ବ୍ୟକ୍ତି ଭିତରେ ଥିଲେ ଏହି 3ଲକ୍ଷଣ, ସେହି ବ୍ୟକ୍ତିଙ୍କ ଉପରେ ମହାଦେବ ରୁହନ୍ତି ପ୍ରସନ୍ନ-Vidur Niti

ଯଦି ଏହି ସବୁଗୁଣ ଗୋଟେ ବ୍ୟକ୍ତି ଭିତରେ ଥାଏ ମହାକାଳଙ୍କର ସେଇ ବ୍ୟକ୍ତି ଉପରେ ଆଶୀର୍ବାଦ ରହିଛି । ତାର କେହି କିଚିବି ଖରାପ କରିପାରିବେନି । ମହାଦେବ ହେଉଛନ୍ତି ଦେବୋ କି ଦେବ ମହାଦେବ ଅଟନ୍ତି ଯିଏ ସଂସାରର  ସବୁଠାରେ ବିରାଜମାନ ଅଟନ୍ତି ଅସିମ ଊର୍ଜା ଭଗବାନ ଶିବ ହିଁ ଅଟନ୍ତି । ମହାଦେବଙ୍କୁ ଭୋଳା ନାଥବି କୁହାଯାଏ, କାରଣ ସେ ତାଙ୍କ ଭକ୍ତ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରିନଥାନ୍ତି ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ତ୍ରର ଆବଶ୍ୟକ ରହିଛି, ନା ହି ଭୋଗର । ଭକ୍ତ ଗୋଟେ ବୁନ୍ଦ ଜଳରେବୀ ପ୍ରସନ୍ନ କରିପାରେ । ମହାତ୍ମା ବିଦୁର ନିଜ ନୀତିରେ ଭଗବାନ ଶିବଙ୍କ କୃପା ପାଇଥିବା ବ୍ୟକ୍ତିର ଲକ୍ଷଣ ବିଷୟରେ କହିଛନ୍ତି ।

ମହାତ୍ମା ବିଦୁର ମହାଭାରତର କେନ୍ଦ୍ରୀୟ ପାତ୍ର ମଧ୍ୟରୁ ଗୋଟେ ଥିଲେ ।  ମହାତ୍ମା ବିଦୂରଙ୍କ ବୁଦ୍ଧି କୌଶଳ କାରଣରୁ ହିଁ ତାଙ୍କୁ ପିତାମହ ଭୀଷ୍ମ ହସ୍ତିନା ପୁରର ପ୍ରଧାନ ମନ୍ତ୍ରୀ ଭାବେ ନ୍ୟୁକ୍ତ କରିଥିଲେ । ବିଦୁର କୌରବ  ଓ ପାଣ୍ଡବଙ୍କ କାକା ଥିଲେ ତଥା ଧୃତ ରାଷ୍ଟ୍ରଙ୍କ ଭାଇଥିଲେ । ବିଦୂରଙ୍କ ନୀତି ଗୁଡିକ ବହୁତ ମହତ୍ଵପୂର୍ଣ ହୋଇଥାଏ । କାରଣ ସେ ନିଜେ ଧର୍ମରାଜଙ୍କ ଅବତାର ଥିଲେ, ଏହି କାରଣରୁ ତାଙ୍କୁ ଭୁତ ଓ ଭବିଷ୍ୟର ସୂଚନା ମଧ୍ୟ ଥିଲା ।

ସେ ଜାଣିଥିଲେ କେଉଁ ବ୍ୟକ୍ତି ଧନବାନ ଓ ସଫଳ ବନିଥାଏ ଓ କେଉଁ ବ୍ୟକ୍ତି ଜୀବନ ସାରା ଗରିବ ରହିଥାଏ । କେବଳ ଧର୍ମ ରାଜାଙ୍କ ଛଡା ଏହି ଜ୍ଞାନ ଭଲ ଭାବରେ ଦେଇପାରିବ । ସ୍ଵୟଂ ଧର୍ମଜୀ ବିଦୂରଙ୍କ ରୂପରେ ମନୁଷ୍ୟଙ୍କ ଜୀବନକୁ ସୁଖକର ବନେଇବା ପାଇଁ ବିଦୁର ନୀତିର ରଚନା କରିଛନ୍ତି । ଆଜିର ଲେଖାରେ ବିଦୂରଙ୍କ ଦ୍ଵାରା କୁହାଯାଇଥିବା ମନୁଷ୍ୟର ଏମିତି ଲକ୍ଷଣ ବିଷୟରେ କୁହାଯିବ ଯଦି ଏହିୟ ଲକ୍ଷଣ କୌଣସି ବ୍ୟକ୍ତି ଭିତରେ ଅଛିତ, ତାଙ୍କ ଉପରେ ମହାଦେବଙ୍କ କୃପା ରହିଛି । ମହାଦେବଙ୍କ କୃପା ପାଇଥିବା ବ୍ୟକ୍ତି ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରିଥାଏ ।

ଏମିରି ବ୍ୟକ୍ତି କେବେ କାହାକୁ ନିଚା ଦେଖେଇବାର ଚେଷ୍ଟା କରିନଥାଏ । ଭୁଲରେବି କାହା ସହିତ କଟୁ ଶବ୍ଦରେ କଥା ହୁଏନାହିଁ । କେବେବି ଜାଣିଶୁଣି ଅପମାନ କରିନଥାଏ । ମହାଦେବ କୃପା ପାଇଥିବା ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ, କେବେ ସେ କୌଣସି ନିରୀହ ପ୍ରାଣୀ ଉପରେ ଅତ୍ୟାଚାର କରିନଥାଏ । ମହାତ୍ମା ବିଦୁର କହିଛନ୍ତି, ‘ ଯେଉଁ ବ୍ୟକ୍ତି ବିପୁଳ ଧନ ସମ୍ପତି  ଜ୍ଞାନ, ଐଶ୍ଵର୍ଯ, ଲକ୍ଷ୍ମୀ ଏହି ସବୁକୁ ପାଇ ମଧ୍ୟ ଅହଂକାର କରିନଥାଏ ସବୁବେଳେ ଅଲଗା ଲୋକ ସହିତ ବିନମ୍ର ସହିତ ବ୍ୟବହାର କରିଥାଏ । ଏହିଭଳି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ସବୁବେଳେ କୃପା ରହିଥାଏ ।

ଯେଉଁ ଭଳି ନଦୀ ନିଜର ଜଳ ପିଇନଥାଏ, ବୃକ୍ଷ ନିଜର ଫଳ ଖାଇ ନଥାଏ । ବାଦଲ ନିଜେ ତିଆରି କରିଥିବା ଶସ୍ୟ ନିଜେ ଖଇନଥାଏ ଆଉ ମହାଦେବଙ୍କ କୃପା ପାଇଥିବା ବ୍ୟକ୍ତି ନିଜ ଜୀବନ ପରଉପକାର ପାଇଁ ବିତାଇ ଥାଏ । ଏହିଭଳି ବ୍ୟକ୍ତି ସବୁବେଳେ ସାହାର୍ଯ୍ୟ କରିବାକୁ ତତ୍ପର ରହିଥାଏ । କେବଳ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ପରିଶ୍ରମ କରିଥାଏ । ଯେଉଁ ଭଳି ବୃକ୍ଷରେ ଫଳ ଆସିବା ଦ୍ଵାରା ସେ ତଳକୁ ହୋଇଥାଏ, ପାଣିଭରା ବାଦଲ ତଳକୁ ଆସିଥାଏ ଆଉ ମହାଦେବଙ୍କ କୃପା ପାଇଥିବା ବ୍ୟକ୍ତି ସମୃଦ୍ଧି ଦ୍ଵାରା ଗର୍ବୀ ହୋଇନଥାନ୍ତି । ସବୁବେଳେ ପରୋପକାର ହିଁ କରିଥାନ୍ତି ।

Leave a Reply

Your email address will not be published. Required fields are marked *