ଦଶହରା ପର୍ବ 15 October ମା ଦୁର୍ଗାଙ୍କ କୃପାରୁ 8 ଟି ରାଶିର ଭାଗ୍ୟ ଚମକିବ

ପ୍ରତି ବର୍ଷ ଆମ ଦେଶରେ ଦୁର୍ଗାପୂଜା ପାଳନ କରାଯାଏ । ହିନ୍ଦୁ ଧର୍ମରେ ଦୁର୍ଗାପୁଜାର ବିଶେଷ ମହତ୍ଵ ରହିଛି । ଆମ ଦେଶରେ ଦୁର୍ଗାପୁଜା ଖୁବ ଧୂମଧାମରେ ପାଳନ କରାଯାଏ । ଏହି ନଅ ଦିନରେ ମ ଦୂର୍ଗାଙ୍କର ନଅଟି ଅବତାର ଦେଖିବାକୁ ମିଳିଥାଏ । ତେବେ ୧୦୦ ବର୍ଷ ପରେ ଏହି ନବରାତ୍ରିରେ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ ରହିଛି । ଏହି ରାଶିର ଲୋକ ମାନଙ୍କର ଆୟରେ ବୃଦ୍ଧ ହେବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବ । ଆପଣ ନିଜର ବୁଡି ଯାଇଥିବା ଟଙ୍କା ଫେରସ୍ତ ପାଇବେ । ବେପାର ବାଣିଜ୍ୟରେ ଭଲ ଲାଭ ହେବ ।

ଚାକିରି କ୍ଷେତ୍ରରେ ନୂଆ ପଦ ମିଳିବ । ଆପଣଙ୍କୁ ନିଜ ମନ ପସନ୍ଦର ଜୀବନ ସାଥି ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଅପାଙ୍କର ଭଲ ସମ୍ପର୍କ ରହିବ । ପରିବାର ପ୍ରତି ଆପଣ ନୂଆ ଦାୟିତ୍ଵ ତୁଲାଇବେ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ମିଳିବ । ଆପଣ କୌଣସି ନୂଆ କାମର ଶୁଭାରମ୍ଭ କରି ପାରିବେ । ପ୍ରେମ ଜୀବନ ପାଇଁ ଆପଣଙ୍କ ସମୟ ଅନୁକୂଳ ରହିବ । କୌଣସି ପୁରୁଣା ମିତ୍ର ଙ୍କ ସହ ଭେଟ ହେବା ସହ ନୂଆ ବନ୍ଧୁ କରି ପାରନ୍ତି । କୌଣସି କ୍ଷେତ୍ର ରୁ ଧନ ଲାଭ କରିବେ । ଆପଣଙ୍କର ବିବାହରେ ବିଳମ୍ବ ହେଉଥିଲେ ସେମାନଙ୍କର ଶୁଭ ସମୟ ଆସିଛି ।

ପରୀକ୍ଷା ରେ ବିଦ୍ୟାର୍ଥୀ ମାନେ ସଫଳ ହେବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବେ । ବ୍ୟବସାୟ ବା ଚାକିରି ରେ ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିବେ । ଆପଣ ନିଜର କାମକୁ ନେଇ ସାବଧାନ ରୁହନ୍ତୁ । ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ହୋଇପାରେ । ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମନ ବଢିବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ଆପଣଙ୍କର ସବୁ କାମ ସଫଳ ହେବେ । ବ୍ୟବସାୟରେ ଅପ୍ନା ନୂଆ ନିବେଶ କରି ପାରିବେ । ଅଫିସରେ ଆପଣଙ୍କର ସମୟ ସହକର୍ମୀ ମାନଙ୍କ ସହ ଭଲ ରହିବ ।

ଯେଉଁ ମାନେ ଆପଣଙ୍କ ଉପରେ ଭରସା କରନ୍ତି ଆପଣ ସେମାନଙ୍କର ଧ୍ୟାନ ରଖନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ମହିଳା ମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । ଏଠାରେ ଯେଉଁ ଭାଗ୍ୟଶାଳି ରାଶି ଗୁଡିକ ଭାଗ୍ୟ ବଦଳିବାକୁ ଯାଉଛି ସେଗୁଡିକ ହେଉଛି ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ମକର ରାଶି, କୁମ୍ଭ ରାଶି ଓ ମୀନ ରାଶି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *