ଦୀପାବଳି ଦିନ ତୁଳସୀ ରେ ବାନ୍ଧନ୍ତୁ ଏହି 1 ଜିନିଷ, 24 ଘଣ୍ଟା ରେ କୋଟିପତି…

ବନ୍ଧୁଗଣ ନଭେମ୍ବର 12 ରବିବାରରେ ପବିତ୍ର ଦୀପାବଳି ପର୍ବ, ଶ୍ୟାମକାଳୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ଭଲ ଦିନ ମାନାଯାଏ । ଏହି ଦିନ ମା ଲକ୍ଷ୍ମୀ ଧରା ପୃଷ୍ଠରେ ଅବତରଣ କରିଥାନ୍ତି । ଏହି ଦିନ ଗଛ ଲତା ଜାଗୃତ ଅବସ୍ଥାରେ ରହିଥାନ୍ତି । ସେଥିପାଇଁ ଏହି ଦିନ ତୁଳସୀ ଗଛରେ ଗୋଟେ ଜିନିଷ ବାନ୍ଧିଲେ ହଜାର ଗୁଣା ଧନ ବୃଦ୍ଧି ହୋଇଥାଏ । ଓ ସବୁ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

ନିୟମିତ ଭାବେ ତୁଳସୀ ଗଛର ପୂଜା କରିଲେ ଲାଭ ଅବଶ୍ୟ ମିଳିଥାଏ । ତୁଳସୀ ଗଛ ତଳେ ଏହି ଜିନିଷ ବାନ୍ଧିଲେ ଓ ଉପାୟ କରିଲେ ମା ବୃନ୍ଦାବତୀ ଙ୍କ କୃପା ମିଳିଥାଏ । ଆସନ୍ତୁ ଜାଣିବା ସମୁର୍ଣ୍ଣ ବିବରଣୀ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରାଭରା ରହିଥାଏ ସେହି ଘରେ ସୁଖ ଶାନ୍ତି ସମୃଦ୍ଧି ବଢିଥାଏ । ଭଗବାନ ବିଶୁଣୁ ଙ୍କ ପୂଜା ଓ ଭୋଗରେ ତୁଳସୀ ରହିବା ଉଚିତ ହୋଇଥାଏ ।

ଘରେ ସୁଖ ଶାନ୍ତି ବଜାୟ ରହିବା ପାଇଁ ତୁଳସୀ ମାତାଙ୍କୁ ଚୂନରୀ ଚଢାଇବା ଉଚିତ । ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଅଫଳରେ ପାପ, ଦୁଃଖ ଦୂର ହୋଇଥାଏ । ଦୀପାବଳି ଦିନ ଜଳରେ କିଛି କ୍ଷୀର ମିଶାଇ ତୁଳସୀଙ୍କୁ ଅର୍ପଣ କରିଲେ ଭଗବାନ ବିଶୁଣୁ ଙ୍କ କୃପା ମିଳିଥାଏ । ଏହି ଉପାୟ ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଧନର ଲାଭ ହୋଇଥାଏ । ଏହି ଉପାୟକୁ ଗୁରୁବାର ଦିନ କରିଲେ ଜାତକରେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ।

ଦୀପାବଳି ଦିନ ବା କେଉଁ ବି ଗୁରୁବାର ଦିନ ସକାଳୁ ସ୍ନାନ କରି ତୁଳସୀ ଗଛ ମୂଳରେ ନାଲି ସୂତା ବା ମୂଳି ସୂତା ବାନ୍ଧି ଦିଅନ୍ତୁ । ଏହାପରେ ମାଟି ହାଣ୍ଡି ଆଣି ଚାଉଳ ଭରିକି ରଖନ୍ତୁ । ଚାଉଳ ଉପରେ ସିନ୍ଦୁର, ଗୋଟେ ତାଙ୍କର କଏନ, 3ଟି ତୁଳସୀ ପତ୍ର ପକାନ୍ତୁ । ଏହା ପରେ ଚୂନରୀ ଘୋଡାଇ ଦିଅନ୍ତୁ । ଏହା ପରେ ଏହି ମାଟି ହାଣ୍ଡିକୁ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ ।

ଏହା ପରେ ସେହି ମାଟି ହାଣ୍ଡି କୁ ନଦୀ ରେ ଭସାଇ ଦିଅନ୍ତୁ । ଏହି ଉପାୟ କରିଲେ ଧନର ଅଭାବ ହେବ ନାହିଁ । କୁହାଯାଏ ମା ଲକ୍ଷ୍ମୀ ହିଁ ତୁଳସୀ ର ଦ୍ଵିତୀୟ ରୂପ ଅଟନ୍ତି । ଏହି ଉପାୟକୁ ଦୀପାବଳି ଦିନ ନିଶ୍ଚୟ କରନ୍ତୁ । ତୁଳସୀ ର ମହତ୍ଵ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଘରେ ଯଦି ଗୋଟେ ରୁ ଅଧିକ ତୁଳସୀ ଗଛ ଅଛି ତେବେ ତାହା ଅଭୁତ ଶୁଭ ହୋଇଥାଏ ।

ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ତୁଳସୀ ଗଛ 3, 7 ଟି ରହିବା ଉଚିତ । ତୁଳସୀ ଗଛ ପାଖରେ ଶିବଲିଙ୍ଗ ବ ଗଣେଶ ପ୍ରତିମା ରଖିବା ଅନୁଚିତ । ଏହା ଦ୍ଵାରା ଧନର ବୃଦ୍ଧି ହେବ ସହ ଘରକୁ କିଛି ସମସ୍ଯା ଆସେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *