IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା କିଛି ପ୍ରଶ୍ନ ଓ ତାର ଉତ୍ତର- ଜଣେ ବୁଢୀ ର 12 ଜଣ ପୁଅ, ସେମାନଙ୍କର ବି 5-5ଟି ପୁଅ, ସମୁଦାୟ ହେଲେ 60 ଜଣ, ବୁଢୀ ର ଘର କାଚ ର । କୁହ କଣ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ ଜଣା ଓ ଅଜଣା କଥାର ସମାହାରକୁ ନେଇ ସାଧାରଣ ଜ୍ଞାନ ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ସାଧାରଣ ଜ୍ଞାନ ଜାଣିବା ପ୍ରତ୍ଯେକଙ୍କ ପାଇଁ ଅତି ଜରୁରୀ ଅଟେ । କାରଣ ସାଧାରଣ ଜ୍ଞାନ ପଢିବା ଓ ଜାଣିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ପ୍ରଖର ହୋଇଥାଏ । ତେବେ ଚାଲନ୍ତୁ କିଛି ନୂଆ ନୂଆ ଜ୍ଞାନ ପୂର୍ଣ୍ଣ ତଥ୍ୟ ଆଲୋଚନା କରି ଜାଣି ନେବା ।

1- ଇଂରାଜୀରେ ୱାନ ଠାରୁ ଆରମ୍ଭ କରି 100 ଯାଏଁ ଗଣିବାରେ A କେତେ ଥର ଲାଗିଥାଏ ?

ଉତ୍ତର- ଗୋଟେ ଥର ବି ନୁହେଁ ।

2- ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରା ଭାରତରେ କେଉଁଠି କି ବି ନେଇଗଲେ ତାହାର ଦାମ ବଦଳେ ନାହିଁ ?

ଉତ୍ତର- ପଇସା ।

3- ଯେତେ ଆପଣ ବଢାଇଥାନ୍ତି ସେତିକି ତାହା ପଛକୁ ଯାଇଥାଏ କୁହ ତାହା କଣ ?

ଉତ୍ତର- ପଦକ୍ଷେପ ।

4- ଏମିତି ଏକ ଦେଶର ନାମ କୁହ ଯାହା A ରୁ ଆରମ୍ଭ ଓ ଶେଷ ହୋଇଥାଏ ?

ଉତ୍ତର- ଆମେରିକା ।

5- ଏମିତି କଣ ଅଛି ଯାହା ଶୋଇବା ପରେ ତଳେ ପଡିଯାଏ ଓ ଆପଣ ଉଠିଗଲେ ସେ ଉଠିଯାଏ ?

ଉତ୍ତର- ଆଖିର ପତା ।

6- ଏମିତି କଣ ଜିନିଷ ଅଛି ଯିଏ ଦୁନିଆରେ ଏବେ ଯାଏଁ ପାଦ ରଖିନି ତଥାପି ସେ ସମସ୍ତଙ୍କୁ ଦେଖାଯାଇଥାଏ ?

ଉତ୍ତର- ସୂର୍ଯ୍ୟ ।

7- ଆମେ ସବୁ ଜାଗାରେ ଜିତିବା ମାଗିଥାଉ କିନ୍ତୁ ଏମିତି କେଉଁ ଜାଗା ଅଛି ଯେଉଁଠି ହାର ମାଗିଥାଉ ?

ଉତ୍ତର- ମାଳୀ ଦୋକାନରେ ।

8- ଶରୀରର କେଉଁ ଅଙ୍ଗ ସବୁଠୁ ଅଧିକ ଚମକିଥାଏ ?

ଉତ୍ତର- ଆଖି ।

9- ଦୁନିଆର ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ବି ତରଲିଯାଏ ?

ଉତ୍ତର- ମହମବତୀ ।

10- ଏମିତି କଣ ଅଛି ଯାହା ନା କେବେ ଥିଲା, ଓ ନା ହେବ, ତଥାପି ସେ ଅଛି ?

ଉତ୍ତର- ଆସନ୍ତା କାଲି ।

11- ଆସିବା ଯିବା ତାକୁ ଜଣା, ଯାହା ଘରକୁ ଯାଇଥାଏ ଭାଙ୍ଗିକି ଆସେ, କୁହ କଣ ?

ଉତ୍ତର- ଆରୀ ।

12- ସର୍ବଦା ଚାଲିଥାଏ ତଥାପି ଥାକେ ନାହିଁ, ଯିଏ ମୋ ସହ ମୁକାବିଲା କରିଛି ତାର ବ୍ୟାଣ୍ଡ ବଜାଇ ଦେଲି, କୁହ କଣ ?

ଉତ୍ତର- ଘଡି ।

13- ପୁରା ଦୁନିଆରେ ମନୁଷ୍ୟର କେତେ ଥର ଜନ୍ମଦିନ ପାଳିଥାଏ ?

ଉତ୍ତର- ଗୋଟେ ।

14- ଯଦି ଆପଣଙ୍କ ପାଖରେ 2ଟି ଗାଈ ଓ 4ଟି ଛେଳି ଅଛି ତେବେ ଆପଣଙ୍କ ପାଖରେ ମୋଟ କେତୋଟି ଗୋଡ ଅଛି ?

ଉତ୍ତର- 2ଟି ଗୋଡ ।

15- ଦୁନିଆରେ ଏମିତି କଣ ଜିନିଷ ଅଛି ଯାହାକୁ ଆପଣ ଯେତେ ବାଣ୍ଟିଲେ ବି ତାହା ବଢିଥାଏ ?

ଉତ୍ତର- ଜ୍ଞାନ ।

16- ଜଣେ ବୁଢୀ ର 12 ଜଣ ପୁଅ, ସେମାନଙ୍କର ବି 5-5ଟି ପୁଅ, ସମୁଦାୟ ହେଲେ 60 ଜଣ, ବୁଢୀ ର ଘର କାଚ ର । କୁହ କଣ ?

ଉତ୍ତର- ଘଡି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *