D ନାମ ଥିବା ବ୍ୟକ୍ତିଙ୍କର ସ୍ଵଭାବ, କ୍ଯାରିୟର, ଲଭ ଲାଇଫ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କର ନାମର ପ୍ରଥମ ଲେଟର D ରୁ ଆରମ୍ବ ହୋଇଥାଏ । ସେମାନଙ୍କର ସ୍ଵଭାବ, ବ୍ୟକ୍ତିତ୍ବ କିପରି ହୋଇଥାଏ । D ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ ଖୁବ ଆକର୍ଷକ ହୋଇଥାଏ । ଏମାନେ ଦେଖିବାକୁ ବହୁତ ଭଲ ହୋଇଥାନ୍ତି । ଏମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନେ ପ୍ରତେକ କାମକୁ ବିଶ୍ବାସର ସହ କରିଥାନ୍ତି ।

ଶେଷ ସଫଳତା ପାଇବା ପାଇଁ ଏମାନେ ପ୍ରୟାସ ଜାରି ରଖିଥାନ୍ତି । ଏମାନେ ପ୍ରାୟତଃ ଅଧିକ କଥା କହିବା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ କଥା ଦ୍ଵାରା କାହାକୁ ବି ନିଜର କରି ନେଇଥାନ୍ତି । ଏମାନଙ୍କୁ ରାଗ ଜଲ୍ଦି ଆସି ଯାଇଥାଏ । ଏମାନେ କାହା କଥା ଶୁଣନ୍ତି ନାହିଁ । କିନ୍ତୁ ରାଗ ଶେଷ ହୋଇଗଲେ ଏମାନେ ପଶ୍ଚତାପ ମଧ୍ୟ କରିଥାନ୍ତି । ଏମାନେ ନିଜ କଥାକୁ ପ୍ରାୟତଃ ଗୁପ୍ତ ରହିଥାନ୍ତି । ଏମାନେ ନିଜର ଗୁପ୍ତ କଥାକୁ କାହା ସହ ସେୟାର କରନ୍ତି ନାହିଁ ।

ଏମାନେ ନିଜ କଥା କୁ ସେହି ସମୟ ଯାଏଁ ଗୁପ୍ତ ରଖିଥାନ୍ତି ଯେବେ ତାର ଆବଶ୍ୟକତା ହୋଇ ନ ଥାଏ । ଏମାନେ କୌଣସି ବି ସ୍ଥିତିକୁ ସହଜରେ ସମାଧାନ କରିଥାନ୍ତି । ଏହି କାରଣରୁ ଏମାନେ ଜୀବନରେ ବହୁତ ଉପଲବ୍ଧି ପ୍ରାପ୍ତ କରିଥାନ୍ତି । ଏମାନେ ଜୀବନରେ ମାନ ସମାନ ପାଇଥାନ୍ତି ଓ ନିଜ ମନ କଥା ଶୁଣିଥାନ୍ତି । ଏମାନେ କାହାର ବି କଥା ଶୁଣିବାକୁ ଭଲ ଲାଗେନି । ଏମାନେ ଅନ୍ୟ ର କଥାରେ ମୁଣ୍ଡ ପୁରାନ୍ତି ନାହିଁ ।

ଯେବେ କାହାକୁ ଏମାନଙ୍କର ସାହାର୍ଯ୍ୟ ଦରକାର ପଡେ ଏମାନେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏମାନଙ୍କର ଆବଶ୍ଯକତା ପଡିଲେ ଏମାନେ ଆଗକୁ ବଢିଥାନ୍ତି । ଏମାନେ ଦେଖନ୍ତି ନାହିଁ କି ସେ ଶତ୍ରୁ ନା ବନ୍ଧୁ ଅଟନ୍ତି । ଅନ୍ୟ ପ୍ରତି ଦୟା ଓ ସାହାର୍ଯ୍ୟ କ୍ଷେତ୍ରରେ ଏମାନେ ଉଚ୍ଚ କୋଟିର ହୋଇଥାନ୍ତି । ଏମାନେ ଖୋଲା ହୃଦୟର ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ସହଜରେ ବିଶ୍ଵାସ କରା ଯାଇପାରେ । ଏମାନେ କୌଶଳ ପ୍ରଶାସକ, ବୁଦ୍ଧିମନ୍ତ, ଭଲ ମାର୍ଗ ଦର୍ଶକ ଓ ମେଧାବୀ ହୋଇଥାନ୍ତି ।

ଏମାନେ ନିଜ କଥା କହିବା ଶୈଳୀ ରେ ଅନ୍ୟ ର ମନ ଜିଣି ନେଇଥାନ୍ତି । ଓ ନିଜ କଥା ଦମ ରେ ନିଜ କାମ ସହଜରେ କରନ୍ତି । ଏମାନେ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ନିଜ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ କରିପାରି ନ ଥାନ୍ତି । ଏମାନେ ଯେଉଁ କାମ କରନ୍ତି ତାହା ସଂପୂର୍ଣ୍ଣ କରିଥାନ୍ତି । ଏମାନେ ନିଜ ପ୍ରକୃତି ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି ।

ଏମାନେ ଯେତିକି ଭଲ ପାଇବା ଆଶା କରିଥାନ୍ତି ତା ଠାରୁ ଅଧିକା ପାଇଥାନ୍ତି । କିନ୍ତୁ ଏମାନେ ଯାହାକୁ ଭଲ ପାଇଥାନ୍ତି କଠୋର ପରିଶ୍ରମ କରନ୍ତି । ଯାହାକୁ ବି ଭଲ ପାଇଥାନ୍ତି ସେମାନଙ୍କୁ ହୃଦୟରୁ ଭଲ ପାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *