ରୋଜଗାର କି ଚାକିରି ନାହିଁ? ତେବେ ଏହି ମୁଦି ପିନ୍ଧନ୍ତୁ…. ଆଉ ଦେଖନ୍ତୁ ଚମତ୍କାର

ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଶୁଭ ବୋଲି କୁହାଯାଇଛି । ଏହି ମୁଦି ବ୍ୟକ୍ତିର ଦୋଷ ଦୁର୍ବଳତା ନଷ୍ଟ କରିଥାଏ । ମନୁଷ୍ଯର ଅତ୍ମବିସ୍ବାସ ବଢାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ପାଣିରେ ରହିଥାଏ ଏହାକୁ ଉନ୍ନତିର ପ୍ରତିକ ବୋଲି କୁହାଯାଇଥାଏ । ଏହି କଇଁଛ ଭଗବାନ ବିଷ୍ଣୁ ଙ୍କ ଅବତାର ବୋଲି କୁହାଯାଇଛି । ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ କଇଁଛ ଉତ୍ପନ୍ନ ହୋଇଥିଲା ଏହା ସହିତ ମାତା ଲକ୍ଷ୍ମୀ ମଧ୍ଯ ସେହିଠାରୁ ଆସିଥିଲେ । କଇଁଛ କୁ ସମୃଦ୍ଧିର ପ୍ରତିକ ବୋଲି କୁହାଯାଏ । ଏହି କାରଣ ହେତୁ କଇଁଛ କୁ ଅଧିକ ମହତ୍ବ ଦିଆଯାଇଛି ।

କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ସହ ଯୋଡି ଧନ ବୃଦ୍ଧି ର ପ୍ରତିକ ବୋଲି କୁହାଯାଇଛି । ଏତେ ଲାଭ ପାଉଥିବାରୁ ଆପଣ ଯଦି କଇଁଛ ମୁଦି କୁ ପିନ୍ଧିବାକୁ ଚାହୁଁଛନ୍ତି କେତେକ ସାବଧାନତା ମଧ୍ଯ ଜାଣି ରଖନ୍ତୁ । କଇଁଛ ମୁଦି ସାମାନ୍ଯତ ଚାନ୍ଦିରେ କରି ପିନ୍ଧାଯାଇଥାଏ । ଯଦି ଆପଣ ଚାହୁଁଛନ୍ତି ଅନ୍ୟ ଧାତୁରେ କିମ୍ବା ପଥର ବସିଥିବା ଡିଜାଇନ ର ପିନ୍ଧିବାକୁ ।

ସେଥିଲାଗି ଆପଣ ଏହି ମୁଦିକୁ ଏପରି ତିଆରି କରନ୍ତୁ ଯେ ଯେପରି କଇଁଛ ର ମୁଣ୍ଡ ଆପଣଙ୍କ ଆଡକୁ ଥିବ । କାରଣ ମୁଣ୍ଡ ବାହାର ପଟକୁ ହେଲେ ଧନ ବଢ଼ିବା ବଦଳରେ କମିଥାଏ । ଏହାକୁ ଡାହାଣ ହାତ ଆଙ୍ଗୁଠିର ପିନ୍ଧାଯାଏ । ଡାହାଣ ହାତର ବିଷି ଆଙ୍ଗୁଳି ରେ ପିନ୍ଧାଯାଏ କୁମ୍ଭ ଧନୁ ବିଛା ତୁଲା ରାଶିର ଲୋକ ମାନେ ଏହାକୁ ବିଶି ଆଙ୍ଗୁଳି ରେ ପିନ୍ଧି ପାରିବେ ।

ମେଷ ମୀନ ତୁଳା କର୍କଟ ରାଶିର ଲୋକ ଏହାକୁ ମଝି ଆଙ୍ଗୁଳି ରେ ପିନ୍ଧିବା ଦରକାର । ବୃଷ ଓ ମିଥୁନ ରାଶିର ଲୋକ ଏହାକୁ ପରି ଆଙ୍ଗୁଳି ରେ ପିନ୍ଧି ପାରିବେ । ଶୁକ୍ରବାର ଏହି ମୁଦିକୁ ଆଣି ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସାମ୍ନାରେ ରଖି ଖିର ଓ ପାଣିକୁ ମିଶାଇ ଏହାକୁ ଧୋଇବେ ଓ ଏହା ପରେ ମାତା ଲକ୍ଷ୍ମୀ ଙ୍କର ବୀଜ ମନ୍ତ୍ର କୁ 108 ଥର ଜପ କରି ଧୂପ ଦୀପ ଦେଇ ଏହାକୁ ଧାରଣ କରିବେ ।

କନ୍ଯା ବିଛା ଓ ମୀନ ରାଶିର ଲୋକଙ୍କ ପାଇଁ ଏହି ମୁଦିକୁ ମଙ୍ଗଳ ବାର ଦିନ ଧାରଣ କରନ୍ତୁ । ଏହି ମୁଦିକୁ ଧାରଣ କରିବା ପରେ ଏହାକୁ ବାରମ୍ବାର ମୋଡିବେ ନାହିଁ କାରଣ ଏହା କରିବା ଦ୍ବାର କଇଁଛ ର ମୁଣ୍ଡ ବୁଲି ଥାଏ ଆପଣଙ୍କ ପାଇଁ ଏହା ଅନିଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *