ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳି ଯିବ… Healthy Tips

ବନ୍ଧୁଗଣ ଯଦି ଆପଣ କାଶ କଫ ଭଳି ସମସ୍ଯା ପାଇଁ ଚିନ୍ତାରେ ଅଛନ୍ତି ତେବେ 3 ଦିନ ଏହି ରେମେଡି ର ସେବନ କରି ଦେଖନ୍ତୁ । ଆଦି ଆପଣଙ୍କ ଛାତିରେ କଫ ଜମି ଯାଇଛି ତାହା ସଂପୂର୍ଣ୍ଣ ବାହାରିଯିବ । ଥଣ୍ଡା କାରଣରୁ ଛାତିରେ କଫ ଜମିଯାଏ । ଆଜି ଆମେ ଆପଣଙ୍କ ସହ ଚମକତ୍କାରୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏବେ ଆସନ୍ତୁ ଜାଣି ନେବା ଏହା କେମିତି ତିଆରି କରିବା ଓ ଏହାର ସେବନ କିପରି କରିବା ।

ଏହି ରେମେଡି ତିଆରି କରିବା ଆବଶ୍ୟକ ଅଛି ତୁଳସୀ ପତ୍ର, ଅଦା । ଏହା ପରେ ଦୁଇ କପ ପାଣି ନିଅନ୍ତୁ । ଏହାକୁ ଆପଣ ତିଆରି କରି 3 ଦିନ ଯାଏଁ ସେବନ କରି ପାରିବେ । ଅଦା ଖଣ୍ଡ ରୁ ଚୋପା ଛଡାଇ ଏହାକୁ ପିସ ପିସ କରି କାଟି ଦିଅନ୍ତୁ । ଏହା ପରେ ପାଣିରେ ଅଦା ପକାଇ ଦିଅନ୍ତୁ । ଏହା ପରେ ଦ୍ଵିତୀୟ ସାମଗ୍ରୀ ହେଉଛି ତୁଳସୀ ପାତ୍ର । ଯଦି ଆପଣଙ୍କ ପାଖରେ ତୁଳସୀ ର ବଡ ପତ୍ର ଅଛି ତେବେ 2ଟି ଏବଂ ଛୋଟ ଥିଲେ 3ରୁ 4ଟି ପକାନ୍ତୁ ।

ଏବେ ଏଥିରେ ତେଜପତ୍ର ପକାନ୍ତୁ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏବେ ଗୋଟେ ଲବଙ୍ଗ ପକାନ୍ତୁ । ମନେ ରଖନ୍ତୁ ଲବଙ୍ଗ ରେ ଫୁଲ ଥିବା ଜରୁରୀ । ଏବେ 1ରୁ 2ଟି ଗୋଲମରୀଚ ପକାନ୍ତୁ । ଏହା ଆପଣଙ୍କ ଛାତିରୁ କଫ ବାହାର କରିବା ସହ ପେଟ ଗରମ ରଖିବ । ଏଥିରୁ ଆପଣଙ୍କୁ ଚମତ୍କାରୀ  ଫାଇଦା ଦେଖିବାକୁ ମିଳିବ ।

ଏହା ଅନେକ କ୍ଷେତ୍ରରେ ଶରୀର ପାଇଁ ଲାଭଦାୟକ ଅଟେ । କଫ ଭଳି ସମସ୍ଯା ଥିଲେ ଏହା ରାମବାଣ ଭଳି କାମ କରିବ । ପାଣି କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଏକ ଗ୍ଳାସ ନ ହୋଇଛି । ଏହା ପରେ ପାଣି ଛାଣି ନିଅନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାର ସେବନ କରନ୍ତୁ । ଥଣ୍ଡା, କାଶ, କଫ ସମସ୍ଯା ଦୂର କରିବା ପାଇଁ ଡ୍ରିଂକ ରେ ଏକ ଚାମଚ ମହୁ ବା ଗୁଡ ଆଡ କରନ୍ତୁ ।

ଏବେ ଆପଣ ସକାଳୁ ଚାହା ବଦଳରେ ଥରେ ସେବନ କରନ୍ତୁ । ଏହାକୁ ଆପଣ ଦିନକୁ 2 ଥର ସେବନ କରି ପାରିବେ । ଯଦି ସମୟ ହେଉ ନାହିଁ ତେବେ ଦିନକୁ 1 ଥର ସେବନ କରନ୍ତୁ । ଅଧିକ କଫ ଥିଲେ 3 ଦିନ ଲଗାତାର ଏହାର ସେବନ କରନ୍ତୁ । ଯଦି ଆପଣ ଚାହୁଁ ଛନ୍ତି କଫ ସମସ୍ଯା ନ ହେଉ ତେବେ ଥଣ୍ଡା ଜିନିଷ ଅଧିକ ସେବନ କରନ୍ତୁ ନାହିଁ ।

ଫ୍ରିଜ ରୁ କାଢିବା ପରେ ଖାଦ୍ୟ ପଦାର୍ଥ ତୁରନ୍ତ ଖାଆନ୍ତୁ ନାହିଁ । ଏହି ରେମେଡି ର ସେବନ ଦ୍ଵାରା ଗଳା ରେ ଥିବା ସମସ୍ଯା ମଧ୍ୟ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *