ଧନତେରସ ଦିନ ଲୁଣ ଡବା ରେ ରଖି ଦିଅନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ତା ପରେ ଚମତ୍କାର…

ବନ୍ଧୁଗଣ ଧନତେରସ ଦିନ ଲୁଣ ର ଖାସ ଉପାୟ ବହୁତ ଲାଭଦାୟକ ହୋଇଥାଏ । ଲୁଣ ର ମହତ୍ଵ ଆମ ଜୀବନରେ ଅଧିକ ରହିଥାଏ । କାରଣ ଲୁଣ ବିନା ଖାଦ୍ଯର କିଛି ସ୍ଵାଦ ନ ଥାଏ । ସେହିପରି ଜୀବନର ମଧ୍ୟ କିଛି ସ୍ଵାଦ ନ ଥାଏ ଯଦି ଲୁଣ ନ ଥାଏ । ଆଜି ଆମେ ଲୁଣର କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣଙ୍କୁ ଧନତେରସ ଦିନ କରିବାକୁ ପଡିବ । ଏହା ସହ 11 ଟଙ୍କାର ଏକ ଚମତ୍କାର ଉପାୟ ଅଛି ଯାହାକୁ କରିଲେ ଆପଣଙ୍କ ଜୀବନ ପୂରାପୂରି ବଦଳିଯିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଲୁଣକୁ ଚନ୍ଦ୍ରମା ଓ ଶୁକ୍ରଙ୍କର ପ୍ରତୀକ ମାନାଯାଏ । ଧନତେରସ ଦିନ ଗୋଟେ କଳା ଲୁଣ ଡବା ଆଣନ୍ତୁ । ଏହାକୁ ଆଣି ଲାଲ କପଡା ରେ ବାନ୍ଧି ଘରର କୌଣସି କୋଣରେ ରଖନ୍ତୁ । ଏହା ଦ୍ଵାରା ନେଗେଟିଭ ଶକ୍ତି ସମାପ୍ତ ହେବ । ଯେବେ ଲୁଣର ରଙ୍ଗ ବଦଳିଯିବ ତାହାକୁ ସଫା କରନ୍ତୁ । ତାପରେ ସେହି ଡବା ରେ ଭଲ ଲୁଣ ରଖନ୍ତୁ । ଗୁରବାରକୁ ଛାଡି ଅନ୍ୟ ଯେ କୌଣସି ଦିନ ପାଣିରେ ଲୁଣ ପକାଇ ଘରେ ପୋଛା ଲଗାନ୍ତୁ ।

ଏହା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇ ବାତାବରଣ ପବିତ୍ର ହୋଇଯିବ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ । ଭୋଜନ ପ୍ରସ୍ତୁତ କରିବା ବେଳେ ଲୁଣକୁ ତଳେ ପକାଇବା ଉଚିତ ନୁହେଁ । ଲୁଣ ଡବାରେ କିଛି ଲବଙ୍ଗ ପକାଇ ରଖିଲେ ଏହା ପବିତ୍ର ରହିଥାଏ । ଏହି ଉପାୟକୁ ଧନତେରସ ବା ଦୀପାବଳି ଦିନ କରିଲେ ଘରର ନେଗେଟିଭ ଶକ୍ତି ନଷ୍ଟ କରି ଦିଏ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲେ, ଧନ ସମସ୍ଯା ଥିଲେ ଏହି ଉପାୟକୁ କରନ୍ତୁ । ଗୋଟେ ଗ୍ଲାସରେ ପାଣି ନେଇ ଏକ ଚାମଚ ଲୁଣ ପକାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ । ଏହା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଘରର ବାଥରୁମ ରେ କାଚ ପାତ୍ରରେ ଲୁଣ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ଅସାନ୍ତି ଓ ଅସୁବିଧା ଦୂର ହେବ ।

ଧନତେରସ ବା ଦୀପାବଳି ଦିନ 11 ଟଙ୍କାରେ ଏହି ଖାସ ଜିନିଷ ନିଶ୍ଚୟ କିଣି ଆଣନ୍ତୁ । ତେବେ ସେହି ଜିନିଷ ଟି ହେଉଛି ଧନିଆ କିଣି ଆଣନ୍ତୁ । ଧନିଆ କୁ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କାରଣରୁ । ଏହା ଦ୍ଵାରା ଆପଣଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ । ଏହି ଧନିଆ କୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ । ଏହା ଛଡା 11 ଟଙ୍କାର ବତାସ ଭୋଗ ନେଇ ଆସି ମା ଲକ୍ଷ୍ମୀ ଙ୍କୁ ଭୋଗ ଲଗାନ୍ତୁ ।

ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଖାଇବା ପରେ ଦକ୍ଷିଣ ମୁଖ କରି ଦୀପ ଜଳାଇଲେ ଅକାଳ ମୃତ୍ୟୁ ର ଭୟ ରୁହେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *