ଦୀପାବଳି ରାତି ରେ 3ଟି କଉଡି ର ଉପାୟ, ଭିକାରି ରୁ କୋଟିପତି ବନାଇ ଦେବ…

ବନ୍ଧୁଗଣ ଏହି ବର୍ଷ 12 ନଭେମ୍ବର ରବିବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । କଉଡି ସମୁଦ୍ର ମନ୍ଥନ ସମୟରେ ଉତପନ ହୋଇଥିଲା । ଆଉ ସେଠାରୁ ମା ଲକ୍ଷ୍ମୀ ଙ୍କ ଜନ୍ମ ହୋଇଥିଲା । ଏଥିପାଇଁ କଉଡି କୁ ସମୁଦ୍ରର ପୁତ୍ରୀ ଓ ମା ଲକ୍ଷ୍ମୀଙ୍କର ଭଉଣୀ ଅଟେ । ଦୀପାବଳି ଏହି ବର୍ଷ ଶୁଭ ସଂଯୋଗ ରେ ପଡୁଅଛି । ଏହି ଦିନ ଆୟୁଷ୍ମାନ ଓ ସୌଭାଗ୍ୟ ଯୋଗ ବନୁଅଛି ।

ଏହି ଦିନରେ ଯେଉଁ ବି ଉପାୟ କରାଯିବ ତାହା ନିଶ୍ଚୟ ଲାଭ ପ୍ରାପ୍ତ କରାଇଥାଏ । ଏହି ଦିନ 7ଟି ହଳଦିଆ କଉଡି ଏମିତି ଏକ ସ୍ଥାନରେ ରଖିବା ଉଚିତ । ଦେଖିବେ ଆପଣଙ୍କ ଭାଗ୍ୟ ବଦଳିଯିବ । ଧନର ବୃଦ୍ଧି ହେବା ସହ ଇଚ୍ଛା ମଧ୍ୟ ପୂରଣ ହେବ । କଉଡି କୌଣସି ସାଧାରଣ ଜିନିଷ ନୁହେଁ । ଏହାର ପ୍ରୟୋଗ ଦ୍ଵାରା ବ୍ୟକ୍ତି ଧନବାନ ହୋଇପାରନ୍ତି । ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ ।

1- ଗୋଟେ ହଳଦିଆ କଉଡି ନେଇ ଘରର ଝାଡୁ ରେ ବାନ୍ଧି ଦିଅନ୍ତୁ । ହଳଦିଆ କପଡାରେ କଉଡି ରଖିକି ବାନ୍ଧନ୍ତୁ । ଏହା ଦ୍ଵାରା ସବୁ ପ୍ରକାରର ଇଚ୍ଛା ପୂରଣ ହେବ । ଘରର ଯେଉଁ ଜାଗାରେ ଏହି ଝାଡୁ ଲଗାଇବେ ତାହା ପବିତ୍ର ହୋଇଯାଏ ।

2- 3ଟି ହଳଦିଆ କଉଡି ର ମାଳା ତିଆରି କରନ୍ତୁ ଓ ଏହାକୁ ନେଇ ଗୋମାତାଙ୍କୁ ପିନ୍ଧାଇ ଦିଅନ୍ତୁ । କାରଣ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ଗୋମାତାଙ୍କୁ ମାନାଯାଏ । ଏହା ଦ୍ଵାରା ଆପଣଙ୍କର ଯାହା ବି ଇଚ୍ଛା ଥିବା ତାହା ପ୍ରାପ୍ତ ହେବ ।

3- ଗୋଟେ କଉଡି ଛୋଟ ପିଲାଙ୍କୁ ଦିଅନ୍ତୁ । ଏହା ପୂର୍ବରୁ ନାଲି କପଡା ରେ ବାନ୍ଧି କଉଡି କୁ ରଖି ଦିଅନ୍ତୁ । ଓ ଏହାକୁ ଛୋଟ ପିଲାଙ୍କୁ ଦିଅନ୍ତୁ ।

4- ଗୋଟେ ଲାଲ ଚୂନରୀ ରେ କଉଡି ବାନ୍ଧି କି ଘର ଅଗଣାରେ ଥିବା ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ । ଦୀପାବଳି ଦିନ ଏହି ଉପାୟ ଟି କରନ୍ତୁ । ଏହା ଦ୍ଵାରା ଯାହା ବି ମନୋକାମନା ଥିବା ତାହା ପୂରଣ ହେବ ।

5- ଯେଉଁ ଠାରେ ଧନ ରଖୁଛନ୍ତି ସେଠାରେ ଗୋଟେ କଉଡି ରଖନ୍ତୁ ଦୀପାବଳି ଦିନ । ଏହି କଉଡି କୁ କେବେ ବି ହଜାଇବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ହଳଦିଆ କଉଡି ପୂଜା କରି ଏହାକୁ ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ ।

6- 7ଟି ହଳଦିଆ କଉଡି ରେ ଗୋଟେ ମାଳା ତିଆରି କରନ୍ତୁ । ଏହି ମାଳା କୁ ଓସ୍ତ ଗଛରେ ବାନ୍ଧି ଦିଅନ୍ତୁ ଦୀପାବଳି ଦିନ । ପ୍ରତେକ ମାଳା ରେ ଗୋଟେ ଲେଖାଏଁ ବନ୍ଧନ ରଖିବାକୁ ପଡିବ । ଏହି ଦିନ ରାତି ରେ ଏହି ଉପାୟ କୁ କରିବାକୁ ହେବ । ଦୀପାବଳି ରାତି ରେ ଓସ୍ତ ଗଛ ପାଖକୁ ଯାଇ ଘିଅ ର ଦୀପ ଜଳାନ୍ତୁ । ଏହା ଦ୍ଵାରା ଧନ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *