କାହିଁକି ରାତି ରେ କୁକୁର କାନ୍ଦି ଥାଏ ? କଣ ସତରେ କୁକୁର ଙ୍କୁ ଆତ୍ମା ଦେଖା ଯାଇଥାଏ ?

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କୁକୁର ହେଉଛି ଏକ ବିଶ୍ଵସ୍ତ ପ୍ରାଣୀ । କୁକୁଏ ଯେଉଁ ଘରେ ରହିଥାଏ ସେଠାରେ ଅତି ବିଶ୍ବାସର ସହ କାମ କରିଥାଏ । କୁକୁର କୁ ଗୃହ ପାଳିତ ପଶୁ ଭାବେ ମାନାଯାଏ । ଏହା ଯେଉଁ ଘରେ ଥାଏ ସେଠାରେ କୌଣସି ବିପଦ ଆସି ନ ଥାଏ । କୁକୁଏ ଏମିତି ଏକ ପ୍ରାଣୀ ଯାହା ମଣିଷ ଠାରୁ ମଧ୍ୟ ଅଧିକ ବିଶ୍ଵାସୀ ହୋଇଥାଏ । କୁକୁର ଏମିତି ଏକ ପ୍ରାଣୀ ଯାହାକୁ ବାବା ଭୈରବ ଙ୍କ ସେବକ ଭାବେ ମାନାଯାଏ ।

କୁକୁର କୁ  ଧର୍ମ ପୁରାଣ ରେ ଯମ ଙ୍କ ଦୂତ ଭାବେ ମାନା ଯାଇଥାଏ । ଏହି କାରଣରୁ ସନାତନ ଧର୍ମ ରେ କୁକୁର ମାନଙ୍କର ଏ କ ବିଶେଷ ମହତ୍ଵ ରହିଥାଏ । କିନ୍ତୁ ଏମିତି ଏକ ପ୍ରଶ୍ନ ରହିଛି କି କୁକୁର ମାନେ ରାତି ରେ କାହିଁକି କାନ୍ଦି ଥାନ୍ତି ? କଣ ସତରେ ସେମାନଙ୍କୁ କୌଣସି ଖରାପ ଶକ୍ତି ଦେଖା ଯାଇଥାଏ ବା ଏହା କୌଣସି ଅନ୍ଧ ବିଶ୍ଵାସ ଅଟେ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ରାତି ରେ କୁକୁର ମାନେ କାନ୍ଦିବା ଅଶୁଭ ହୋଇଥାଏ । ଏହି କାରଣରୁ ଯେବେ କୁକୁର ମାନେ କାନ୍ଦି ଥାନ୍ତି ସେହି ସମୟରେ ଲୋକେ ତାଙ୍କୁ ବାଡେଇ ଥାନ୍ତି । ଜ୍ଯୋତିଷ ଙ୍କ ଅନୁସାରେ କୁକୁର ମାନେ ରାତି ରେ ସେହି ସମୟରେ କାନ୍ଦି ଥାନ୍ତି ଯେବେ ତାଙ୍କୁ କୌଣସି ଆତ୍ମା ଦେଖା ଯାଇଥାଏ । ବା କୁକୁର ମାନଙ୍କୁ କୌଣସି ବିପଦର ଆଭାସ ହୋଇଥାଏ ସେହି ସମୟରେ ମଧ୍ୟ କୁକୁର ମାନେ କାନ୍ଦି ଥାନ୍ତି ।

ଜ୍ଯୋତିଷ ଅନୁସାରେ କୁକୁର ମାନଙ୍କୁ ଆଗାମୀ ବିପଦ ଆସିବାର ସୂଚନା ମିଳିଥାଏ । କୁକୁର ଯେଉଁ ଘାଏ ଥାଏ ସେ ଜାଣି ପାରିଥାଏ କି ସେହି ଘର ଉପରେ କୌଣସି ସଙ୍କଟ ଆସିବାକୁ ଯାଉଛି । କେବେଳ ଏତିକି ନୁହେଁ ବରଂ ଏମିତି ବି ମାନ୍ୟତା ଅଛି କି କୁକୁର କାନ୍ଦିଲେ ତାହା କୌଣସି ବ୍ୟକ୍ତି ର ମୃତ୍ୟୁ ହେବାର ସଂକେତ ଦେଇଥାଏ । ଏହି ସବୁ କଥା ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି ।

କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ । ଲୋକ ମାନେ ଏହାକୁ ସତ ଏଥିପାଇଁ ମାନି ଥାନ୍ତି କାରଣ ଜ୍ଯୋତିଷ ଶାସ୍ତ୍ର ଓ ଗୁରୁଜନ ମାନେ କହିଥାନ୍ତି । କିନ୍ତୁ ବିଜ୍ଞାନ ଏହି କଥା କୁ ଗ୍ରହଣ କରେ ନାହିଁ । ଧାର୍ମିକ ପୁରାଣ ରେ ଲେଖା ନାହିଁ କି କୁକୁର ମାନେ ଆତ୍ମା କୁ ଦେଖି ଥାନ୍ତି । ତଥାପି ଅନେକ ଲୋକ ଏହାକୁ ସତ ବୋଲି ମାନି ଥାନ୍ତି ।

ତେବେ ଆପଣ ମାନେ ଜାଣିଲେ ତ କୁକୁଇର ମାନେ ରାତି ରେ କାହିଁକି କାନ୍ଦି ଥାନ୍ତି । ଜ୍ଯୋତିଷ ଅନୁସାରେ କୁକୁର ମାନେ କାନ୍ଦିବା ବହୁତ ଅଶୁଭ ହୋଇଥାଏ । ଏହାର ଅର୍ଥ ମଣିଷ ଜୀବନରେ କୌଣସି ବିପଦ ଆସିବାର ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *