ଧନିଆ ସହ କଣ ଖାଇଲେ ଆଁଠୁ ଗଣ୍ଠି ବିନ୍ଧା ମୂଳରୁ ଭଲ ହୋଇଥାଏ ? 20+ GK Quiz

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ମଣିଷ ପରେ ସବୁଠାରୁ ବୁଦ୍ଧିମାନ ପଶୁ କେଉଁ ଜୀବ କୁ କୁହାଯାଏ ?

ଉତ୍ତର- ଶିମ୍ପାଜି ।

2- ଜଣେ ଲୋକ ହତ୍ୟା କରିଲେ କେତେ ଧାରା ଜାରି ହୋଇଥାଏ ?

ଉତ୍ତର- ଧାରା 302 ।

3- ଆକାଶରେ ଦେଖା ଯାଉଥିବା ତାରା ର ରଙ୍ଗ କେତେ ପ୍ରକାରର ହୋଇଥାଏ ?

ଉତ୍ତର- 3 ।

4- କେଉଁ ଦେଶର ନୋଟ ରେ ପ୍ରଭୁ ଶ୍ରୀରାମଙ୍କ ଫୋଟୋ ରହିଛି ?

ଉତ୍ତର- ନେଦରଲ୍ୟାଣ୍ଡ ।

5- ପାନ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ବଦହଜମି ।

6- କେଉଁ ଜୀବ ର କେବେ ବି ମୃତ୍ୟୁ ହୋଇ ନ ଥାଏ ?

ଉତ୍ତର- ଜେଲିଫିସ ।

7- କେଉଁ ଫଳ ଖାଇଲେ ଚୁଟି ଉପୁଡିବା ବନ୍ଦ ହୋଇଯାଏ ?

ଉତ୍ତର- ଅଁଳା ।

8- ଚନ୍ଦ୍ର ର ଆଲୋକ ପୃଥିବୀରେ ପଡିବାକୁ କେତେ ସମୟ ଲାଗିଥାଏ ?

ଉତ୍ତର- 9 ସେକେଣ୍ଡ ।

9- ହୀରା କୁ କାଟିବା ପାଇଁ କାହାର ବ୍ୟବହାର କରାଯାଏ ?

ଉତ୍ତର- ପାଣି ।

10- ଅନ୍ଧାରକଣା କେଉଁ ଭିଟାମିନ ଅଭାବରୁ ହୁଏ ?

ଉତ୍ତର- ଭିଟାମିନ-ଏ ।

11- କେଉଁ ଜୀବ ଉପରେ ମଦ ପକାଇଲେ ମରି ଯାଇଥାଏ ?

ଉତ୍ତର- ବିଛା ।

12- ଭାରତର ସୁପ୍ରିମ କୋର୍ଟ କେଉଁ ମସିହାରେ ସ୍ଥାପନ କରା ଯାଇଥିଲା ?

ଉତ୍ତର- 1950 ।

13- କେଉଁ ଖାଦ୍ୟ କେବେ ହେଲେ ଖରାପ ହୁଏ ନାହିଁ ?

ଉତ୍ତର- ମହୁ ।

14- କେଉଁ ରୋଗ ହେଲେ ମଣିଷର ଚୁଟି ଉପୁଡି ଥାଏ ?

ଉତ୍ତର- କ୍ୟାନ୍ସର ।

15- ଦୁରବିକ୍ଷଣ ଜନ୍ତ୍ର କିଏ ଉଦ୍ଭାବନ କରିଥିଲେ ?

ଉତ୍ତର- ହାନ୍ସ ଲିପାରେନ୍ସ ।

16- ଭାରତର କେଉଁ ରାଜୟରେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ?

ଉତ୍ତର- କେରଳ ।

17- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳିଆ ଫୁଲିଥାଏ ?

ଉତ୍ତର- ସୋଡା ।

18- କେଉଁ ଦେଶର 10ଟି ଗଛ ଲଗାଇଲେ ସରକାରୀ ଚାକିରି ମିଳିଥାଏ ?

ଉତ୍ତର- ଫିଲିପାଇନ୍ସ ।

19- କେଉଁ ଜୀବ ଶରୀରରେ ସବୁଠାରୁ ଅଧିକ ରକ୍ତ ଥାଏ ?

ଉତ୍ତର- ହାତୀ ।

20- ଧନିଆ ସହ କଣ ଖାଇଲେ ଆଁଠୁ ଗଣ୍ଠି ବିନ୍ଧା ମୂଳରୁ ଭଲ ହୋଇଥାଏ ?

ଉତ୍ତର- ମହୁ ଓ ଗୋଲମରୀଚ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *