ରଜ ସଂକ୍ରାନ୍ତି ଠାରୁ ଏହି 6ଟି ରାଶିର ଚମକିବ ଭାଗ୍ୟ, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଆପଣଙ୍କୁ ପବିତ୍ର ରଜ ଉପଲକ୍ଷେ ଅନେକ ଅନେକ ଶୁଭକାମନା ଓ ଶୁଭେଚ୍ଛା । ଜୁନ 14ରେ ହେଉଛି ପହିଲି ରଜ । ଜୁନ 15ରେ ପଡୁଛି ରଜ ସଙ୍କ୍ରାନ୍ତି । ଏହି ରଜ ପର୍ବ ସାରା ଓଡିଶାରେ ବହୁ ଆଡମ୍ବରରେ ପଲାଣ କରାଯାଏ । କିନ୍ତୁ ଏହି ଦିନ ଗ୍ରହ ମାନଙ୍କର ଚଳନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ଭଲ ଓ ଖାରପ ପ୍ରଭାବ ପଡିପାରେ ।

ଏହି ଗ୍ରହ ମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ଖୁସି ଓ ଦୁଖର ଛାୟା ପଡିଥାଏ । ଏବେ ଆସନ୍ତୁ ଜାଣିବା ରଜ ସଙ୍କ୍ରାନ୍ତି ଠାରୁ କେଉଁ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । କନ୍ୟା ରାଶି : ଜୀବନରେ ଥିବା ସବୁ ବାଧା ଏଡାଇ ପାରିବେ । ବିବାଦର ସମାଧାନ ହୋଇଯିବେ । କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହେବେ । ବନ୍ଧୁ ବିଛେଦ ଘଟିପାରେ । କିନ୍ତୁ ଆପଣଙ୍କୁ ଏହା ଦ୍ଵାରା ଲାଭବାନ ହେବେ । ଯାତ୍ରାରେ ଲାଭବାନ ହେବେ । ବାଧ୍ୟତାର ବଶବର୍ତ୍ତୀ ହୋଇ କିଛି କାମ କରନ୍ତୁ ନାହିଁ ।

ସିଂହ ରାଶି : ଧନ ଲାଭ ଘଟିପାରେ । ଅଭାବ ଏଡାଇପାରିବେ । ଭୟରୁ ମୁକ୍ତି ପାଇବେ । ସବୁ ଦିନର ଅନୁସନ୍ଧାନରେ ସଫଳ ହେବେ । ଯାତ୍ରାରେ କୌଣସି ବିଘ୍ନ ଘଟିବ ନାହିଁ । ଗୃହ କାମରେ ମନ ଦେବେ । ବିଚାର ବିଭ୍ରାନ୍ତ ଘାତିଳେ ମଧ୍ୟ ଆପଣ ଲାଭବାନ ହେବେ । ପରିବେଶ ବଦଳିଯିବ ।

ତୁଳା ରାଶି : କୌଣସି ପ୍ରତିଯୋଗିତାରେ ଭାଗ ନେଇପାରନ୍ତି । ପାରିବାରିକ ଜୀବନ ସୁଖରେ କଟିବ । ଚାକିରିରେ ଆଶାଜନକ ଫଳ ପାଇବେ । ଯାନବାହନର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ । କର୍ମ ଚଞ୍ଚଳ ରହିବେ । ସୁଖ, ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ଠିକ ରହିବ । ବନ୍ଧୁ ମେଳରେ ଦିନ କଟାଇବେ ।

ସିଂହ ରାଶି : ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାମରୁ ସଫଳତା ପାଇବେ । ଅଭାବ ଦୂରେଜୀବ । ବନ୍ଧୁ ମେଳରେ ସମ୍ମନିତ ହେବେ । ସାହାର୍ଯ୍ୟ ସହଯୋଗ ମିଳିବ । ଦେବା ଦର୍ଶନର ଆନନ୍ଦ ପାଇବେ । ଅଶାନ୍ତିର ଅବସର ଘଟିବ । ବିଭିନ୍ନ ଦିଗରୁ ସୁଖ ମିଳିପାରେ । ଆୟ ବୃଦ୍ଧି ପାଇଁ ଯୋଜନା ଘଟିବ ।

କୁମ୍ଭ ରାଶି : କୌଣସି ମୂଲ୍ୟବାନ ପୋଷାକ କ୍ରୟ କରିବେ । ପରିବାରରେ ସୁଖ ବଢିବ । ସମସ୍ତ ବାଧା ଦୂରେଇଯିବ । ବନ୍ଧୁ ମେଳରେ ଆନନ୍ଦ ପାଇବେ । ଉଶ୍ଚବରେ ଯୋଗ ଦେବେ । କାର୍ଯ୍ୟ ଦକ୍ଷତା ହେତୁ ସମ୍ମାନିତ ହେବେ । ପାରିବାରିକ ଶୃଙ୍ଖଳା ଘଟିପାରେ । ସବୁ କାର୍ଯ୍ୟରେ ଆଗେଇବେ ।

ମେଷ ରାଶି : ଆପଣଙ୍କୁ କାରୋବାର ଓ କ୍ଯାରିୟରରେ ଉତ୍ତମ ଲାଭ ହେବାର ସମ୍ଭାବନା ଅଛି । ନିଜ ପରିଜନ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାବେ । କିଛି ନା କିଛି ଅର୍ଥ ଲାଭ ମିଳିପାରେ । ଜରୁରୀ କାମରେ ଗତି ଆସିବ । ସୁଖ ସୁବିଧାକୁ ଉଚ୍ଚ କରିବାକୁ ଆର୍ଥିକ ପ୍ରୟାସ କରିବାକୁ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *