ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ । ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିକା ର ପ୍ରଶ୍ନ ଉତ୍ତର ପ୍ରତିଯୋଗୀତା ।
1- କେଉଁ ପଶୁ ର କେବଳ ତଳ ଦାନ୍ତ ଥାଏ ?
ଉତ୍ତର- ଛେଳି ।
2- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ପଶୁ ଅଛି ଯିଏ ଜିଭ ବାହାର କରିପାରେ ନାହିଁ ?
ଉତ୍ତର- କୁମ୍ଭୀର ।
3- ପୁରା ପୃଥିବୀରେ କେତେ ଲୋକ ରହିଥାନ୍ତି ?
ଉତ୍ତର- 106 ବିଲିଅନ ।
4- ସୂର୍ଯ୍ୟ ଙ୍କ ଠାରେ କେତେ ପୃଥି ସମା ଅଛି ?
ଉତ୍ତର- 13 ଲକ୍ଷ ।
5- ମହିଳା ଓ ପୁରୁଷଙ୍କ ମଧ୍ୟରେ କାହାର ହୃଦୟ ଅଧିକ ତୀବ୍ର ହୋଇଥାଏ ?
ଉତ୍ତର- ମହିଳାଙ୍କର ।
6- ଭାରତରେ ରଙ୍ଗୀନ ଟିଭିର ଆରମ୍ଭ କେବେ ହୋଇଥିଲା ?
ଉତ୍ତର- 1982ରେ ।
7- ଭାରତର ପ୍ରଥମ ସରକାରୀ ନିୟୁଜ ଚ୍ଯାନେଲର ନାମ କଣ ?
ଉତ୍ତର- ଦୂରଦର୍ଶନ ।
8- କଣ ଆପଣ ଜାଣିଛନ୍ତି କି ଇଣ୍ଟରନେଟ କିଏ ତିଆରି କରିଥିଲା ?
ଉତ୍ତର- ଟିମ ବର୍ନସ ଲି ।
9- ଭାରତରେ ପ୍ରଥମ ଠଡ଼ ପାଇଁ ଇଣ୍ଟରନେଟ କେବେ ଓ କାହା ଦ୍ଵାରା ଆରମ୍ଭ କରା ଯାଇଥିଲା ?
ଉତ୍ତର- 1955 BSNL ଦ୍ଵାରା ଭାରତରେ ।
10- କେଉଁ ଜୀବର 5ଟି ଆଖି ଅଛି ?
ଉତ୍ତର- ମହୁମାଛି ।
11- ପ୍ରଥମ ମୋବାଇଲ ଫୋନ କେବେ ଓ କେଉଁଠି ତିଆରି ହୋଇଥିଲା ?
ଉତ୍ତର- 1973 ଆମେରିକାରେ ।
12- ଅନ୍ତରିକ୍ଷରୁ ସୂର୍ଯ୍ୟ କେମିତି ଦେଖାଯାଏ ?
ଉତ୍ତର- ଧଳା ।
13- ହୱାଇ ଜାହାଜରେ ଖାଇବା ଲୋକଙ୍କୁ କାହିଁଙ୍କି ଭଲ ଲାଗେନି ?
ଉତ୍ତର- ଉଚ୍ଚ କାରଣରୁ ।
14- କେଉଁ ଜୀବ ର ଜିଭ ହାତୀ ର ଓଜନ ସହ ସମାନ ହୋଇଥାଏ ?
ଉତ୍ତର- ବ୍ଲୁ ୱ୍ହେଲ ।
15- କଣ ଆପଣ ଜାଣିଛନ୍ତି କି କେଉଁ ଜୀବ ର 8ଟି ଆଖି ଅଛି ?
ଉତ୍ତର- ଷ୍ଟାର ଫିଶ ।
16- ଜଣେ ବ୍ୟକ୍ତି ଗୋଟେ ଦିନରେ କେତେ ଦୂର ଯାଏଁ ଚାଲିପାରେ ?
ଉତ୍ତର- 175 କିମି ।
17- ପୁରା ପୃଥିବୀରେ କେତେ ପ୍ରତିଶତ ଲୋକ ଇଣ୍ଟରନେଟ ର ବ୍ୟବହାର କରିଥାନ୍ତି ?
ଉତ୍ତର- 40% ।
18- ବୀଜଗଣିତ ଓ ରେଖା ଗଣିତ ର ଆବିଷ୍କାର କେଉଁ ଠାରେ ହୋଇଥିଲା ?
ଉତ୍ତର- ଭାରତରେ ।
19- ସାଇକେଲ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତରେ ।
20- ମଣିଷ ଠାରେ କେତେ ପ୍ରକାରର ବ୍ଲଡ଼ ଗ୍ରୁପ ଅଛି ?
ଉତ୍ତର- 4 ପ୍ରକାରର ।
21- ଗୋଟେ ଝିଅର ବି ନାଁ, ଗୋଟେ ଫିଲ୍ମର ନାଁ, ଗୋଟେ ଔଷଧର ନା, ଗୋଟେ ଗଛର ନାଁ । କୁହ ତାହା କଣ ?
ଉତ୍ତର- ମହୁ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।