ଧନବାନ ହେବା ପୂର୍ବରୁ ମିଳିଥାଏ ଏହି 5 ସଂକେତ! ଆପଣଙ୍କୁ ମିଳିଛି କି ? Garuda Purana

ବନ୍ଧୁଗଣ ଯଦି ଆପଣଙ୍କୁ ପଚାରଯାଏ କି ଦୁନିଆରେ ସବୁଠାରୁ ବଡ ଜିନିଷ କଣ ? ତେବେ ଆପଣ ଟଙ୍କା ହିଁ କହିବେ । ଆଜିର ସମୟରେ ଯାହା ପାଖରେ ଟଙ୍କା ଥାଏ ସେ ଧନୀ । ଆଉ ଯାହା ପାଖରେ ଟଙ୍କା ନାହିଁ ସେ ଗରିବ । ଟଙ୍କା ଦ୍ଵାରା ଭୌତିକ ବସ୍ତୁ ପ୍ରାପ୍ତ ହୋଇଥାଏ ।  ପଇସା ପାଇଁ ବ୍ୟକ୍ତି କଠିନ ପରିଶ୍ରମ କରିଥାଏ କିନ୍ତୁ ସମସ୍ତଙ୍କୁ ଟଙ୍କା ଅଧିକ ମିଳେ ନାହିଁ । ଏହାର କାରଣ ତାଙ୍କର ଭାଗ୍ୟ ।

ଯାହା ଭାଗ୍ୟରେ ଯେତେ ଟଙ୍କା ଥାଏ ତାହା ପ୍ରାପ୍ତ ହୁଏ । ଆଜି ଆମେ ଆପଣଙ୍କୁ କହିବୁ ଧନବାନ ହେବା ପୂର୍ବରୁ କେଉଁ ସଂକେତ ମିଳିଥାଏ ଯାହା ଗରୁଡ ପୁରାଣରେ ଲେଖାଯାଇଛି । 1- ଝିଟିପିଟି ଦେଖିବା : ଝିଟିପିଟି ଦେଖିବା ଅଶୁଭ ମାନାଯାଏ । କିଛି ଲୋକ ଝିଟିପିଟିକୁ ଦେଖି ମାରି ଦେଇଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଠିକ ନୁହେଁ । ଝିଟପିଟି କୁ ନେଇ ଅନେକ କଥା ଶାସ୍ତ୍ର ରେ କୁହାଯାଇଛି । ତୁଳସୀ ଗଛ ପାଖରେ ଝିଟିପିଟି ବୁଲିବାର ଦେଖାଗଲେ ଶୁଭ ସଂକେତ ହୋଇଥାଏ । ତେବେ ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି ।

2- ସ୍ଵପ୍ନରେ ବସ୍ତୁ ଦେଖାଯିବା : ଯଦି ଆପଣଙ୍କୁ ସ୍ଵପ୍ନରେ ଏହି ସବୁ ବସ୍ତୁ ଦେଖାଯାଏ ତେବେ ଜାଣି ରଖନ୍ତୁ ଆପଣ ଧନବାନ ହେବାକୁ ଯାଉଛନ୍ତି । ଶାସ୍ତ୍ରରେ ସ୍ଵପ୍ନର ବିଶେଷ ମହତ୍ଵ ରହିଛି । ଯଦି ସ୍ଵପ୍ନ ରେ ପେଚା, ଶଙ୍ଖ, ଝାଡୁ, ହାତୀ, ଗୋଲାପ ଫୁଲ ଓ ହାତୀ ଦେଖାଯାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ ।

3- ସକାଳୁ ଝାଡୁ ଲଗାଇବାର ଦେଖିବା : ପ୍ରତେକ ଘରେ ସଫା ସୁତୁରା ପାଇଁ ଝାଡୁର ବ୍ୟବହାର କରାଯାଏ । ଶାସ୍ତ୍ର ଅନୁଯାୟୀ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତିକ ମାନାଯାଏ । ଝାଡୁ କେବେ ବି ପାଦରେ ମାରିବା ଉଚିତ ନୁହେଁ । ସକାଳ ସମୟରେ ଆପଣ ନିଜ ଘରର ଆଖପାଖରେ ଝାଡୁ ଲଗାଇଥିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଗୃହକୁ ଜଲ୍ଦି ମା ଲକ୍ଷ୍ମୀଙ୍କ ଆଗମନ ହେବ ।

4- ପକ୍ଷୀ ବସା ବାନ୍ଧିବା : ଅନେକ ଲୋକଙ୍କ ଘରେ ପକ୍ଷୀ ବସା ବାନ୍ଧିଲେ ସେମାନେ ଭାଙ୍ଗି ଦେଇଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଯଦି ଆପଣଙ୍କ ଗୃହ କୋଣରେ ବା ଛାତ ଉପରେ କୌଣସି ପକ୍ଷୀ ବସା ବାନ୍ଧନ୍ତି ତେବେ ଆପଣ ଧନବାନ ହେବାର ସୂଚକ ହୋଇଥାଏ । ଯଦି ବସା ରେ ପକ୍ଷୀ ଅଣ୍ଡା ଦେଇ ଛୁଆ ଜନ୍ମ କରିଥାଏ ତେବେ ଆପଣଙ୍କ ରୁହରେ ଉନ୍ନତ ହେବାକୁ ଯାଉଛି ।

5- ରାସ୍ତାରେ ପଇସା ମିଳିବା : ଯଦି କୌଣସି ବ୍ୟକ୍ତିଙ୍କୁ ରାସ୍ତା ରେ ଟଙ୍କା ପଡିଥିବାର ଦେଖାଯାଏ ତେବେ ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ । ଯଦି ଆପଣଙ୍କୁ କଏନ ମିଳୁଛି ତେବେ ଆଲମାରି ରେ ରଖନ୍ତୁ । ଏମିତି କରିଲେ ଜୀବନରେ ଉନ୍ନତି ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *