ପାଠ ମନେ ରହୁନି କି ? ତୁଳସୀ ପତ୍ର ସହ ଏହା ନିଶ୍ଚୟ ଖାଆନ୍ତୁ- Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଓ ଧନ ବୈଭବ ପାଇଁ କିଛି ନୀତି ନିୟମ ବିଷୟରେ ଜାଣିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ । 1- ଘରର ଦକ୍ଷିଣ ଦିଗରେ ଭୁଲରେ ବି କ୍ଯାଲେଣ୍ଡର ଟଙ୍ଗାନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଦେଖାଦିଏ । ଘରର ପଶ୍ଚିମ ଦିଗରେ କ୍ଯାଲେଣ୍ଡର ଲଗାଇଲେ ଅଟକିଥିବା କାମ ଆରମ୍ଭ ହୋଇଥାଏ ।

2- ଘରେ କେବେ ବି ଭାଙ୍ଗି ଯାଇଥିବା ବାସନ ବା ଆଇନା ରଖିବା ଅନୁଚିତ । ଏହା ଦ୍ଵାରା ନେଗେଟିଭ ଶକ୍ତି ବୃଦ୍ଧି ହୋଇଥାଏ । ପଇସା ରଖୁଥିବା ଆଲମାରି ର ମୁହଁ ଉତ୍ତର କୁ ହେବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।

3- ଘରର ବାଥରୁମରେ କୌଣସି ଫୋଟୋ ଲଗାଇବା ଉଚିତ ନୁହେଁ । ଏଠାରେ ଆଇନା ଲଗାଇବା ଶୁଭପ୍ରଦର ହୋଇଥାଏ ।

4- ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଖରାପ ହେଉଥିଲେ ଶୋଇବା ଘରେ ରାଧା କ୍ରୀଷ୍ଣା ଙ୍କ ଫୋଟୋ ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ ।

5- ପିଲାଙ୍କ ପଢିବା ଘରେ ସବୁଜ ରଙ୍ଗର ଶୁଆ ଚିତ୍ର ଲଗାଇବା ଦ୍ଵାରା ଶୁଭପ୍ରଦ ହୁଏ ଓ ପିଲାଙ୍କ ପଢା ରେ ମନ ଲାଗିଥାଏ ।

6- ଠାକୁର ଘରେ ମା ଲକ୍ଷ୍ମୀଙ୍କ ସହ ଭଗବାନ ବିଶୁଣୁଙ୍କ ଗରୁଡ ଉପରେ ଥିବା ଫଟୋ ପୂଜା କରିଲେ ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ।

7- ଘରେ ବସିଥିବା ହନୁମାନଙ୍କ ଫୋଟୋ ଲଗାଇବା ଦ୍ଵାରା ସଙ୍କଟ ଦୂର ହୁଏ । ଘରର ମୁଖ୍ୟଦ୍ଵାରରେ ଗଣେଶଙ୍କ ଫୋଟୋ ରଖିବା ଉଚିତ ।

8- ଘରର ଉତ୍ତରପୂର୍ବ ଦିଗରେ ଠାକୁର ଘର କରିଲେ ଶୁଭପ୍ରଦ ହୁଏ । କିନ୍ତୁ ପାହଚ କରିବା ଅନୁଚିତ । ଏହି ଦିଗରେ ଜୋତା ଚପଲ ବା ଭାରି ଜିନିଷ ରଖିବା ଉଚିତ ।

9- ଘର ଦୁଆର ମୁହଁରେ କୂଅ ବା ବଡ ଗଛ ରଖିବା ଦ୍ଵାରା ଉନ୍ନତିରେ ବାଧା ଆସିଥାଏ । ରୋଷେଇ ଓ ବାଥରୁମ ସାମ୍ନା ସାମ୍ନୀ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୁଏ ।

10- ଘରର ମୁଖ୍ୟଦ୍ଵାରରେ କଳା ଘୋଡା ନାଲ ଲଗାଇବା ଦ୍ଵାରା ପରିବାରତା ଲୋକଙ୍କର ଉନ୍ନତି ସାଧନ ହୋଇଥାଏ ।

11- ଘରର ଉତ୍ତର ବା ପୂର୍ବ ଦିଗରେ ଆଇନା ଲଗାଇବା ଶୁଭପ୍ରଦ ହୋଇଥାଏ । ଏହି ଦିଗରେ ସୂର୍ଯ୍ୟଙ୍କ ଜନ୍ତ୍ର ସ୍ଥାପନ କରିଲେ ଅଶୁଭତ୍ଵ ଦୂର ହୁଏ ।

12- ଘରର ମୁଖ୍ୟ ଲୋକ ମହାଦେବଙ୍କ ମନ୍ତ୍ର ଜପ କରନ୍ତି ଶୁଭପ୍ରଦ ହେବ ସହ ଅଭାବ ଦୂର ହୁଏ । ଘର ଛାତର ପଶ୍ଚିମ ଦିଗରେ ଉଚ୍ଚ କରି ପାଣି ଟାଙ୍କି କରିବା ଉଚିତ ।

13- ଷଷ୍ଠୀ ତିଥିରେ ନିମ ଖାଇବା ଅନୁଚିତ କିମ୍ବା ନିମ ଦାନ୍ତକାଠି ବ୍ୟବହାର କରିବା ଅନୁଚିତ । ଅଷ୍ଟମୀ ତିଥିରେ ନଡିଆ ଖାଇବା ଅନୁଚିତ । ଏହା ଦ୍ଵାରା ବୁଦ୍ଧି  ନାସ ହୁଏ ।

14- ପରିକ୍ଷାରେ ପାଠ ମନେ ରଖିବା ପାଇଁ ଫିଟିକିରି ଓ କର୍ପୁର ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ତୁଳସୀ ପତ୍ର ସହ ମିଶ୍ରି ମିଶାଇ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *