ଏହି ଉପାୟ କରିବା ଦ୍ୱାରା ଆପଣକୁ ସାମ୍ନା କରିବାକୁ ପଡ଼ିବ ନାହିଁ ଶନିଦେବଙ୍କ ପ୍ରକୋପ

ଶନିବାରକୁ ଭଗବାନ ଶନିଦେବଙ୍କୁ ସମର୍ପିତ କରା ଯାଇଥାଏ । ଭଗବାନ ଶନିଦେବ ଏକମାତ୍ର ଏମିତି ଦେବତା ଅଟନ୍ତି ଯାହା କ୍ରୋଧରେ ଦେବତା ମାନେବି ଥରନ୍ତି । ଇଏ ଯାହା ଉପରେ ନିଜର ବକ୍ର ଦୃଷ୍ଟି ପକାଇଥାନ୍ତି ତାହାର ବିନାଶ ସୁଂଶ୍ଚିତ ଅଟେ । ଶନି ହେଉଛନ୍ତି ନ୍ୟାୟର ଦେବତା ବୋଲି ଜଣାଯାଏ । ନ୍ୟାୟର ନାତା ଧର୍ମରେ ପାଳନ କରନ୍ତି । ଓ ଠିକ ଏବଂ ଭୁଲ କର୍ମର ନ୍ୟାୟର ଆଧାର ହୋଇଥାଏ ।କୁହାଯାଏ କି ଯିଏବି ଜାତକ ଶନିଙ୍କ ସହ ଯୋଡ଼ା ଦାନ କରିଥାନ୍ତି। ତାଙ୍କ କର୍ଜରୁ ଛାଡ ପାଇ ପାରିବେ । ଶତ୍ରୁଙ୍କ ପ୍ରତି ବିଜୟ ପ୍ରାପ୍ତ ମିଳିଥାଏ ।

ସହିତ ହିଁ ରୋଗରୁ ମଧ୍ୟ ଛୁଟକାରା ମିଳିଥାଏ । ଖାଲି ଏତିକି ନୁହଁ ଶନିଦେବଙ୍କ ପୂଜା କରିବା ଦ୍ୱାରା ସାଢ଼େସାତର ପ୍ରକୋପରୁ ମଧ୍ୟ ମୁକ୍ତି ମିଳିଥାଏ । ଯଦି ଆପଣବି ଶନିଦେବଙ୍କ ସାଢ଼େସାତ ଦ୍ଵାରା ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ କିଛି ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କୁ ଶନିଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡ଼ିବ ନାହିଁ ।

ଶନିଦେବଙ୍କ ସାଢ଼େସାତରୁ ବଞ୍ଚିବା ପାଇଁ ଉପାୟ :

1.ସବୁ ଶନିବାର ଦିନ ନାଲି ବସ୍ତ୍ର ଧାରଣ କରିକି ହନୁମାନଙ୍କ ଆଗରେ ଠିଆ ହୁଅନ୍ତୁ । ହନୁମାନଙ୍କ ପୂଜାରେ ଶାନିଦେବ ଶାନ୍ତ ହୁଅନ୍ତି।

2. ଯେଉଁ ଜାତକରେ ଭଗବାନ ଶନିଙ୍କ ବକ୍ର ଦୃଷ୍ଟି  ପଡ଼ିଯାଏ । ତାଙ୍କୁ ବହୁତ୍ ସମୟ ଯାଏ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଏହି ଜାତକ ସବୁ କାମରେ ବାଧା ବିଘ୍ନ ଉତ୍ପନ୍ନ ହୋଇଥାଏ । ଚାକିରି ସହ ଯୋଡ଼ିତ କିଛି ବାଟରେ କଠିନ ଆସିଥାଏ । ଯଦି ଶନିଦେବଙ୍କୁ ପୁଜା ବିଧି ବିଧାନ ସହ କରାଯାଏ ତେବେ ତୁରନ୍ତ ଲାଭ କାରି ହୋଇଥାଏ ।

3.ନିୟମିତ ରୁପରେ ଶନିବାର ଓ ମଙ୍ଗଳବାର ଦିନ ହନୁମାନଙ୍କୁ ଚମେଳିର ତେଲରେ ଦୀପ ଲଗାନ୍ତୁ ଯଦି ଆପଣ ଦର୍ଶନ କରନ୍ତି ତେବେ ଏଥିରେ ଆପଣକୁ ଅଧିକ ଲାଭ ମିଳିବ ।

ଶନିଦେବଙ୍କ ବ୍ରତ କରିବାର ବିଧି ବିଧାନ :

1. ରବିବାରର ଦିନ ଶନିଦେବଙ୍କ ବ୍ରତ କେହିବି କରିପାରିବେ । ସେ ସ୍ତ୍ରୀ ହେଉବା ସ୍ବାମୀ ହୁଅନ୍ତୁ । ଏହି ବ୍ରତ କରିବା ଦ୍ୱାରା ସବୁଠୁ ଭଲ ସମୟ ଶ୍ରାବଣ ମାସର ଶ୍ରେଷ ଶନିବାରର କାହିଁକି ନା ଏହି ଦିନ ବ୍ରତ ଆରମ୍ଭ କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ।

2.ଶନିଦେବଙ୍କ ପ୍ରତିମାକୁ ପଞ୍ଚାମୃତରେ ସ୍ନାନ କରାନ୍ତୁ ଏବଂ ପ୍ରତିମାକୁ କଳା ପୁଷ୍ପ, ଧୁପ, ଦୀପ , ପ୍ରସାଦ ଲଗାନ୍ତୁ ।

3.ମାସର ପ୍ରଥମ ଶନିବାରରେ ଇଡଡର ଭାତ , ଦୂତୀଆ ଶନିବାରରେ କ୍ଷୀର , ତୃତୀୟ ଶନିବାରରେ ଖଜଳା ଓ ଶେଷ ଶନିବାରକୁ ଘିଅ ପୁରୀ ଦ୍ଵାରା ଭୋଗ ଲଗାନ୍ତୁ ।

4.ଶନିବାର ଦିନ କଳା କୁକୁର ଓ କୋୟେର ତେଲର ଚୁପଡି ରୋଟି ଓ ଗୁଲାବ ଯାମୁନ ଖାଇବାକୁ ଦିଅନ୍ତୁ ତେବେ ଅତି ଲାଭ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *