ଯଦି ସ୍ଵପ୍ନ ରେ ସାପ ଦେଖନ୍ତି ତେବେ ମିଳିଥାଏ ଏହି ସଂକେତ, ଭୁଲରେ ବି କାହାକୁ କୁହନ୍ତି ନାହିଁ

ବନ୍ଧୁଗଣ ଆମେ ସମସ୍ତେ ସ୍ଵପ୍ନ ଦେଖିଥାଉ । କେବେ ସୋଇଥିବା ଅବସ୍ଥାରେ ତ ଆଉ କେବେ ଚାହିଁ ଥିବା ଅବସ୍ଥାରେ ଦେଖିଥାଉ । ପ୍ରତେକ ସ୍ଵପ୍ନ ନିଜ ନିଜ ଭିତରେ ବହୁତ ଖାସ ହୋଇଥାଏ । ପ୍ରତେକ ସ୍ଵପ୍ନ ର ବିଶେଷ କାରଣ ବି ରହିଥାଏ । ସ୍ଵପ୍ନ ଦେଖିବାର କିଛି ନା କିଛି ସଂକେତ ଦେଇଥାଏ । ସ୍ଵପ୍ନ ରେ ଦେଖାଜୁଥିବା ବସ୍ତୁ ଗୁଡିକ ଆମେ ଜାଣିପାରି ନ ଥାଉ । ଯାହା ଫଳରେ କ୍ଷତି ଘଟିଥାଏ । ପଶୁପକ୍ଷୀ ମଧ୍ୟ ସ୍ଵପ୍ନରେ ବିଶେଷ ସଂକେତ ଦେଇଥାନ୍ତି ।

ଏହି ସଂକେତ ଶୁଭ ଓ ଅଶୁଭ ହୋଇଥାଏ । ଆଜି ଆମେ ଜାଣିବା ସାପ କୁ ସ୍ଵପ୍ନରେ ଦେଖିଲେ କେଉଁ ସଂକେତ ମିଳିଥାଏ । ୧- ଯଦି ଆପଣ ସ୍ଵପ୍ନରେ ମରିଥିବା ସାପ ଦେଖୁଛନ୍ତି ତେବେ ଜୀବନରୁ ବାଧା, ସଙ୍କଟ ବହୁତ ଜଲ୍ଦି ଦୂର ହୋଇଯିବ ।

୨- ସ୍ଵପ୍ନରେ ସାପକୁ ଧରିବାର ଦେଖିଲେ ଶୁଭ ସଂକେତ ଅଟେ । ଏହାର ଅର୍ଥ କି ଭବିଷ୍ୟତରେ ଆପଣ ନିଜର ପରିଶ୍ରମରେ ବହୁତ ଧନ ସମ୍ପତି ପ୍ରାପ୍ତ କରିବେ ।

୩- ସ୍ଵପ୍ନରେ ସାପ ଉଡୁଥିବାର ଦେଖାଯାଏ ତେବେ ଏହା ଉନ୍ନତି ଓ ପ୍ରଗତିର ପ୍ରତୀକ ହୋଇଥାଏ ।

୪- ସ୍ଵପ୍ନରେ ବାରମ୍ବାର କଳା ରଙ୍ଗର ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ ଆମ ଉପରେ କାଳସର୍ପ ର ଦୋଷ ଅଛି । ସ୍ଵପ୍ନରେ ସବୁଜ ରଙ୍ଗର ସାପ ଦେଖାଗଲେ ନିକଟ ଭବିଷ୍ୟତରେ ହେବାକୁ ଥିବା ଭଲ ଖବର ଆଡକୁ ଇସାରା ଦେଇଥାଏ ।

୫- ସ୍ଵପ୍ନରେ ଧଳା ରଙ୍ଗର ସାପ ଦେଖିଲେ ଶୁଭ ସଂକେତ ହେବ ସହ ଧନର ପ୍ରାପ୍ତି ହୋଇଥାଏ ।

୬- ସ୍ଵପ୍ନ ରେ ଯଦି ସାପ କାହାକୁ ଦେଖିକି ଭୟ କରି ପଳାୟନ କରିଥାଏ ତେବେ ଏହାର ଅର୍ଥ ଅଶୁଭ ହୋଇଥାଏ । ସତୃଙ୍କ ଠାରୁ ସତର୍କ ରହିବାର ଅଛି ।

୭- ଯଦି ସାପ ସ୍ଵପ୍ନରେ କାମୁଡୁଛି ବା ଗୋଡାଉଥିବା ତେବେ ଅଶୁଭ ଘଟଣାର ସୂଚନା ଦେଇଥାଏ ।

୮- ସ୍ଵପ୍ନରେ ନାଗ ନାଗୁଣୀରେ ଯୋଡା ଦେଖନ୍ତି ତେବେ ଏହାର ଅର୍ଥ ପୂର୍ବଜ ମାନେ ଆମକୁ କିଛି ସଂକେତ ଦେଇଛନ୍ତି କି ଆମକୁ ଆମର କୁଳ ଦେବତା ବା ଦେବୀଙ୍କର ଉପସନା କରିବା ଦରକାର ।

୯- ଯଦି ସ୍ଵପ୍ନରେ ଆପଣ ସାପ ର ଛୁଆ ଦେଖନ୍ତି ତେବେ ଅନେକ ସାରା ଚିନ୍ତାର ସାମ୍ନା କରିବାକୁ ପଡିପାରେ ।

୧୦- ସ୍ଵପ୍ନରେ ଯଦି ସାପ ଓ ନେଉଳ ଲଢେଇ ଦେଖନ୍ତି ତେବେ ଆପଣଙ୍କ ଆଗରେ ଗୁପ୍ତ ଶତ୍ରୁ ର ବିଲୋପ ହେବ ।

୧୧- ଯଦି ସ୍ଵପ୍ନରେ ସାପ ଶିବଲିଙ୍ଗ ଉପରେ ସୋଇଥିବାର ଦେଖାଯାଏ ବା ଗୁଡାଇ ହେଉଥିବାର ଦେଖାଯାଏ ତେବେ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । କୌଣସି ବିଶେଷ ଇଚ୍ଛା ପୂରଣ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *