ହେ ଭଗବାନ! ଏହି ଛୁଆ ଧୀରେ ଧୀରେ ହେଇଯାଉଛି ପଥର, ଏହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ବାଂଲାଦେଶ ନିବାସୀ ମେହନ୍ଦି ର ଅଜବ ରୋଗ ବିଷୟ ରେ କହିବାକୁ ଯାଉଛୁ, ଏହି ଛୁଆ ର ପୁରା ନା ମେହନ୍ଦି ହସନ ଅଟେ । ଏହି ଛୁଆ କୁ ଅଲଗା ପ୍ରକାର ରୋଗ ହୋଇଛି, ଯାହା ଚିକିତ୍ସା ହୋଇପାରୁ ନାହିଁ ଏହି ଛୁଆ କୁ ଯିଏ ଦେଖୁଛି ଡରିକି ପଳାଉଛି । ଲୋକଙ୍କ ନିଜ ପ୍ରତି ଏହି ଭାବନା ଦେଖି ଛୁଆ ଡରି ଯାଇଛି ଓ ଘରୁ ବାହାରୁନି । ମେହନ୍ଦି କୁ ଗୋଟେ ଦୁର୍ଲଭ ଚର୍ମ ରୋଗ ହୋଇଛି ଯାହା ଚିକିତ୍ସା ଉପାୟ ଏଯାଏ ବାହାରି ନାହିଁ ।

ଏହି ରୋଗରେ ଶରୀର ପଥର ହୋଇଯାଏ । ଛୁଆ ଅବସ୍ଥା ଏମିତି ହୋଇଯାଇଛି କି ନା ସେ ଖେଳି ପାରୁଛି ନା ସେ କୌଣସି ଜିନିଷ ଛୁଇଁ ପାରୁଛି ନା ସେ ଚାଲି ବୁଲି ପାରୁଛି ।  ଆସ୍ତେ ଆସ୍ତେ ତା ଚର୍ମ ପଥର ଭଳି କଠୋର ହୋଇ ଚାଲିଛି, ଏହା ସେ ଛୁଆ ପାଇଁ ବହୁତ କଷ୍ଟକର ହୋଇ ଯାଇଛି । ଏହି ଛୁଆ ର ବାପା ଗୋଟେ କ୍ୟାବ ଡ୍ରାଇଭର ଅଛନ୍ତି ଏବଂ ମା ଘରେ ରହି ଛୁଆଟି ର ଦେଖା ଶୁଣା କରୁଛନ୍ତି, ଏହି ରୋଗ କାରଣ ରୁ ମେହନ୍ଦି ଚାଲି ବୁଲି ପାରୁ ନାହିଁ ।

ପୁରା ଦିନ ଘର ଭିତରେ ଛୁଆଟି ବନ୍ଦ ରହୁଛି, ତା ପୁରା ଶରୀର ଗୋଟେ ମୋଟା କଠୋର ଚର୍ମ ରେ ପାଲଟି ଯାଉଛି । ମେହନ୍ଦି ମା କହୁଛନ୍ତି କି ଛୁଆ ଜନ୍ମ ହେଲା ବେଳେ ସମନ୍ୟା ଥିଲା ୧୨ଦିନ ପରେ ତା ହାତ ରେ ବିରି ବିରି ହୋଇ କିଛି ବାହାରିଲା ତା ପରେ ଏହି ରୋଗ ତା ଶରୀର କୁ ମାଡି ଚାଲିଲା ।

ମେହନ୍ଦି କପଡା ବି ପିନ୍ଧି ପାରୁ ନାହିଁ କାହିଁକିନା ସେଇଟା ବି ତାକୁ କଣ୍ଟା ପରି ଫୋଡି ହେଉଛି, ମେହନ୍ଦି କୁ ସ୍କୁଲ ରୁ ବାହାର କରି ଦେଲେ କହିଲେ ତାକୁ ଦେଖି ଅଲଗା ପିଲା ଡରୁଛନ୍ତି । ବହୁତ ଡକ୍ଟରକୁ ମେହନ୍ଦି ମା ବାପା ଦେଖେଇଲେ କିନ୍ତୁ କେହି ତା ଚିକିତ୍ସା କରି ପାରିଲେ ନାହିଁ । ମେହନ୍ଦି ମା ସରକାର ଙ୍କୁ ଗୁହାରି କରିଛନ୍ତି କି ସେ ତାଙ୍କ ପୁଅ ପାଇଁ ସାହାଯ୍ୟ କରନ୍ତୁ ଯାହା ଦ୍ଵାରା ତାଙ୍କ ପୁଅ ସାମାନ୍ୟ ହୋଇ ପାରିବ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *