ଡାଇବେଟିସ ବା ସୁଗାର ଲେବଲ 380 ହେଉ କି 480, ବହୁ ବର୍ଷ ପୁରୁଣା ହେଉ ମାତ୍ର 7 ଦିନ ଏହାର ସେବନ କରନ୍ତୁ ।

ବନ୍ଧୁଗଣ ମଧୁମେହ ରୋଗ ଆପଣଙ୍କର ଯେତେ ପୁରୁଣା ହୋଇଥାଉ ବା ଆପଣଙ୍କର ସୁଗାର 380 ହେଉ କି 480 ହେଉ ଏହି କାଢା ଯଦି 7 ଦିନ ଲଗାତାର ସେବନ କରନ୍ତି ତେବେ ସୁଗାର କଣ୍ଟ୍ରୋଲ ରେ ଆସିଯିବ । ଡାଇବେଟିସ ଏକ ଗମ୍ଭୀର ରୋଗ ହୋଇଯାଇଛି । ଡାଇବେଟିସ ଶରୀରକୁ ଧୀରେ ଧୀରେ ଫମ୍ପା କରିଦିଏ । ଭାରତରେ ପ୍ରାୟତଃ 7 କୋଟି ଲୋକ ମଧୁମେହରେ ଗ୍ରାସିତ ଅଟନ୍ତି ।

ଡାଇବେଟିସ ହେବା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସୁଗାର କଣ୍ଟ୍ରୋଲ କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ । ଏହି ରେମେଡି ବନାଇବା ପାଇଁ ଦୁଇ ଗ୍ଳାସ ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ । ମେଥିରେ 2 ପ୍ରାକାରର ଫାଇଭର ମିଳିଥାଏ । ଏହା ସହ ମେଥି ଦାନ ଇନସୁଲିନ ର ସେନସିଭିଟି କୁ ବଢାଇଥାଏ ।

ଦ୍ଵିତୀୟ ସାମଗ୍ରୀ ହେଉଛି ଭୃସଙ୍ଗ ପତ୍ର ଯାହା ଶରୀରର ଇନସୁଲିନ ସେନସିଭିଟି କୁ ବଢାଇଥାଏ । ଯାହା ଦ୍ଵାରା ବ୍ଲଡ଼ ସୁଗାର ଲେବଲ ନରମାଲ ରହିଥାଏ । ତୃତୀୟ ସାମଗ୍ରୀ ହେଉଛି ଅଦା । ଯାହା ବ୍ଲଡ଼ ସୁଗାରର ମାତ୍ରାକୁ କମ କରିବାରେ ସାହାର୍ଯ୍ୟ କରେ । ଏହା ଏକ ନ୍ଯାଚୁରାଲ ପେନ କ୍ଲିୟର ର କାମ କରିଥାଏ । ଚତୁର୍ଥ ସମାଗରୀ ହେଉଛି ଡାଲଚିନୀ ଗୁଣ୍ଡ ।

ଆୟୁର୍ବେଦିକ ରେ ଡାଲଚିନି ଗୁଣ୍ଡ ଯାହା ମଧୁମେହ ରୋଗ ପାଇଁ ଏକ ରାମବାଣ ଉପଚାର ଅଟେ । ଏବେ ଏହି ପାଣି କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । 5ରୁ 6 ମିନିଟ ଯାଏଁ ଏହି ପାଣି କୁ ଫୁଟାନ୍ତୁ । ଏହା ପରେ ସେହି ପାଣି କୁ ଏକ ପାତ୍ରକୁ ଛାଣି ନିଅନ୍ତୁ । ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ । ଏହାର ଅଧ ଘଣ୍ଟା ପରେ ଜଳଖିଆ କରି ପାରିବେ ।

ଏହି କାଢା ରେ ମହୁ, ଚିନୀ ବା ଗୁଡ ମିସାଇବେ ନାହିଁ । ଏହି ଦେଶୀ କାଢା ସୁଗାର ବା ମଧୁମେହ ପାଇଁ ରାମବାଣ ଅଟେ । ଏହା ସହ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ । ଡାଇଜେସନ, କୋଲେଷ୍ଟ୍ରୋଲ, ଷ୍ଟ୍ରେସ, ମୋଟାପଣ କମ କରିବାରେ ସହାୟକ ହୋଇଥାଏ । ଏହାର ସେବନ ଦ୍ଵାରା ଡାଇବେଟିସ ଦୂର ହେବ ସହ କୌଣସି ରୋଗ ବହୁତ ଜଲ୍ଦି ହେବ ନାହିଁ ।

7ରୁ 8 ଦିନ ଏହାର ସେବନ କରନ୍ତୁ । ଦେଖିବେ ସୁଗାର ଲେବଲ କଣ୍ଟ୍ରୋଲ ହୋଇଯିବ । ଏହା ସହ ଡାଇବେଟିସ ଦୂର କରିବା ପାଇଁ ଯୋଗ, ବ୍ୟାୟାମ କରିବା ଉଚିତ । ଯେମିତି କି କପାଳ ଭାରତୀୟ ପ୍ରାଣାୟମ, ଧନୁର ଆସନ, ସୁପ୍ତ ମାସେନ୍ଦ୍ରସନ ପ୍ରାଣାୟମ କରନ୍ତୁ । ଏହି ସବୁ ଆସନ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି କାଢା ର ସେବନ କରିବା ସହ ଏହି ସବୁ ଆସନ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *