ଦୁନିଆର ସବୁଠାରୁ ଭଲ ସ୍ଵପ୍ନ, ଯଦି ଦେଖୁଛନ୍ତି ତେବେ କାହାକୁ ବି କୁହନ୍ତୁ ନାହିଁ- Swapna Shastra

ବନ୍ଧୁଗଣ ରାତିରେ ସମସ୍ତେ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି । ଅଲଗା ଅଲଗା ସ୍ଵପ୍ନ ଦେଖିବା ସହ ଅଲଗା ଅଲଗା ଜିନିଷ ମଧ୍ୟ ଦେଖିଥାନ୍ତି । ଏମିତି କିଛି ସ୍ଵପ୍ନ ଦେଖିଥାନ୍ତି ଯାହା ଜୀବନରେ କିଛି ବି ମୂଲ୍ୟ ରହି ନ ଥାଏ । କିନ୍ତୁ ସ୍ଵପ୍ନ ବେଳେବେଳେ ସତ ହୋଇ ଯାଇଥାଏ । ସ୍ଵପ୍ନ ମାଧ୍ୟମରେ ଆମ ଜୀବନରେ ଅନେକ ପ୍ରକାରର ସଂକେତ ଦେଖିବାକୁ ମିଳିଥାଏ । ଆଜି ଆମେ ଜାଣିବା କେଉଁ ସ୍ଵପ୍ନ ଦେଖିଲେ କେଉଁ ଫଳ ମିଳିବ ।

ଯଦି ଭୟଙ୍କର ସ୍ଵପ୍ନ ରାତି 12ରୁ 2ଟା ମଧ୍ୟରେ ଦେଖୁଛନ୍ତି ତେବେ ତୁରନ୍ତ ମହାଦେବଙ୍କୁ ଧ୍ୟାନ କରିବା ଉଚିତ । ସକାଳୁ ଉଠିବା ପରେ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ପୂଜା କରନ୍ତୁ । ଯଦି ଭୟଙ୍କର ସ୍ଵପ୍ନ ବାରମ୍ବାର ଦେଖୁଛନ୍ତି ତେବେ ଭଗବାନ ହନୁମାନ ଙ୍କ ଧ୍ୟାନ କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ଖରାପ ସ୍ଵପ୍ନ ର ଖରାପ ଫଳ ମିଳିବ ନାହି । ଏହି ସମୟରେ ଦେଖୁଥିବା ସ୍ଵପ୍ନ ର ଅର୍ଥ କିଛି ନ ଥାଏ ।

ରାତି 12ଟା ପରେ ଦେଖିଥିବା ସ୍ଵପ୍ନ ପୁରା ହେବାକୁ 3 ବର୍ଷ ଲାଗିଥାଏ ବା କିଛି ମହତ୍ଵ ନ ଥାଏ । ରାତି 1ଟା ରୁ 2ଟା ମଧ୍ୟରେ ଦେଖିଥିବା ସ୍ଵପ୍ନର ଫଳ 1 ବର୍ଷ ମଧ୍ୟରେ ଫଳ ପ୍ରାପ୍ତ ହୋଇଥାଏ । ରାତି 3ଟା ରୁ 4ଟା ମଧ୍ୟରେ ଦେଖିଥିବା ସ୍ଵପ୍ନର ଫଳ 6 ମାସ ଭିତରେ ମିଳିଥାଏ । ସକାଳ 5ଟାରୁ 6ଟା ମଧ୍ୟରେ ଦେଖିଥିବା ସ୍ଵପ୍ନ 3 ବର୍ଷ ଭିତରେ ମିଳିଥାଏ ।

ସକାଳ 5ଟା ରୁ 6ଟା ଭିତରେ ଦେଖିଥିବା ସ୍ଵପ୍ନ 1 ମାସ ମଧ୍ୟରେ ପ୍ରାପ୍ତି ହୋଇଥାଏ । ଏହା ଛଡା ଦିନରେ ଦେଖା ଯାଇଥିବା ସ୍ଵପ୍ନ କୁ ଭୁଲି ଯିବା ଭଲ ହୋଇଥାଏ । କାରଣ ଏହାର କିଛି ବି ଫଳ ନ ଥାଏ । ଏବେ ଆସନ୍ତୁ ଜାଣିବା କିଛି ବିଶେଷ ସ୍ଵପ୍ନ ଓ ଏହାର ଫଳ ବିଷୟରେ ।

1- ସ୍ଵପ୍ନରେ ଛୋଟ ଛୁଆକୁ କୋଳରେ ଦେଖିଲେ ଏହାର ଅର୍ଥ ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି ।

2- ସ୍ଵପ୍ନରେ ପାରା ଦେଖୁଛନ୍ତି ତେବେ ଆପଣଙ୍କୁ ଭୟଙ୍କରରୁ ଭୟଙ୍କର ରୋଗରୁ ମୁକ୍ତି ମିଳିବାର ସଂକେତ ହୋଇଥାଏ ।

3- ସ୍ଵପ୍ନରେ ନିଜ ଭାଇଙ୍କୁ ଦେଖିଲେ ଆପଣଙ୍କ ଜୀବନରେ ନୂଆ ବନ୍ଧୁ ଆସିବାର ସଂକେତ ହୋଇଥାଏ ।

4- ସ୍ଵପ୍ନରେ ନିଜର ମୃତ୍ୟୁ ଦେଖାଗଲେ ଏହାର ଅର୍ଥ ଆପଣ ଜୀବନରେ ଖରାପ ଗୁଣକୁ ପଛରେ ଛାଡି ଓ ରୋଗରୁ ମୁକ୍ତି ପାଇ ଆଗକୁ ବଢିବେ ।

5- ସ୍ଵପ୍ନରେ ମସାଣିରେ ଶବ ଦେଖୁଛନ୍ତି ତେବେ ଶୁଭ ଲାଭ ପାଇଁ ସଂକେତ ଦେଇଥାଏ । ଯଦି ତ୍ରିଶୂଳ ସ୍ଵପ୍ନରେ ଦେଖୁଛନ୍ତି ତେବେ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଯାଇଛି ।

6- ଯଦି ସ୍ଵପ୍ନରେ ବନ୍ଧୁ ପରିଜନଙ୍କୁ ଦେଖୁଛନ୍ତି ତେବେ ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।

7- ରାତିରେ ମନ୍ଦିର ର ସ୍ଵପ୍ନ ଦେଖିଲେ ଧାର୍ମିକ କାର୍ଯ୍ୟ ଆପଣଙ୍କ ଦ୍ଵାରା ହେବାର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *