ଦୀର୍ଘ 58 ବର୍ଷ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ପଡୁଛି ଭଦ୍ରା କାଳ କେଉଁ ଦିନ ରାକ୍ଷୀ ବନ୍ଧାଯିବ ? ରାକ୍ଷୀ ପୂର୍ଣ୍ଣିମା ରେ ଏହି 6 ରାଶି ହେବେ ଭାଗ୍ୟଶାଳୀ ।

ବନ୍ଧୁଗଣ ପୁଣି ଏକ ମହା ସଂଯୋଗ ପଡୁଅଛି । ଚମକି ଉଠିବ ଏହି 5ଟି ରାଶିର ଭାଗ୍ୟ । 3 ଅଗଷ୍ଟ 2023 ଏହି ଦିନ ପଡୁଛି ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କର ଜନ୍ମ ଉଶ୍ଚବ । ଏହି ଦିନ ରକ୍ଷା ବନ୍ଧନର ପାବନ ପର୍ବ ମଧ୍ୟ ପଡୁଛି । 31 ଅଗଷ୍ଟରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ଗମ୍ହା ପୂର୍ଣ୍ଣିମାର ପାବନ ଦିନ ରହିବ । ଏହି ଥର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ପର୍ବ ନାହିଁ । ଏହି ଥର ବୁଧବାର 30 ଅଗଷ୍ଟରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଠାରୁ କିଛି ରାଶିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ସିଂହ ରାଶି : ଏହି ରାଶିର ଜାତକ ବ୍ୟାପାରରେ ଭଲ ଲାଭ କରିବାକୁ ଯାଉଛନ୍ତି । ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ଯାହା ଫଳରେ ଯେଉଁ କାମ କରିବେ ସେଥିରେ ସଫଳ ହେବେ । ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ । ପାଠ ପଢାରେ ମନ ଲାଗିବ । ଯେଉଁ ମାନେ ଅବିବାହିତ ଥିଲେ ସେମାନେ ବହୁତ ଜଲ୍ଦି ବିବାହ ହେବାର ଅଛି ।

କନ୍ୟା ରାଶି : ଆଗାମୀ ସମୟ ଆପଣଙ୍କର ଅତ୍ୟନ୍ତ ଭଲ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ବେରୋଜଗାରଙ୍କୁ ରୋଜଗାର କରିବାର ମାର୍ଗ ମିଳିବ । ଚାକିରିରେ ପ୍ରମୋଶନ ହେବ ।

ତୁଳା ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଅନେକ କୃପା ରହିବାର ଅଛି । ଭାଗ୍ୟରେ ପରିବର୍ତ୍ତନ ହେବ । ବିଜନେସରେ ଭଲ ଲାଭ ହେବ । ସମାଜରେ ଅଲଗା ପରିଚୟ ସୃଷ୍ଟି କରିବେ । ଧନ ଲାଭର ଯୋଗ ଅଛି । ଘର ପରିବାରରେ ଖୁଶିର ମାହୋଲ ଲାଗି ରହିବ । ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ବିବାହ ହେଉ ନ ଥିଲା ଆଗାମୀ ସମୟରେ ବିବାହର ଯୋଗ ଅଛି ।

କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅସୀମ କୃପା ରହିବ । ଦାଂପତ୍ଯ ଜୀବନ ସୁଖମୟ ହେବ । ବେରୋଜଗାରଙ୍କୁ ମନ ମୁତାବକ ଚାକିରି ମିଳିବ । ପରିବାରରେ ଖୁଶିର ମାହୋଲ ଲାଗି ରହିବ । ପ୍ରେମ ଜୀବନ ସଫଳ ହେବ । ସବୁ କାମ ସୁରୁଖୁରରେ ଶେଷ ହେବ ।

ମକର ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବ । ଅଟକିଥିବା କାମ ପୂରଣ ହେବ । ମନ ପ୍ରଫୁଲ୍ଲ ରହିବ । ଚାକିରିରେ ପ୍ରମୋଶନ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ । ସମାଜରେ ମାନ ସମାନ ବଢିବ ।

ବୃଷ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ରହିବ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ଦୟାଶୀଳ ରହିବେ । ଧାନର ଅଭାବ ହେବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନରେ ସବୁ ପ୍ରକାରର ଦୁଃଖ ସମାପ୍ତ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *