକ୍ଟର ।
୨- ଅଣ ଆପଣ କହିପାରିବେ କି ଏମିତି କିଏ ଯାହାର ୪ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରେ ନାହିଁ ?
ଉତ୍ତର- ଟେବଲ ।
୩- ଏମିତି କଣ ଅଛି ଯାହା ଉପରୁ ତଳକୁ ଥାଏ କିନ୍ତୁ ହli ନ ଥାଏ ?
ଉତ୍ତର- ତାପମାତ୍ରା ।
୪- ଏମିତି କିଏ ସେ ଯିଏ ନାକ ଧରିକି ଚଢିଥାଏ ଓ ନାକ ଧରିକି ଓଲହାଇଥାଏ ?
ଉତାର- ଚଷମା ।
୫- ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?
ଉତ୍ତର- ୫ଟି ।
୬- ଏମିତି କିଏ ଅଛି ଯିଏ ହୃଦୟରେ ଅଛି ମନରେ ଅଛି କିନ୍ତୁ ଧଡକେ ନାହିଁ ?
ଉତ୍ତର- ଆମିର ଖାନ ।
୭- ଅନ୍ତରିକ୍ଷ ରେ ପହଞ୍ଚିଥିବା ବିଶ୍ଵ ର ପ୍ରଥମ ବ୍ୟକ୍ତି କିଏ ?
ଉତ୍ତର- ମେଜର ୟୁରୀ ଗାଗାରିନ ।
୮- ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ସିଗନାଲ ନାହିଁ ?
ଉତ୍ତର- ଭୁଟାନ ।
୯- କଣ ଆପଣ ଜାଣିଛନ୍ତି କି କେଉଁ ଜୀବ ର ଜିଭ କଳା ?
ଉତ୍ତର- ଜିରାଫ ।
୧୦- ଭାରତ ବ୍ଯତୀତ କେଉଁ ଦେଶରେ ୧୫ ଅଗଷ୍ଟ ରେ ସ୍ଵତନ୍ତ୍ରତା ଦିବସ ପାଳନ କରାଯାଏ ?
ଉତ୍ତର- ଦକ୍ଷିଣ କୋରିୟା ।
୧୧- କଣ କହିପାରିବେ କି କେଉଁ ଦେଶରେ ଗୋଟେ ବି ନଦୀ ନାହିଁ ?
ଉତ୍ତର- ସାଉଦି ଆରବୀ ।
୧୨- କେଉଁ ଜାଗାରେ ସୂର୍ଯ୍ୟ ହଳଦିଆ ଦେଖାଯାଏ ?
ଉତ୍ତର- ଆଣ୍ଟାର୍ଟିକା ।
୧୩- ଦୁନିଆରେ ସବୁଠୁ ଶସ୍ତା ସୁନା କେଉଁ ଠାରେ ମିଳିଥାଏ ?
ଉତ୍ତର- ଦୁବାଇ ଓ ଲଣ୍ଡନ ।
୧୪- କେଉଁ ଭିଟାମିନ ଅଭାବରୁ କେଶ ଧଳା ହୋଇଯାଏ ?
ଉତ୍ତର- ଭିଟାମିନ-ବି୩ ।
୧୫- କଣ ଆପଣ ଜଣାଇଛନ୍ତି କି କ୍ଷୀର କେଉଁ କାରଣରୁ ଫାଟିଯାଏ ?
ଉତ୍ତର- ଜୀବାଣୁ ।
୧୬- ସ୍ତ୍ରୀ କେତେ ଥର ପିଲା ଜନ୍ମ କରିଥାଏ ?
ଉତ୍ତର- ୪୦ଟି ।
୧୭- ଗୋଟେ ରୁମରେ ୨ ଜଣ ମା, ୨ ଜଣ ଝିଅ ଓ ଜଣେ ଆଈ ଅଛନ୍ତି ତେବେ କୁହ ରୁମରେ ସମୁଦାୟ କେତେ ଜଣ ଲୋକ ଅଛନ୍ତି ?
ଉତ୍ତର- ୩ ଜଣ ମା, ଝିଅ ଓ ଆଈ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।