ଏମିତି କେଉଁ ଜିନିଷ ଯାହାକୁ ଶୋଇବା ପୂର୍ବରୁ ସମସ୍ତେ ଖୋଲି କି ଶୋଇଥାନ୍ତି ? ୯୦ % ଲୋକ ହେଲେ ଫେଲ

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଜେନେରାଲ ନଲେଜ ଆଣିଛୁ । ଏହା ଆପଣଙ୍କ ଜୀବନରେ ବହୁତ ସହଯୋଗ କରିବ । ଆପଣ ଏହି ଜେନାରାଲ ନଲେଜର ପ୍ରଶ୍ନ ଦେଖି ଏହାର ଉତ୍ତର ଜାଣନ୍ତୁ ଓ ନିଜ ପରିବାର ଲୋକ ମାନଙ୍କ ସହ ଏହି ଜେନେରାଲ ନଲେଜର ପ୍ରଶ୍ନ ଉତ୍ତର ସେୟାର କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ – ୧

ଗୋଟେ ନାରୀ ତାର ଜୀବନରେ କେତୋଟି ପିଲା ଜନ୍ମ କରିପାରିବ ?

ଉତ୍ତର- ଅତିବେଶରେ ୪୦ ଟି

ପ୍ରଶ୍ନ – ୨

ସେ କିଏ ଯେ ଆଜି ଅଛି କାଲି ନାହିଁ, କାଲି ଅଛି ତା ପରଦିନ ନାହିଁ ?

ଉତ୍ତର – ତାରିଖ

ପ୍ରଶ୍ନ – ୩

ମଶାର ବୟସ କେତେ ଦିନ ହୋଇଥାଏ ?

ଉତ୍ତର- ୧୪ ରୁ ୫୬ ଦିନ ପର୍ଯ୍ୟନ୍ତ ହୋଇଥାଏ ।

ପ୍ରଶ୍ନ – ୪

ଭାରତର ଏମିତି ଏକ ସହରର ନାମ କୁହ ଯାହାକୁ ଆମେ ଖାଇଥାଉ ?

ଉତ୍ତର – ସିମଲା

ପ୍ରଶ୍ନ – ୫

ବିଶ୍ଵର କେଉଁ ନଦୀର ପାଣି ଅଧିକ ଗରମ ହୋଇଥାଏ ?

ଉତ୍ତର- ନୀଳ ନଦୀ

ପ୍ରଶ୍ନ – ୬

ଏମିତି କେଉଁ ଜିନିଷ ଯାହାକୁ ଶୋଇବା ପୂର୍ବରୁ ସମସ୍ତେ ଖୋଲି କି ଶୋଇଥାନ୍ତି ?

ଉତ୍ତର- ଜୋତା ବା ଚଷମା

ପ୍ରଶ୍ନ – ୭

ଆକାଶରେ ଦେଖା ଯାଉଥିବା ତାରାରେ କେତୋଟି ରଙ୍ଗ ଥାଏ ?

ଉତ୍ତର- ୩ ଟି

ପ୍ରଶ୍ନ – ୮

ଦୁନିଆରେ କେତେ ପ୍ରତିଶତ ଲୋକ ବାମ ହାତର ବ୍ୟବହାର କରିଥାନ୍ତି ?

ଉତ୍ତର- ୧୧ ପ୍ରତିଶତ

ପ୍ରଶ୍ନ – ୯

ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁ

ପ୍ରଶ୍ନ – ୧୦

ଏମିତି ଏକ ସ୍ଥାନର ନାମ କୁହ ଯେଉଁଠିକୁ ୧୦୦ ଜଣ ଗଲେ ୯୯ ଜଣ ଫେରିଥାନ୍ତି ?

ଉତାର – ମଶାଣି

ପ୍ରଶ୍ନ – ୧୧

ଏମିତି ଗୋଟିଏ ଜିନିଷର ନାମ କୁହ ଯାହାକୁ ଯେତେ ଟାଣିବ ସେ ସେତେ ଛୋଟ ହୋଇଯିବ ?

ଉତ୍ତର – ସି-ଗା-ରେ-ଟ ବା ବି-ଡି

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *