ବାଛନ୍ତୁ ଯେ କୌଣସି ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ 

ପ୍ରତେକ ବ୍ଯକ୍ତିର ପସନ୍ଦ ଅଲଗା ହୋଇଥାଏ । ଠିକ ସେହିପରି ବ୍ଯକ୍ତିର ସ୍ବଭାବ ଓ ବ୍ୟକ୍ତିତ୍ବ ମଧ୍ୟ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାଏ । ଯେପରି କୌଣସି ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ହୋଇଥାଏ ତ ଆଉ କିଛି ବ୍ୟକ୍ତିଙ୍କୁ ଗହଳି ପସନ୍ଦ ହୋଇଥାଏ । ସେହିଭଳି ରଙ୍ଗ ବିଷୟରେ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇଟହାଏ । ଯେପରି କାହାକୁ ନାଲି ରଙ୍ଗ ପସନ୍ଦ ହୋଇଥାଏ ତ ଆଉ କାହାକୁ ଧଳା ରଙ୍ଗ ପସନ୍ଦ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ୩ଟି ରଙ୍ଗର ଚିତ୍ର ନେଇ ଆସିଛୁ ଯେଉଁଥିରେ ଆପ ମାନଙ୍କୁ ଗୋଟିଏ ରଙ୍ଗ ବାଛିବେ ।

ସେହି ରଙ୍ଗ ଆଧାରରେ ଆପଣ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ରଙ୍ଗ ବାଛିଲେ ଆଗାମୀ ଭବିଷ୍ୟତ କଣ ରହିଛି । ୧- ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଆଶାବାଡି ଓ ସ୍ବାଭିମାନୀ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଖୁସିରେ ରୁହନ୍ତି । ଆପଣ ନିଜ ପାର୍ଟନରଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ଆପଣ କେବଳ ନିଜ କାମ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଅନ୍ୟର କଥାରେ ଆପଣ ମୁଣ୍ଡ ଲାଗନ୍ତି ଅନହି । ଆପଣ ନିଜ ଧାନକୁ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହି ।

୨- ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ଚୟନ କରିଛନ୍ତି ତେବେ ନାଲି ରଙ୍ଗ ହେଉଛି ଭଲ ପାଇବାର ପ୍ରତୀକ । ଆପଣ ମେଳାପୀ ବ୍ୟକ୍ତି ଅଟନ୍ତି । ଆପଣ ସହଜରେ ଅନ୍ୟ ମାନଙ୍କ ସହ ମିସିଥାନ୍ତି । ଆପଣ ନିଜ ଜୀବନ ସାଥିଙ୍କ ଠାରୁ ସର୍ବଦା ସଚ୍ଚୋଟତାର ଆସା ରଖିଥାନ୍ତି । ଅନେକ ସମୟରେ ଆପଣ କ୍ରୋଧ ସ୍ଵଭାବର ମଧ୍ୟ ବ୍ୟକ୍ତି ହୋଇଥାନ୍ତି । ଆପଣ ମିଛ କଥା ପସନ୍ଦ କାରନ୍ତି ନାହି । ଆପଣ ବହୁତ ଭାବୁକ ସ୍ଵଭାବର ହୋଇ ଥିବାରୁ ଛୋଟ ଛୋଟ କଥାରେ ଭାବୁକ ହୋଇଥାନ୍ତି । ପ୍ରାୟତ ଏହିଭଳି ବ୍ୟକ୍ତି ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ବିବାହ ଜୀବନ ସୁଖମୟ ରହିଥାଏ । ଏମାନେ ଭଲ ଖାଇବା ଓ ପିନ୍ଧିବାକୁ ଭଲ ପାଇଥାନ୍ତି ।

୩- ହଳଦିଆ ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ପସନ୍ଦ କରିଛନ୍ତି ତେବେ ଏହା ବନ୍ଧୁତାର ପ୍ରତୀକ ବୋଲି ବିଚାର କରାଯାଏ । ଆପଣ ନିଜେ ଖୁସିରେ ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଆପଣ ଅନ୍ୟକୁ ଗାଇଡ କରିବା ସହ ସାହାଜ୍ୟ କରିବାକୁ ପସନ୍ଦ କରନ୍ତି । ଆପଣ ସାହାଜ୍ଯ କରିବା ସମୟରେ ଭୁଲି ଯାଇଥାନ୍ତି କି ସେ ଆପଣଙ୍କର ମିତ୍ର ନା ଶତ୍ରୁ ଅଟନ୍ତି । ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଜ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଏମାନେ ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଏମାନେ ସହଜରେ ଅନ୍ୟ ସହ ମିତ୍ରତା କରିଥାନ୍ତି । ସମାଜରେ ଏମାନେ ଉଚ୍ଚ ସ୍ତରରେ ରହିବା ସହ ସଫଳତା ହାସଲ କରିଥାନ୍ତି । ଏମାନେ କାହା ବିଷୟରେ ଖରାପ କଥା ଚିନ୍ତା କରନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *