କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖନ୍ତୁ ତାଙ୍କ ମନ ମସ୍ତିସ୍କ ରେ କଣ ଚାଲିଛି ତାଙ୍କର ବର୍ତ୍ତମାନ ର ସ୍ଥିତି କେମିତି ଅଛି-LOVE QUIZ

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ସମୟରେ ମଣିଷ ବେସ ଖୁସି ନଜର ଆସିଥାଏ କିନ୍ତୁ ଯେବେ ଦୁଃଖ ଆସେ ମଣିଷ ଦୁଃଖୀ ହୋଇଯାଏ । ଆଉ କଣ କରିବ କଣ ନାହିଁ କିଛି ବୁଝିପାରେ ନାହିଁ । ତେବେ ମଣିଷ ଜୀବନରେ ସ୍ଥିତି କେତେବେଳେ ପରିବର୍ତ୍ତନ ହେବ ତାହା କେହି କହିପାରିବେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ୪ଟି ଚେୟାର ର ଚିତ୍ର ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ହେବ । ଏହାପରେ ଆପଣ ନିଜର ବର୍ତ୍ତମାନର ସ୍ଥିତି କେମିତି ରହିବ ତାହା ଜାଣିପାରିବେ । ଏବେ ଆସନ୍ତୁ ଆରମ୍ଭ କରିବା ।

୧- ଯଦି ଆପଣ ପ୍ରଥମ ଚେୟାର ର ଚିତ୍ର ବାଚିଛନ୍ତି ତେବେ ଆପଣ ପୂର୍ବରୁ ଲାଇଫକୁ ନେଇ ନିରାଶ ହୋଇଯାଇଥିଲେ । ଏବେ ଆପଣଙ୍କ ମନରେ କିଛି କରିବାର ଇଚ୍ଛା ଜାଗୃତ ହୋଇଛି । ଏବେ ଆପଣ ପଜେଟିଭ ଅନୁଭବ କରୁଛନ୍ତି । ଯୋଜନା କରୁଛନ୍ତି । ନିଜ ଲାଇଫରେ କିଛି କରିବାକୁ ଚିନ୍ତା କରୁଛନ୍ତି । ଆପଣ ଶାନ୍ତି ଅନୁଭବ କରୁଛନ୍ତି । ଆପଣଙ୍କର ବର୍ତ୍ତମାନର ସ୍ଥିତି ପଜେଟିଭ ଅଛି ।

୨- ଆପଣ ଯଦି ଦ୍ଵିତୀଯ ଚେୟାରଟି ଚୁଜ କରିଛନ୍ତି ତେବେ ଯାହା ଏନର୍ଜି ରହିଛି ଆପଣଙ୍କ ସାଥି ଏବେ ନିଜ ଉପରେ ରାଗିଛନ୍ତି । ସେ ଆପଣଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି । କିଛି କରିବାକୁ ଭାବୁଛନ୍ତି । ନିଜ ଲାଇଫ ଉପରେ ଫୋକସ କରୁଛନ୍ତି । ଯାହା ପାଇବାର ଥିଲା ତାହା କାହିଁକି ହାସଲ କରିପାରୁ ନାହାନ୍ତି । ସେ ଭାବି ସାରିଛନ୍ତି କଣ କରିବେ କିନ୍ତୁ କେମିତି କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ସେ ଶାନ୍ତ ରହିବାକୁ ଚାହୁଁଛନ୍ତି ଓ ନିଜ ପାଇଁ ସମୟ ବାହାର କରି ସାରିଛନ୍ତି ।

୩- ଯଦି ଆପଣ ତୃତୀୟ ଚେୟାର ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ଲାଇଫରେ ବହୁତ କିଛି ଚାଲିଛି । ସ୍ଥିତି ଯାହା ବି ହେଉ ନା କାହିଁକି ସେ ବୁଝିପାରୁ ନାହାନ୍ତି କଣ କରିବେ କଣ ନାହିଁ । ସେ ନିଜକୁ ଏକ ଅନୁଭବ କରୁଛନ୍ତି । ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ତାଙ୍କର ବର୍ତ୍ତମାନର ସ୍ଥିତି ଏମିତି ହୋଇଛି କି କାହା ସହ କଥା ହୋଇପାରୁ ନାହାନ୍ତି । ତାଙ୍କ ଲାଇଫରେ ଏମିତି ହେଉଛି ଯାହା ସେ ବୁଝିପାରୁ ନାହାନ୍ତି ।

୪- ଆପଣ ଯାହାଙ୍କ ପାଇଁ ଚତୁର୍ଥ ଚେୟାର ଟି ବାଚିଛନ୍ତି ଆପଣଙ୍କ ସାଥି ବୁଦ୍ଧିମାନ ସହକାରେ ନିଜ ଜୀବନରେ ନିସ୍ପତି ନେଉଛନ୍ତି । ସେ ବହୁତ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ସେ କାହାର ସାହାର୍ଯ୍ୟ ପାଇବାକୁ ଆସା କରନ୍ତୁ ନାହିଁ । ସେ ବହୁତ ଉଚ୍ଚ ଶିକ୍ଷିତ ଅଟନ୍ତି । ଏହି ସମୟରେ ସେ କମ କଥା କୁହନ୍ତି ଆଉ ଶୁଣନ୍ତି ଅଧିକା । ଲାଇଫରେ କଣ କରିବେ ତାହା ସ୍ଥିର କରିସାରିଛନ୍ତି । ବର୍ତ୍ତମାନର ସ୍ଥିତି ତାଙ୍କ କଣ୍ଟ୍ରୋଲରେ ଅଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *