କବାଟ ପାଖରେ ରଖନ୍ତୁ ନାହିଁ ଏହି 3ଟି ଜିନିଷ ନ ହେଲେ ହୋଇଯିବେ ଦରିଦ୍ର! Vastu Tips

ବନ୍ଧୁଗଣ ଶାସ୍ତ୍ର ରେ ଉଲେଖ ରହିଛି କୌଣସି ବ୍ୟକ୍ତି ଦେବୀ ଦେବତାଙ୍କ କୃପା ପାଇବାକୁ ଚାହୁଁ ଥିଲେ ଘରର କବାଟ ର ପବିତ୍ରତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ଘରର ମୁଖ୍ୟ ଦ୍ଵାର ବାସ୍ତୁ ଶସ୍ତ୍ର ଅନୁଯାୟୀ ହେବା ଉଚିତ । ନଚେତ ଏହାର କୁ-ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । ଘରର ମୁଖ୍ୟଦ୍ଵାର ରେ ହିଁ ପଜେଟିଭ ଊର୍ଜା ଦେବୀ ଦେବତା ଙ୍କ କୃପା ଗୃହକୁ ପ୍ରବେଶ କରିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଜିନିଷ ରହିଛି ଯାହାକୁ ଘରର କବାଟ ପାଖରେ ରଖିବା ଉଚିତ ନୁହେଁ । ଏହି ସବୁ ଜିନିଷ ରଖିବା ଦ୍ବାରା ଗରିବୀ ଆସିଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । କିଛି ଲୋକ ମାନେ ଘର ଆଗରେ ବା ମୁଖ୍ୟ ଦ୍ଵାର ନିକଟରେ ଗଛ ଲଗାଇଥାନ୍ତି । ଗଛ ଲଗାଇବା ଦ୍ଵାରା ଆଖ ପାଖର ବାତାବରଣ ଶୁଦ୍ଧ ହୋଇଥାଏ । କିନ୍ତୁ ଏମିତି ବି କିଛି ଗଛ ଅଛି ଯାହାକୁ ଘର ଆଗରେ ବା ଆଖ ପାଖରେ ଲଗାଇବା ଉଚିତ ନୁହେଁ ।

ଏହା ଦ୍ଵାରା ନେଗେଟିଭ ଶକ୍ତି ଘରକୁ ପରିବେଶ କରିଥାଏ ଓ ପଜେଟିଭ ଊର୍ଜା ନଷ୍ଟ ହୋଇଥାଏ । ଏଣୁ ଘରର ମୁଖ୍ୟ ଦ୍ଵାରା ରେ ବା ମୁଖ୍ୟ ଦ୍ଵାରା ରେ ସମାନ ରେ କଣ୍ଟା ଜାତୀୟ ଗଛ ଭୁଲରେ ରଖିବା ଉଚିତ ନୁହେଁ । ଏହି ଗଛ ରଖିବା ଦ୍ଵାରା ଘରୁ ପଜେଟିବା ଶକ୍ତି ଚାଲି ଯାଇଥାଏ ଓ ନେଗେଟିଭ ଶକ୍ତି ପ୍ରବେଶ କରିଥାଏ । ଏମିତି କି କ୍ଷୀର ଜାତୀୟ ଗଛ ମଧ୍ୟ ଘର ଆଗରେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଖରାପ ଶକ୍ତି ଗୃହକୁ ପ୍ରବେଶ କରିଥାଏ ।

ଏହା ସହ ଘରର ମୁଖ୍ୟଦ୍ଵାର ଆଗରେ ବା କବାଟ ପାଖରେ ଭଙ୍ଗା ଖଟ ବ ପଲଙ୍କ ରଖିବା ଉଚିତ ନୁହେଁ । ଏମିତିକି ଭଙ୍ଗା ଚେୟାର ମଧ୍ୟ ରଖିବା ଉଚିତ । ଭାଙ୍ଗି ଯାଇଥିବା କୌଣସି ବି ଜିନିଷ ଘରର ମୁଖ୍ୟ ଦ୍ଵାର ପାଖରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଖରାପ ଶକ୍ତି ର ବାସ ହୋଇଥାଏ । ଓ ଘରକୁ ନେଗେଟିଭ ଊର୍ଜା ପ୍ରବେଶ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାରା ନିକଟରେ ଭଙ୍ଗା ବାସନ ରଖିବା ମଧ୍ୟ ଉଚିତ ହୋଇ ନ ଥାଏ ।

କୁହାଯାଏ ଘରର ମୁଖ୍ୟ ଦ୍ଵାରା ନିକଟରେ ଭଙ୍ଗା ବାସନ ରଖିବା ଦ୍ଵାରା ଦେବୀ ଦେବତା ରୁଷ୍ଟ ହୋଇଥାନ୍ତି । ଶନିଦେବଙ୍କ କୁ-ଦ୍ରୁଷ୍ଟି ମଧ୍ୟ ପଡିଥାଏ । ଭଙ୍ଗା ବାସନ କି ଭଙ୍ଗା ପ୍ଳେଟ ଘର ଆଗରେ ରଖିବା ଉଚିତ ନୁହେଁ । ନଚେତ ଏହାର କୁ-ପ୍ରଭାବ ଘର ଓ ପରିବାର ଲୋକଙ୍କ ଉପରେ ପଡିଥାଏ । ମୁଖ୍ୟ ଦ୍ଵାରା ଆଗରେ ଏହି ସବୁ ଜିନିଷ ଭୁଲରେ ବି ରଖିବା ଉଚିତ ନୁହେଁ । ଏହି କଥା ପ୍ରତି ଧ୍ୟାନ ଦେଲେ ଜୀବନରେ ସୁଖ ସମୃଦ୍ଧି ଧନ ସମ୍ପତି ର ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *