ଏହି ଭଳି ଚିହ୍ନ ହାତରେ ଥିଲେ ଆପଣ ନିଶ୍ଚିତ ଭାବେ ହେବେ କୋଟିପତି- Palmistry

ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ମାନେ ଭାଗ୍ୟଶାଳି ଅଟନ୍ତି । ଆମେ ସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ ଆମ ଜାତକ ମାନଙ୍କ ରୁ ଜାଣି ପାରିବା କି ଏମାନେ କେତେ ଭାଗ୍ଯବାନ ଅଟନ୍ତି । କେଉଁ ମାନେ ଜଣେ ଜଣେ ଥାନ୍ତି କି ସେମାନାଙ୍କ ହାତରେ କିଛି ଏହି ଭଳି ଚିହ୍ନ ଥାଏ ଯେଉଁ ଥିରୁ ସେମାନେ ଭାଗ୍ଯବାନ ବୋଲି ପ୍ରମାଣିତ ହୋଇ ଥାଏ । ଆପଣଙ୍କୁ ଆଜି ଆମେ ସେହି ବିଷୟରେ କହିବା ପାଇଁ ଯାଉଛୁ ।

ହୃଦୟ ରେଖାରୁ ଯଦି ଏକ ଲାଇନ ଆସି କି ସରୁଛି ଓ ଏହାର ଶେଷରେ ଏକ ତ୍ରିଭୁଜ ଭଳି ଅଛି ତେବେ ଆପଣ ଅତ୍ୟନ୍ତ ବିଦ୍ଵାନ ଥାନ୍ତି । ଏମାନେ ନିଜ ବୁଦ୍ଧି କୁ ଯେଉଁ ଦିଗରେ ଲଗାଇବେ ଏହା ସେହି ଦିଗରେ ସଫଳତା ପାଇବେ । ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣଙ୍କ ହାତରେ ଥିବା ଏହି ଚିହ୍ନ ଆପଣଙ୍କୁ ଭାଗ୍ୟଶାଳି ବନାଇବ । ଯଦି ଆପଣଙ୍କ ହାତରେ ଜିପଟର ମାଉଣ୍ଟ ରେ ମନ୍ଦିର ହୋଇଛି ତେବେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଏହି ରେଖା ଥିବା ଲୋକମାନେ ଭାଗ୍ୟ ନେଇକି ଜନ୍ମ ହୋଇ ଥାନ୍ତି ଏମାନେ ଖୁବ ଭାଗ୍ଯବାନ ହୋଇ ଥାନ୍ତି । ଏମାନେ ରାଜାଭଳି ଜୀବନ ବଞ୍ଚି ଥାନ୍ତି କେବଳ ସେତିକି ନୁହେଁ ଏମାନେ ଖୁବ ଧାର୍ମିକ ପ୍ରକୃତିର ମଧ୍ୟ ହୋଇ ଥାନ୍ତି ।

ଆପଣ ଯାହା ଚାହିଁବେ କିଛି ଡେରି ହୋଇ ପାରେ କିନ୍ତୁ ଆପଣଙ୍କୁ ମିଳିଯିବ । ଯଦି ଆପଣଙ୍କ ହାତରେ ପତାକା ଚିହ୍ନ ଅଛି ତେବେ ସେହି ବ୍ଯକ୍ତିର ଲୋକମାନେ ବହୁତ କିଛି ଭାଗ୍ଯବାନ ହୋଇ ଥାନ୍ତି । ଆପଣ ଅନେକ ଉର୍ଣ୍ଣତି କରି ଥାନ୍ତି ଓ ବହୁତ ଜାଗାରେ ତାଙ୍କୁ ସମ୍ମାନ ମିଳିଥାଏ । ଏବେ ଆସନ୍ତୁ ଜାଣିବା କି ଯଦି ଆପଣଙ୍କ ହାତରେ ସ୍ଵସ୍ତିକ ଚିହ୍ନ ଅଛି ତେବେ ଜାଣି ନିଅନ୍ତୁ କି ଏହା ଆପଣଙ୍କ ପାଇଁ ଏକ ଶୁଭ ଖବର ଅଟେ । ଆପଣଙ୍କ ହାତରେ ଏହି ଚିହ୍ନ ଅଛି ତେବେ ଆପଣ ଭାଗ୍ଯବାନ ଅଟନ୍ତି  ନିଜ ପାଇଁ ଭି ଓ ଅନ୍ୟମାଙ୍କ ପାଇଁ ମଧ୍ୟ । ଆପଣ ଯାହାକୁ ଭି ସାହାଜ୍ଯ କରିବେ ଆପଣ ତା ପାଖରୁ ମଧ୍ୟ ଆପଣ ନିଶ୍ଚିତ ଭାବେ ଦିନେ ନା ଦିନେ ସାହାଜ୍ଯ ପାଇବେ ।

ଜାଣି ରଖନ୍ତୁ କି ଏହି ଭଳି କିଛି ଚିହ୍ନ କୁ ଲୋକମାନେ ଅଧିକ ଆକର୍ଷିତ ହୋଇ ଥାନ୍ତି । ଆପଣ ଯଦି କିଛି ଧାର ଉଧାର ଦେଇ ଥାନ୍ତି ଆପଣ ନିଜ ଦୟା ସ୍ଵଭାବ ରୁ ଆପଣ ସେମାନଙ୍କୁ ଏହା ଛାଡି ଦେଇ ଥାନ୍ତି ଯାହା ପାଇଁ ଏମାନେ ଲୋକ ପ୍ରିୟତା ବଢି ଥାଏ । ଏହା ପରେ ସେଶ ଚିହ୍ନ ହେଉଛି କି ମାଛ ଚିହ୍ନ । ଏହି ଚିହ୍ନ ମଧ୍ୟ ଖୁବ ଭଲ ଶୁଭ ହୋଇ ଥାଏ । ଆପଣ ଜାଣି ଥିବେ କି ଏହି ଭଳି ଚିହ୍ନ ଥିବା ଲୋକମାନେ ନିଜ ଜୀବନରେ ଅଧିକ ସଫଳତା ପାଇଥାନ୍ତି କେହି ଭି ଏମାନଙ୍କ ଲକ୍ଷ ଓ ଏମାନଙ୍କ ରାସ୍ତାରେ ଆସିବା ପାଇଁ ଇଚ୍ଛା କରି ନଥାନ୍ତି । ଏହି ଭଳି ଲୋକମାନେ ଯାହାଭି ହେଲେ ଯେତେ କଷ୍ଟ ପଡିଲେ ମଧ୍ୟ ନିଜେ ଚିନ୍ତା କରିବା କାମକୁ କରି ନେଇଥାନ୍ତି ।

Leave a Reply

Your email address will not be published. Required fields are marked *