ଭାଗ୍ୟଶାଳୀ ପୁରୁଷ ଙ୍କୁ ମିଳିଥାଏ ଏହି 3ଟି ନାମର ସ୍ତ୍ରୀ-Jyotish Shastra

ବନ୍ଧୁଗଣ ଆମେ ସବୁ ଜାଣିଛୁ ବ୍ଯକ୍ତିର ରାଶି ମାଧ୍ୟମରେ ତାର ଆଗାମୀ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ବ୍ୟକ୍ତି ଜୀବନରେ ସଫଳତା ପାଇବା କି ନାହିଁ ତାହା ତାର ଜନ୍ମ କୁଣ୍ଡଳୀ ଓ ରାଶି ର ଆଧାରରେ ଜଣା ପଡିଥାଏ । କିନ୍ତୁ ନାମର ପ୍ରଥମ ଅକ୍ଷର ମଧ୍ୟ ବହୁତ କିଛି କହିଥାଏ । କୌଣସି ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ତାର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭାଗ୍ୟଶାଳୀ ପୁରୁଷଙ୍କୁ କେଉଁ 3ଟି ନାମର ସ୍ତ୍ରୀ ମିଳିଥାନ୍ତି ।

1- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ R ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କର ମଧୁର ବାଣୀ ଦ୍ଵାରା ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ଯେଉଁ ପୁଅ ବିବାହ କରିଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ନିଜ ସାଥିଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏହି ନାମାର ଝିଅ ଙ୍କୁ ବିବାହ କରିବା ଭାଗ୍ୟ ରେ ଥିଲେ ମିଳେ ।

2- S ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ହୃଦୟ ବି କୋମଳ ହୋଇଥାଏ । ଏମାନେ ଯେଉଁ ମାନଙ୍କୁ ବିବାହ କରିଥାନ୍ତି ସେମାନେ ଭାଗ୍ୟବାନ ସାବ୍ୟସ୍ତ ହୋଇଥାନ୍ତି । ଏହି ନାମର ଝିଅ ମାନେ ଜୀବନ ସାଥିଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କେବେ ଧୋକା ଦିଅନ୍ତି ନାହିଁ । ଏମାନେ ପ୍ରତେକ ଟି କଥା ନିଜ ସାଥିଙ୍କ ସହ ସେୟାର କରିଥାନ୍ତି । ଯଦି ଆପଣଙ୍କ ଲାଇଫରେ ଏମିତି ନାମର ଝିଅ ମାନେ ଅଛନ୍ତି ତେବେ ଆପଣ ନିଶ୍ଚୟ ଭାଗ୍ୟଶାଳୀ ଅଟନ୍ତି ।

3- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ରାଗି ସ୍ଵଭାବର ହୋଇଥାନ୍ତି । କିନ୍ତୁ ବହୁତ ଜଲ୍ଦି ଏମାନେ ମାନି ଯାଇଥାନ୍ତି । ଏମାନଙ୍କୁ ଜୀବନ ସାଥି ବହୁତ କଷ୍ଟ ରେ ମିଳିଥାଏ । ଏମାନେ ନିଜ ସାଥୀଙ୍କୁ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କର ଲକ୍ଷ୍ୟ ବହୁତ ମଜବୁତ ହୋଇଥାଏ ।

ଏମାନେ ନିଜ ସାଥିଙ୍କ ସହ ପରିବାର ର ମଧ୍ୟ କେୟାର ନେଇଥାନ୍ତି । ଏମାନେ ଯେବେ କାହାକୁ କଥା ଦେଇଥାନ୍ତି ତାହା ନିଶ୍ଚୟ ପୂରଣ କରନ୍ତି । ଏମାନେ ଜୀବନ ସାଥିଙ୍କ ଖୁସି ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପ୍ରତେକ ଜିନିଷ ର କେୟାର ନେଇଥାନ୍ତି । ତେଣୁ କୁହାଯାଏ ଏହି ନାମର ଝିଅ ଙ୍କୁ ବିବାହ କରିବା ବହୁତ କିସ୍ମତ ର କଥା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *