ଜୀବନରେ କେବେ ବି ଖୁସି ରେ ରହିପାରନ୍ତି ନାହିଁ ଏହି 3 ନାମର ଝିଅ ମାନେ- Jyotisha Shastra

ବନ୍ଧୁଗଣ ଜୀବନରେ ବିବାହ ବା ପ୍ରେମ ଅତୁଟ ବନ୍ଧନ ହୋଇଥାଏ । ପ୍ରତେକ ବ୍ୟକ୍ତିଙ୍କର ଇଚ୍ଛା ଥାଏ କି ସେମାନଙ୍କର ସମ୍ପର୍କ ଅତୁଟ ରହୁ । ଅନେକ କ୍ଷେତ୍ରରେ ଦେଖାଯାଏ ଝିଅ ବା ମହିଳା ସ୍ବାମୀଙ୍କ ଠାରୁ କେବେ ସନ୍ତୁଷ୍ଟ ପାଆନ୍ତି ନାହିଁ । ଏଭଳି ମହିଳା ବା ଝିଅ ମାନେ ନିଜ ସ୍ବାମୀଙ୍କ ଉପରେ କେବେ ବି ଖୁସି ହୁଅନ୍ତି ନାହିଁ । ଯାହା ପାଇଁ ସେମାନେ ସାରା ଜୀବନ ଦୁଃଖୀ ରହିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି 3ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜୀବନରେ କେବେ ବି ଖୁସି ରୁହନ୍ତି ନାହିଁ । ଏମାନେ ସ୍ବାମୀଙ୍କ ଠାରୁ ସନ୍ତୁଷ୍ଟ ଲାଭ କରନ୍ତି ନାହି । 1- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ K ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସହନଶୀଳ ହେବା ସହ ଘର ପରିବାରକୁ ଭଲ ଭାବେ ଚଳାଇଥାନ୍ତି ।

ଏମାନେ ନିଜ ସାଥୀଙ୍କୁ ତାଙ୍କର ଦାୟିତ୍ଵ ବୁଝାଇବାରେ ପାରଙ୍ଗମ ହୋଇଥାନ୍ତି । କିନ୍ତୁ ଏମାନେ ନିଜର କଥା ଲୁଚାଇବାରେ ମାହିର ହୋଇଥାନ୍ତି । ଏମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି । ଏହି କାରଣରୁ ଏମାନେ ସ୍ବାମୀଙ୍କ ସହ ଚର୍ଚ୍ଚା କରନ୍ତି କିନ୍ତୁ ସ୍ଵାମୀ ଏ ସବୁକୁ ଇଗନୋର କରନ୍ତି । ସେଥିପାଇଁ ଏମାନେ ସାରା ଜୀବନ ଦୁଃଖୀ ରହିଥାନ୍ତି ।

2- P ନାମର ଝିଅମାନେ : ଯେଉଁ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପରିଶ୍ରମ ହୋଇଥାନ୍ତି କିନ୍ତୁ ନିଜକୁ ହିଟଲର ଠାରୁ କମ ଭାବନ୍ତି ନାହିନ । ଏମାନଙ୍କର ସ୍ଵାମୀ ଏମାନଙ୍କୁ ନ ପଚାରି କିଛି କାମ କରିଲେ ସେମାନେ କଳହ କରିଥାନ୍ତି । ଏମାନେ ଘରକୁ ସଜାଡି ରଖିଥାନ୍ତି । ସ୍ବାମୀଙ୍କ ସହ ସପିଙ୍ଗ କରିବାକୁ ପସନ୍ଦ କରିଥାନ୍ତି । ଯଦି ଏମିତି ନ ହୁଏ ତେବେ ରାଗି ଯାଇଥାନ୍ତି । ଏମାନେ କିଛି ହିସାବ ଦେବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ନିଜ ସାଥିଙ୍କ ଠାରୁ ହିସାବ ରଖିବାରେ ମାହିର ରଖିଥାନ୍ତି । ଏହି କାରଣରୁ ଏମାନେ ଦୁଃଖୀ ରହିଥାନ୍ତି ।

3- S ନାମର ଝିଅମାନେ : ଯେଉଁ ମାନଙ୍କର ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ଅହଙ୍କାରୀ ହୋଇଥାନ୍ତି । ଅନ୍ୟ କୁ ନିଦା କରିବା, ଅପଶବ୍ଦ କହିବା, ପ୍ରେମ ପ୍ରତିୟ ବିଶ୍ଵସ୍ତ ନ ହେବା ଏମାନଙ୍କର ଲକ୍ଷଣ ହୋଇଥାଏ । ଏମାନେ ବହୁତ ସାହସୀ, ନିଷ୍ଠାବାନ ଓ ସହନଶୀଳତା ହୋଇଥାନ୍ତି । ଏମାନଙ୍କର ଭୁଲ ଧାରଣ ରହିଥାଏ କି ତାଙ୍କ ପରିବାର ସନ୍ତୁଷ୍ଟ ରହିଥାନ୍ତି ତାଙ୍କ ଉପରେ । କିନ୍ତୁ ଏମାନେ ନିଜ ପରିବାର ଉପରେ କେବେ ସନ୍ତୁଷ୍ଟ ରୁହନ୍ତି ନାହିଁ ।

ଯେଉଁ କାରଣରୁ ଏମାନଙ୍କର ପରିବାରରେ କିଛି ବି ଇଜ୍ଜତ ରୁହେ ନାହିଁ । ଏମାନେ ପ୍ରଶଂସା ଶୁଣିବାକୁ ଚାହିଁ ବସିଥାନ୍ତି । ଏହି କାରଣରୁ ସତ କହୁଥିବା ଲୋକଙ୍କ ସହ ଏମାନଙ୍କର ପଡେ ନାହିଁ । ଆଉ ସାରା ଜୀବନ ଦୁଃଖରେ ବିତାଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *