କେଉଁ ଖୁସି ଖବର ଶୀଘ୍ର ମିଳିବ ଆପଣଙ୍କୁ ବାଛନ୍ତୁ ନିଜ ମନ ପସନ୍ଦର ଯେ କୌଣସି ଗୋଟେ ଶଙ୍ଖ-Personality Test

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କୁ ବହୁତ ଜଲ୍ଦି କେଉଁ ଖୁସି ଖବର ମିଳିବାକୁ ଯାଉଛି ।  ଏଥିପାଇଁ ଆପଣଙ୍କୁ 3ଟି ଶଙ୍ଖ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3ଟି ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ଶଙ୍ଖ କୁ ବାଛିଛନ୍ତି ତେବେ ଏଣିକି ବୁଝି ବିଚାରୀ କାର୍ଯ୍ୟ କରନ୍ତୁ । କୌଣସି ବି କାର୍ଯ୍ୟକୁ ତରବର ହୋଇ କରନ୍ତୁ ନାହିଁ । ଆପଣ ଯେଉଁ କାର୍ଯ୍ୟ ବା ନିସ୍ପତି ନେଇଥାନ୍ତି ସେଥିରେ ଅଧିକ ବୁଦ୍ଧି ଲଗାନ୍ତୁ ନାହିଁ । ଯାହା କାରଣରୁ ପୂର୍ବରୁ ହଇରାଣ ହୋଇଛନ୍ତି । ତେଣୁ ଆଗକୁ ଏମିତି କରନ୍ତୁ ନାହିଁ । ଯଦି ବୁଝିପାରୁ ନାହାନ୍ତି ତେବେ ସେହି ବିଷୟରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ପଚାରନ୍ତୁ । ପିଲା, ବାପା, ମା, ସ୍ତ୍ରୀ ଙ୍କ ଉପରେ କ୍ରୋଧ କରନ୍ତୁ ନାହିଁ । ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି ।

2- ଆପଣ ଯଦି ଦ୍ଵିତୀୟ ଶଙ୍ଖ କୁ ବାଛିଛନ୍ତି ତେବେ ଏବେ ଆପଣଙ୍କର ଅସୁବିଧାର ସମାଧାନର ସମୟ ଆସିଯାଇଛି । ଗୃହରେ ମଙ୍ଗଳ କାର୍ଯ୍ୟମାନ ସମ୍ପନନ ହେବ । ସନ୍ତାନ ସୁଖ ଭୋଗ କରିବେ । ହଇରାଣ କରୁଥିବା ବେଳେ ଲୋକେ ଦୂରେଇ ଯିବେ । ଏବେ ଠାରୁ ଆପଣ ଶାସନ କର୍ତ୍ତା ଅଟନ୍ତି । ବହୁତ ଦିନରୁ ସନ୍ତାନ ଥିଲା ଏବେ ତାହା ଦୂର ହେବ । ଲୋକ ସମ୍ପର୍କ ହାନି, ଯନ୍ତ୍ରଣା, କ୍ଷୁଦ୍ର କନ୍ୟା ପାଇଁ ବିଷମ ଚିନ୍ତା, ପିତାଙ୍କ ବିରୋଧ କୁ ସହ୍ୟ କରିଆସିଛନ୍ତି । ଏକ ସପ୍ତାହ ପରେ ଏ ସବୁ ଦୂର ହେବ । ଭଲ ପଣ୍ଡିତ ଙ୍କୁ ଜାତକ ଦେଖାଇ ନିଅନ୍ତୁ । ପଦ ପଦବୀରେ ଯଶ ଲାଭ କରିବେ ।

3- ଯଦି ଆପଣ ତୃତୀୟ ଶଙ୍ଖକୁ ବାଛିଛନ୍ତି ପୂର୍ବରୁ ଅଧିକ ଧନ ବ୍ୟୟ ହେଉଥିଲା । କିନ୍ତୁ ଏବେ ସମସ୍ୟାର ସମାଧାନ ହେବ । ସନ୍ତାନ ସୁଖ ପାଇବେ । ମନ ମଧ୍ୟରେ ନୂଆ ଭାବନା ସୃଷ୍ଟି ହେବ । ଯାହାଙ୍କ ପ୍ରତି ପୂର୍ବରୁ ଆସନ୍ତି ଆଣିଥିଲେ ତାହାକୁ ଦୂରେଇ ଦିଅନ୍ତୁ । ଆଗକୁ ଶୁଭ ଖବର ମିଳିପାରେ । ଆପଣ ଧାର୍ଯ୍ୟ ରଖନ୍ତୁ । ଈଶ୍ବରଙ୍କ ଠାରେ ଧ୍ୟାନ ଦିଅନ୍ତୁ । ଯେଉଁ ମନ୍ଦ ଦଶା ଭୋଗ କରୁଥିକେ ତାହା ଦୂର ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆୟ ଠାରୁ ବ୍ୟୟ କମ ହେବ । ଯେଉଁ ମାନେ ଆପଣଙ୍କର କ୍ଷତି କରୁଥିଲେ ସେମାନେ ଏବେ ଦୂରେଇ ଯିବେ । ଶତ୍ରୁ ଏବେ ମିତ୍ର ପାଲଟିଯିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *