ଧନତେରସ ଠାରୁ 8ଟି ରାଶି ହେବେ କୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ଚଳିତ ବର୍ଷ ପବିତ୍ର ଧନତେରସ ଅକ୍ଟୋବର ୨୪ ରେ ପଡିବାକୁ ଯାଉଛି । କାର୍ତ୍ତିକ ମାସର ତ୍ରୟୋଦଶ ତିଥିକୁ ଧନତେରସ ମାନାଯାଏ । ଏହି ଦିନ ଭଗବାନ କୁବେର, ମା ଲକ୍ଷ୍ମୀ ଓ ଧନତେରି ଙ୍କୁ ପୂଜା କରାଯାଏ । ମାନ୍ୟତା ଅଛି ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିଲେ ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଥାଏ । ଏହା ସହ ସୁଖ ସମୃଦ୍ଧି ଭରପୁର ରହିଥାଏ । ଦୀପାବଳିର ଦୁଇ ଦିନ ପୂର୍ବର ତ୍ରୟୋଦଶ ତିଥିକୁ ଧନତେରସ କୁହାଯାଏ । ଏହି ବର୍ଷ ଅତ୍ୟନ୍ତ ଶୁଭ ଯୋଗରେ ପଡୁଛି । ଧନତେରସରେ ୮ଟି ରାଶିଙ୍କର ଭାଗ୍ୟ ଖୋଲିବାକୁ ଯାଉଛି କାରଣ ମା ଲକ୍ଷ୍ମୀ ପ୍ରସନ୍ନ ମୁଦ୍ରାରେ ରହିବେ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ମା ଲକ୍ଷ୍ମୀଙ୍କ ବିଶେଷ କୃପାରୁ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବ । ବିଜନେସରେ ବୃଦ୍ଧି ହେବ । ଅଟକି ରହିଥିବା କାମ ଆରମ୍ଭ ହେବ । ଚାକିରିରେ ପଦୋନ୍ନତି କରିବେ । ଅନେକ ପ୍ରକାରର ଲାଭ ମିଳିବାର ଅଛି ।

ମିଥୁନ ରାଶି : ଆପଣଙ୍କ ପାଇଁ ଏହି ବର୍ଷ ଧନତେରସ ଖାସ ରହିବାର ଅଛି । ଅଟକି ରହିଥିବା ଧନ ଫେରି ପାଇବେ । ଯେଉଁ କାମ ମା ଲକ୍ଷ୍ମୀଙ୍କ ସ୍ମରଣ କରି କରିବେ ସେଥିରେ ସଫଳ ହେବେ ।

କନ୍ୟା ରାଶି : ଆପଣଙ୍କର ଭାଗ୍ୟ ବହୁ ତେଜରେ ଚମକିବାକୁ ଯାଉଛି । କାହିଁକି ନା ଧନତେରସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରାହିବ । ଆପଣଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଆର୍ଥିକ ସମସ୍ଯା ଦୂର ହେବ ।

ତୁଳା ରାଶି : ଆପଣଙ୍କର ଭାଗ୍ୟ ତୀବ୍ର ଗତିରେ ବଦଳିବାକୁ ଯାଉଛି । କାହିଁକି ନା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଏହି ବର୍ଷ ରହିବ । ପଢାରେ ଆପଣ ଭଲ ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ରୂପ କାରଣରୁ ଭାଗ୍ୟ ଚମକିବ । ଆପଣ ଯେଉଁ କାମ କରିବେ ସେଥିରେ ସତ ପ୍ରତିଶତ ଲାଭ ମିଳିବ । ଆପଣ ନେଇଥିବା ନିସ୍ପତି ଲାଭପ୍ରଦ ହେବ ।

ମକର ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ରସନ୍ନ ରୂପରେ ରହିବେ । ଆପଣଙ୍କ ଜୀବନରେ ଶୁଭ ଫଳ ମିଳିବ । ଧନତେରସ ଦିନ ଭାଇ ଭଉଣୀଙ୍କୁ ଭଲ ଯୋଗ ରହିବ । ଘରେ ସୁଖ ସମୃଦ୍ଧିର ଛାୟା ଖେଳିଯିବ । ଜୀବନ ସାଥିଙ୍କ ସହଯୋଗ ମିଳିବ ।

କୁମ୍ଭ ରାଶି : ଏହି ଧନତେରସରେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦେଶକୁ ଯାତ୍ରା କରିପାରିବେ । ବଡ କମ୍ପାନୀଋ ଅଫର ଆସିପାରେ । ଅଟକି ରହିଥିବା କାମ ଆରମ୍ଭ ହେବ ।

ବୃଷ ରାଶି : ଏହି ବର୍ଷ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଧନରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନ ସାନଦାର ରହିବ । ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *