ଆମିଷ ଖାଇଲେ କଣ ହୁଏ ? Acharjya Arun

ବନ୍ଧୁଗଣ ଆଜିକାଲି ଆମିଷ ଖାଇବାକୁ କିଏ ବା ନ ଇଚ୍ଛା କରେ । ଆମିଷ ଦେଖିବା ମାତ୍ରେ ପାଟି ରୁ ଲାଳ ବାହାରି ଆସେ । ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ପ୍ରତେକ ଦିନ ଆମିଷ ଖାଇବାକୁ ଭଲ ପାଇଥାନ୍ତି । ଆମିଷ ନ ହେଲେ ସେମାନେ ଖାଦ୍ୟ ଖାଉ ନାହାନ୍ତି । କିନ୍ତୁ ଆମିଷ ଖାଇବା ଦ୍ଵାରା ଆମ ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ ତାହା କେହି କେବେ ଭାବି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ ଆମିଷ ଖାଇଲେ କଣ ହୁଏ ।

ତେବେ ଏ ନେଇ ଆଚାର୍ଯ୍ୟ ଅରୁଣ ଏକ ସୁନ୍ଦର କାହାଣୀ କହିଛନ୍ତି । କାହାଣୀ ଅନୁଯାୟୀ ଗୋଟେ କୁକୁର ଥରେ ମାଂସ ହାଡ କୁ ଦେଖିବା ପରେ ତାର ଲୋଭ ଆସିଲା । ଏହାପରେ କୁକୁର ଟି ହାଡ ଖଣ୍ଡ କୁ ଧରି ଅନେକ ବାଟ ଯାଏଁ ଗଲା । ଯାହା ଫଳରେ କୁକୁର ପାଟି ରେ ରକ୍ତ ଚାରି ଆଡେ ହୋଇଗଲା । ହାଡ ରେ ଥିବା କଣ୍ଟା କୁକୁର ର ମୁହଁ ରୁ ଆଘାତ କରି ଦେଲା ।

କିନ୍ତୁ କୁକୁର ଭାବୁ ଥାଏ ହାଡ ର ରକ୍ତ ବାହରୁଛି ଯାହା ପାଇଁ ସେତେ ସ୍ଵାଦ ଆସୁଛି । ହେଲେ କୁକୁର ଜାଣିପାରିଲା ନାହିଁ ତା ପାଟିରୁ ରକ୍ତ ବାହାରୁଛି । ଶେଷରେ କୁକୁର ଟି ବହୁତ କଷ୍ଟ ପାଇଲା । ତେବେ ଷଡଜନ ଏମାନେ ଏଠାରେ ଟିକି କହିବୁ ଯେଉଁ ଜୀବ ମାନେ ଆମିଷ ଖାଉଛନ୍ତି ସେମାନେ ହିଂସ୍ର ଅଟନ୍ତି । ଯେମିତି ବାଘ, ସାପ ଇତ୍ୟାଦି । ଅନ୍ୟ ଶାକାହାରୀ ପ୍ରାଣୀ ମାନେ ଯେମିତି ହାତୀ ଇତ୍ୟାଦି ଯେଉଁ ମାନେ ଗଛପତ୍ର ଖାଆନ୍ତି ସେମାନେ ହିଂସ୍ର ନୁହନ୍ତି ।

ଆମିଷ ଖାଉଥିବା ପ୍ରାଣୀ ଚାଟି ଚାଟି ପାଣି ପିଅନ୍ତି । ଆଉ ଶାକାହାରୀ ପ୍ରାଣୀ ମୁହଁ ବୁଡାଇ ପାଣି ପିଅନ୍ତି । ସେହି ଆଧାରରେ ମଣିଷ ଶରୀର ଆମିଷ ଖାଇବା ପାଇଁ ଉପଯୁକ୍ତ ନୁହେଁ । ଆମିଷ ଖାଉଥିବା ପ୍ରାଣୀ ବିବେକହୀନ ହୋଇଥାଏ । ଯେବେ ମଣିଷ ଆମିଷ ସେବନ କରେ ଅନେକ ପ୍ରକାରର ରୋଗ ହେବ ସହ ବିବେକ ବିଚାର କାମ କରେନି ।

ମଣିଷ ଆମିଷ ଖାଇଲେ ପଶୁ ତୁଲ୍ୟ ସମାନ ହୋଇଯାଏ । ତେଣୁ ସର୍ବଦା ଶାକାହାରୀ ଖାଦ୍ଯ ଗ୍ରହଣ କରିବା ଉଚିତ । ମଣିଷ ଶରୀରର ଯୋଗ୍ୟତା ନାହିଁ ଆମିଷ ଖାଇବା ପାଇଁ । କିନ୍ତୁ ଆଜିକାଲି ମଣିଷ ଲୋଭ ଗ୍ରସ୍ତ ହୋଇ ଆମିଷ ଭୋଜନ କରୁଛି । ଆମିଷ ଭକ୍ଷଣ ହିଁ ମଣିଷ କୁ ଦୁଃଖ ଦେଇଥାଏ । କୌଣସି ଜୀବ କୁ ହତ୍ୟା କରି ତାର ମାଂସ ଖାଇବା ଅନୁଚିତ ।

କାରଣ ଜୀବ କୁ ଯେତେ କଷ୍ଟ ହୋଇଥାଏ ତାହା ମଣିଷ ଟି ଅନୁଭବ କରିପାରେ ନାହିଁ । ତେଣୁ କୌଣସି ପ୍ରାଣୀ ର ମାଂସ କୁ ମଣିଷ ଖାଇବା ଅନୁଚିତ । ସବୁବେଳେ ଶାକାହାରୀ ଖାଦ୍ୟ ଖାଇଲେ ମଣିଷ ଶରୀର ସୁସ୍ଥ ଓ ନିରୋଗ ରହିବ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *