ପ୍ରତିଦିନ ଛୁଇଁ ଦିଅନ୍ତୁ ମହିଳାଙ୍କର ଏହି ଅଙ୍ଗ, ଆପଣଙ୍କ ଭାଗ୍ୟ ଚମକି ଉଠିବ- Chanakya Niti

ସାଧାରଣତଃ ଝିଅ ମାନଙ୍କୁ ଲକ୍ଷ୍ମୀ ରୂପରେ ମାନିଥାନ୍ତି, ହେଲେ ଜଣେ ଜଣେ ଝିଅ ଏମିତି ଥାଆନ୍ତି ଯେଉଁମାନଙ୍କୁ ଲକ୍ଷ୍ମୀ ବୋଲି ମାନିବା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ ଚାଣକ୍ୟ ତାଙ୍କ ଗ୍ରନ୍ଥରେ ଏହି ସବୁ ଝିଅ ମାନଙ୍କର କିଛି ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି । ଯଦି କୌଣସି ଲୋକ ଏହି ଝିଅ ମାନଙ୍କ ସହ ବିବାହ କରିବ, ତେବେ ସେହି ଲୋକ ନିଜ ଜୀବନ ସାରା ଦୁଃଖ କଷ୍ଟରେ ରହିବ । ଏହି ଝିଅ ମାନଙ୍କ ପାଇଁ ପରିବାରରେ ବାଦବିବାଦ ବା ବିଶୃଙ୍ଖଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କର କିଛିଟା ଲକ୍ଷଣ ବିଷୟରେ । ଯାହା ଦ୍ୱାରା ଆପଣ ଏହି ଝିଅ ମାନଙ୍କୁ ସହଜରେ ଚିହ୍ନି ପାରିବେ ।

ପ୍ରଥମ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯଦି ଆପଣ କେଉଁ ଝିଅ ସହ ବିବାହ କରିବାକୁ ଯାଉଥିବେ, ତେବେ ଆପଣ ସେହି ଝିଅର ଘର ପାଖରେ ଥିବା ପଡୋଶୀ ଓ ଅନ୍ୟ ଲୋକମାନଙ୍କ ଠାରୁ ଝିଅର ସ୍ଵଭାବ ବିଷୟରେ ଜାଣନ୍ତୁ । ଯଦି ଝିଅର ସ୍ଵଭାବ ଖରାପ ହୋଇଥିବ, ତେବେ ଭୁଲ ସେ ମଧ୍ୟ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ ।

ଦ୍ଵିତୀୟ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନଙ୍କର ଅନେକ ସମ୍ବନ୍ଧ ରହିଥାଏ, ତେବେ ସେହି ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ । ଏହି ଝିଅ ମାନେ ସମୟ ଆସିଲେ ନିଜ ସ୍ଵାମୀଙ୍କୁ ମଧ୍ୟ ତ୍ୟାଗ କରି ପାରିବେ । ତେଣୁ ଏହି ଝିଅ ମାନଙ୍କ ଠାରୁ ଦୂରରେ ରୁହନ୍ତୁ ।

ତୃତୀୟ ଲକ୍ଷଣ-

ଯେଉଁ ଝିଅ ମାନଙ୍କୁ ଧନର ଅତ୍ୟଧିକ ଲୋଭ ଓ ଭୋଗବିଳାସ ରହିଥାଏ, ତେବେ ଚାଣକ୍ୟ ନୀତି ଅନୁସାରେ ଭୁଲ ସେ ମଧ୍ୟ ସେହି ଝିଅ ମାନଙ୍କ ସହ ବିବାହ କରିବେ ନାହିଁ । ସମୟ ଆସିଲେ ଏମାନେ କାହାର ହେବେ ନାହିଁ । ଆପଣଙ୍କ ଜୀବନ କୁ ବରବାଦ କରିଦେବେ ।

ଚତୁର୍ଥ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନେ ଧର୍ମ ଉପରେ ବିଶ୍ଵାସ କରୁନଥିବେ ଓ ପୂଜା ପାଠ କରୁନଥିବେ ତା ହେଲେ ଭୁଲ ରେ ମଧ୍ୟ ସେହି ଝିଅ ସହ ବିବାହ କରନ୍ତୁ ନାହିଁ । କାରଣ ଏହି ଝିଅ ମାନଙ୍କ ପାଇଁ ଘରର ସୁଖ ସମୃଦ୍ଧି ଦୂର ହୋଇଯାଏ ଓ ଘର ମଧ୍ୟରେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ । ଯେଉଁ ଝିଅ ନିଜ ଧର୍ମର ପାଳନ କରିପାରିବ ନାହିଁ, ତେବେ ସେ ନିଜ ପତିର କଥାର ପାଳନ କଣ କରିବ । ତେଣୁ ଏହି ଝିଅ ମାନଙ୍କୁ କେବେ ବି ଭୁଲ ସେ ବିବାହ କରିବେ ନାହିଁ ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳା ମାନଙ୍କର କେଉଁ ଅଙ୍ଗକୁ ଛୁଇଁଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ତେବେ ଚାଣକ୍ୟ ନୀତି ଅନୁସାରେ ମହିଳାଙ୍କର ପାଦ ହେଉଛି ସବୁଠାରୁ ପବିତ୍ର ସ୍ଥାନ । ମହିଳାଙ୍କ ପାଦ ଛୁଇଁଲେ ସବୁ ଜନ୍ମର ପୂଣ୍ୟ ମିଳିଯାଇଥାଏ । ଚାଣକ୍ୟ ନୀତି ଅନୁସାରେ ମହିଳାର ପାଦ ଛୁଇଁଲେ ପୁରୁଷକୁ ସମସ୍ତ ସଫଳତା ମିଳିବା ସହ ପୁରୁଷର ଭାଗ୍ୟ ବଦଳିଯାଇଥାଏ । ତେଣୁ ପ୍ରତିଦିନ ସକାଳୁ ଉଠି ନିଜ ମା’ଙ୍କ ପାଦ ଅବଶ୍ୟ ଛୁଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ ଦେଖିବେ ସଫଳତା ଆପେ ଆପେ ଆପଣଙ୍କ ପାଖକୁ ଆସିବ ।

ତେବେ ଯଦି ଆମର ଏହି ପୋସ୍ଟ ଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ଅବଶ୍ୟ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *